Swastik Tv News Odisha

ବାଧା ବିଘ୍ନ ସତ୍ତ୍ୱେ ଶେଷରେ ସରିଲା ଲୋକପ୍ରିୟ ଅଭିନେତ୍ରୀ ସୋମାଲିନ୍ ଙ୍କ ବାହାଘର, ଦେଖନ୍ତୁ ବାହାଘରର ସମ୍ପୂର୍ଣ୍ଣ ଭିଡ଼ିଓ

0

ଜଣେ ସାଧାରଣ ମଣିଷ ଠାରୁ କଳାକାର ମାନଙ୍କର ଜୀବନ ପୁରା ପୁରି ଭାବରେ ଭିନ୍ନ ଧରଣର ହୋଇଥାଏ। ସାଧାରଣ ଲୋକ ମାନେ କଳାକାର ମାନଙ୍କ ବିଷୟରେ ଜାଣିବା ପାଇଁ ସବୁବେଳେ ଇଚ୍ଛା ପ୍ରକାଶ କରି ଥାଆନ୍ତି। ପ୍ରତିଦିନ ତାଙ୍କ ଜୀବନରେ କଣ ସବୁ ଘଟି ଚାଲିଛି ତାହା ଜାଣିବା ପାଇଁ ଉତ୍କଣ୍ଠାର ସହିତ ଚାହିଁ ରହି ଥାଆନ୍ତି। ଦର୍ଶକ ମାନଙ୍କର ପ୍ରିୟ ଅଭିନେତା ବା ଅଭିନେତ୍ରୀଙ୍କ ବିଷୟରେ ଅନେକ ନୂଆ ନୂଆ କିଛି ତଥ୍ୟ ଜାଣିବା ପାଇଁ ଚାତକ ପରି ସବୁବେଳେ ପାଇଁ ରହି ଥାଆନ୍ତି। ତେବେ ବନ୍ଧୁଗଣ ଅଭନେତ୍ରୀ ସୋମାଲିନ ବିବାହ ବେଦିରେ ବସି ବିବାହ କରୁ ଥିବାର ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ଜାଣିବା;

ସୂଚନା ଅନୁଯାୟୀ, ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ସୋମାଲିନ ପରିଡାଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ, ସେ ଓଲିଉଡ଼ ଜଗତର ଅଭିନେତ୍ରୀ ଭାବରେ ବେଶ ପରିଚିତ ଅଟନ୍ତି। ସେ ଏକ ରିୟାଲିଟି ଶୋ ମାଧ୍ୟମରେ ଓଲିଉଡର ଅଭିନେତ୍ରୀ ହୋଇ ପରିଛନ୍ତି। ସେ ଅନେକ ଫିଲ୍ମରେ ଗୁଡିଏ ଆଲବମ ଭିଡ଼ିଓରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୟ ଦ୍ୱାରା ସେ ସାରା ଓଡିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ଯେ କୌଣସି ବ୍ୟକ୍ତି ତାଙ୍କ ଭିଡ଼ିଓକୁ ଦେଖିଲେ ମୁଗ୍ଧ ହୋଇ ଯାଇ ଯାଆନ୍ତି ଓ ସେମାନଙ୍କ ମନରେ ଘର କରି ମଧ୍ୟ ରହିଛନ୍ତି। ତାଙ୍କର ଅଭିନୟ ଶୈଳୀ ନିଆରା ପ୍ରକାରର ହୋଇଥର ଓ ଯାହା ଫଳରେ କି ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଥାଏ।

ତେବେ ସାରା ଓଡ଼ିଶାର ଲୋକ ମାନେ ତାଙ୍କୁ ବହୁତ ଭଲ ପାଇବା ଦେଇ ଥାଆନ୍ତି। ଦର୍ଶକ ମାନେ ତାଙ୍କୁ ପସନ୍ଦ କରିବା ସହିତ ତାଙ୍କ ଅଭିନୟକୁ ମଧ୍ୟ ବହୁତ ପସନ୍ଦ କରି ଥାଆନ୍ତି ଓ ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେ ଅନେକ ଗୁଡିଏ ପ୍ରଶଂସା ମିଳିବା ସହିତ ସବୁବେଳ ପାଇଁ ଚର୍ଚ୍ଚାରେ ମଧ୍ୟ ରହି ଥାଆନ୍ତି। ସେ ସୁନ୍ଦର ଅଭିନେତ୍ରୀ ଭାବରେ ଆଗକୁ ପାଦ ଥାପି ପାରିଛନ୍ତି। ସେ ସବୁବେଳ ପାଇଁ କିଛି ନୂଆ ନୂଆ ଅନ୍ଦାଜରେ ଭିଡ଼ିଓ ତିଆରି କରି ଦର୍ଶକ ମାନଙ୍କ ନିକଟରେ ପହଁଞ୍ଚାଇ ଥାଆନ୍ତି।

ସେ ତାଙ୍କ ରିଙ୍ଗ ସେରୀମନି ଠାରୁ ଆରମ୍ଭ କରି ମଙ୍ଗନ ପର୍ଯ୍ୟନ୍ତ ସବୁ ଭିଡ଼ିଓ ଲୋକ ମାନଙ୍କ ନିକଟରେ ପହଁଞ୍ଚାଇଛନ୍ତି। ବର୍ତ୍ତମାନ ସେ ମଧ୍ୟ ବିବାହ କରୁ ଥିବାର ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିବା ପାଇଁ ମିଳିଛି। ସେ ବିବାହ ବେଦିରେ ବସି ହିନ୍ଦୁ ଶାସ୍ତ୍ର ଅନୁସାରେ ସବୁ କିଛି ନିୟମ ମାନି ରୀତି ନୀତି ଓ ପ୍ରଥା ପରମ୍ପରାରେ ଖୁସି ମନରେ ବିବାହ କରୁଛନ୍ତି। ସେ ଅଗ୍ନିକୁ ସାଖି ରଖି ମଥାରେ ସିନ୍ଦୁର ଓ ହାତରେ ଶଙ୍ଖା ଲଗାଇ ବିବାହ ବେଦିରେ ବିବାହ ହେଉଛନ୍ତି।ସେ ତାଙ୍କ ସ୍ୱାମୀଙ୍କ ସହିତ ଫୋଟ ଉଠାଇ ବହୁତ ମଜା ମସ୍ତି ମଧ୍ୟ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.