ଦର୍ଶକ ବନ୍ଧୁ ଆଜିର ଏହି ଦୁନିଆରେ ସମସ୍ତେ ନିଜର ଭବିଷ୍ୟତ ପାଇଁ ଚିନ୍ତାରେ ଥାନ୍ତି କି ସେମାନେ କେବେ କେମିତି କିପରି ଭାବରେ ଏ ସମାଜରେ ନିଜର ନା ରଖିବା ସହିତ ଅନ୍ୟ ର ଉପକାର ରେ ଆସିପାରିବା, ଓ ନିଜର ପରିବାର ସଠିକ ଯତ୍ନ ନେଇପାରିବା ଏହିପରି ଚିନ୍ତା ରେ ଥାନ୍ତି ଆଜିର ଯୁବ ପିଢ଼ି ସେଥିପାଇଁ ଦର୍ଶକ ବନ୍ଧୁ ଛୋଟ ହଉ କି ବଡ ସମସ୍ତେ ନିଜ ନିଜର ଭବିଷ୍ୟତ ଜାଣିବା ପାଇଁ ତତ୍ପର ଥାଆ ନ୍ତି |କି ସେମାନେ ଆଗକୁ ଯାଇ କଣ କରିବେ କଣ ନାଇଁ ଏମିତି ବିଭିନ୍ନ ପ୍ରକାର ର ପ୍ରଶ୍ନ ଉଠିଥାଏ ତାଙ୍କ ମନରେ ତାହେଲେ ଆସନ୍ତୁ ଏଠାରେ କିଛି ଭଗବାନ ଙ୍କ ନାମ ଦିଆ ଯିବ ଆପଣଙ୍କ ଯେଉଁ ଭଗବାନଙ୍କୁ ପସନ୍ଦ କରିଥାନ୍ତି ସେଇ ନାମ ମନ ରେ ଭାବିବେ ଓ ଜାଣିପାରିବେ ନିଜର ଭବିଷ୍ୟତ ବିଷୟରେ, ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଆପଣଙ୍କ ଭବିଷ୍ୟତ |
ଏଠାରେ କିଛି ଭଗବାନ ଙ୍କ ନାମ ଦିଆ ଯାଉଛି, ଗୋରୁଡ, ବଳଭଦ୍ର, ଗଣେଶ, କାର୍ତିକ, ଶ୍ରୀକୃଷ୍ଣ, ବରୁଣ, ଶାମ୍ଭ, ପ୍ରଦ୍ୟୁମ୍ନ,ଅନିରୁଦ୍ଧ, ମହାଦେବ, କାମ ଦେବ |ତେବେ ଦର୍ଶକ ବନ୍ଧୁ ଚକ୍ରୀ ଟି ଘୁରିବୁଲୁ ଥିବ ଓ 10 ସେକେଣ୍ଡ କୁ ଥରେ ତାହା ରହିବ, ଏହି 10 ସେକେଣ୍ଡ ଆପଣ ଗୋଟିଏ ନାମ ପସନ୍ଦ କରନ୍ତୁ ଓ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ବିଷୟରେ, ତାହାଲେ ଆଉ ଡେରି ନ କରି ଆଖି ବନ୍ଦ କରି ଆପଣଙ୍କ ମନ ପସନ୍ଦ ର ଭଗବାନ ଙ୍କ ନାମ ନିୟନ୍ତୁ |
ମହାଦେବ :-
ଆପଣଙ୍କ ଜୀବନରେ ଏବେ ଟିକେ ସମସ୍ୟା ଦେଖା ଦେବ ଧୀରେ ତାହା ଠିକ ମଧ୍ୟ ହେଇଯିବ,ଆପଣଙ୍କ ବିବାହ ପଶ୍ଚିମ ଦିଗରୁ ହେବ ବୋଲି ଆଶା କରାଯାଉଛି,
ଗଣେଷ :-
ଯଦି ଆପଣ ଏବେ କୌଣସି ଯାନ ବିକ୍ରି କରିବାର ଅଛି ତାହାଲେ ତାକୁ ଏବେ ବିକ୍ରି କରନ୍ତୁ ନାହିଁ, ଆପଣଙ୍କ ଏବେ କ୍ଷତି ସମୟ ଚାଲିଛ ତେଣୁ ପ୍ରତେକ ଦିନ ଗଣେଷ ଙ୍କ ନାମ ଜପ କରନ୍ତୁ ଆପଣଙ୍କ ର ଏହି ପରି ସଙ୍କଟ ଦୂର ହେଇଯିବ |
ଶ୍ରୀକୃଷ୍ଣ:-
ଯଦି ଆପଣ କାହାକୁ ଭଲ ପାଉଛନ୍ତି ତାହାଲେ ଡେରି ନ କରି ତାଙ୍କୁ ତୁମର ମନର କଥା କହିଦିୟନ୍ତୁ, ସେ ତମର ପ୍ରସ୍ତାବ କୁ ଗ୍ରହଣ କରିବ |
ବଳଭଦ୍ର :-
ଆପଣ ନିଜର କାର୍ଯ୍ୟ ପ୍ରତି ଧ୍ୟାନ ଦିୟନ୍ତୁ, ଓ କୃଷି କାର୍ଯ୍ୟ ରେ ନିଜକୁ ନିୟଜିତ କରନ୍ତୁ |
କାର୍ତ୍ତିକ:-
ଯଦି ଆପଣ କାର୍ତ୍ତିକ କୁ ଭଲ ପାଉଛନ୍ତି ତାହାଲେ ଆପଣଙ୍କ ବାଣିଜ୍ୟ ବ୍ୟବସାୟ ରେ ଉନତୀ କରିବେ ଓ ଚାକିରୀ କ୍ଷେତ୍ର ରେ ଉନତୀ କରିବେ |
ଶାମ୍ଭ :-
ଆପଣ ଆପଣଙ୍କ ପରିବାର ପ୍ରତି ଧ୍ୟାନ ଦିୟନ୍ତୁ କାହିଁକି ନା ଆଗକୁ ଆସୁଥିବା ବିପଦ ଆପଣଙ୍କ ର କିଛି କରିପାରିବ ନାହିଁ ଆପଣ କେବେଳ ପ୍ରତେକ ଦିନ ଶାମ୍ଭ ଦେବତା ନା ରେ ଗୋଟିଏ ଫୁଲ ଚଢାନ୍ତୁ |
କାମଦେବ :-
ଯଦି ଆପଣଙ୍କର କୌଣସି କାମ ଅଟକୀ ରୋହଛି ତାହାଲେ ତାହା ଏବେ ସଫଳ ହେବ
ବରୁଣ :-
ଯଦି ଆପଣ କାହାକୁ ପ୍ରେମ ପାଇଁ ନେବେଦନ କରୁଛନ୍ତି ତାହାଲେ ଏହା କରନ୍ତୁ ନାହିଁ ଏହା କରିବା ଦ୍ୱାରା ଆପଣ ବିପଦ ରେ ପଡିପାରନ୍ତି |
ଗରୁଡ଼ :-
ଯଦି ଆପଣ ଆପଣଙ୍କ ବିବାହ ପାଇଁ ଚିନ୍ତା ରେ ଅଛନ୍ତି ତାହାଲେ ଚିନ୍ତା ନ କରି ପଶ୍ଚିମ ଦିଗରେ ଆପଣଙ୍କ ବିବାହ ସ୍ଥିର ହେବ ବୋଲି ଜାଣତୁ |
ଅନିରୁଦ୍ଧ :-
ଆପଣଙ୍କ ର ଦେହ ଅସୁସ୍ଥ ରହିବ ଓ ଦୁର୍ଘଟଣା ଘଟିବା ର ସମ୍ଭାବନା ମଧ୍ୟ ରହିବ ତେଣୁ ଟିକେ ଯୋଗିକି ରହୁନ୍ତୁ |
ପ୍ରଦ୍ୟୁମ୍ନ :-
ଆପଣଙ୍କ ଭବିଷ୍ୟତ ରେ ଏବେ ନୂଆ ଆଶା ଦେଖା ଦେବ ତାହା ପୁରାପାଇଁ ତାହା ପୂରଣ ପାଇଁ ବହୁତ କଷ୍ଟ କରିବା ପାଇଁ ହବ |ଏହି ପରି ଭାବରେ ଆପଣଙ୍କ ଭବିଷ୍ୟତ ଜାଣି ପାରିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।