ତେବେ ଦର୍ଶକ ବନ୍ଧୁ ଆମେ ମାନେ ଜାଣିଛୁ କି ଓଡିଶା ରେ ଏମିତି କି ପ୍ରଶ୍ନ ରହିଛି ଯାହା ଆମକୁ ବହୁତ ମଜା ଲାଗିଥାଏ | ସେମିତି ମଜାଳିଆ ପ୍ରଶ୍ନ ର ଉତ୍ତର ମଧ୍ୟ ଆମେ ଜାଣିବା ପରେ ଆମକୁ ବହୁତ ମଜା ମଧ୍ୟ ଲାଗିଥାଏ | ଆଉ କିଛି ଏମିତି ମଜା ମଜା ପ୍ରଶ୍ନ କୁ ଆଲୋଚନା କରିବା ପରେ ଆମେ ବହୁତ ଖୁସି ହେଇଥାଉ | ଆଉ ଯାହା ବିଷୟରେ ଆଲୋଚନା କରିବା ପରେ ଆମକୁ ବହୁତ ଖୁସି ଲାଗିବା ସହିତ ଆମ ମନରେ ଯାହା ବି ସବୁ ଦୁଃଖ ଥାଏ ସେ ବିଷୟରେ ଆଲୋଚନା କରି ମଜା ମଜା କଥା ଜାଣିବା ପରେ ବହୁତ ଖୁସି ମଧ୍ୟ ଲାଗିଥାଏ ଆମକୁ |ତାହେଲେ ଆସନ୍ତୁ ସେହି ଭଳି ମଜା ମଜା ପ୍ରଶ୍ନ ବିଷୟରେ ଆଜି ଆମେ ମାନେ ଆଲୋଚନା କରିବା |
ତେବେ ଆମେ ମାନେ ଯେତେବେଳେ ସାଙ୍ଗ ମାନଙ୍କ ସହିତ ବସିଥାଉ ସେତେବେଳେ ଆମେ ସବୁବେଳେ କିଛି ନା କିଛି କଥା ହେଉଥିବାର ଦେଖିବାକୁ ମିଳିଥାଏ | ଆଉ ସେହି ସମୟରେ ଯଦି ଆମେ କିଛି ମଜାଳିଆ ପ୍ରଶ୍ନ କୁ ଆଲୋଚନା କରିଥାଉ ତାହେଲେ ଏହା ଆମକୁ ଆହୁରି ଅଧିକ ଖୁସି ଦେଇଥାଏ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଭଳି କିଛି ମଜା ମଜା ପ୍ରଶ୍ନ ର ଉତ୍ତର ଉପରେ ଆଜି ଆମେ ମାନେ ଆଲୋଚନା କରିବା |
ପ୍ରଶ୍ନ 1:-ମୁଁ ଗୋଟିଏ ଝିଅ କୁ ପଚାରିଲି କି ତୁମର ନାଁ କଣ ବୋଲି,ସେ କହିଲା 1717, ତେବେ ସେହି ଝିଅର ନାମ କଣ ଥିଲା?
ତେବେ ଏହାର ଉତ୍ତର ଜାଣିବା ପାଇଁ ହେଲେ ଆପଣଙ୍କୁ 1717 ସଂଖ୍ୟା ଟିକୁ ଅଲଟାଇ ଦେବାକୁ ପଡିବ, ଆଉ ଯାହାକୁ ଅଲଟାଇଲେ ଆପଣ ଇଂରାଜୀ ଲିଲି ବୋଲି ପାଇବେ |ତେବେ ଏହି ପ୍ରଶ୍ନ ଟିର ଉତ୍ତର ହେଉଛି ଲିଲି |
ପ୍ରଶ୍ନ 2:-ପୁଅ ମାନଙ୍କର ନାମ ଝିଅ ମାନଙ୍କର କାମ, କିଏ କହିପାରିବ ସେ କେଉଁ ପର୍ବର ନାମ?
ତେବେ ଏହାର ଉତ୍ତର ତି ଯଦି ଆମେ ଦେଖିବା ତାହେଲେ କୁମାର ପୂର୍ଣ୍ଣିମା ହେବ | କାରଣ କୁମାର ହେଉଛି ପୁଅ ମାନଙ୍କର ନାମ ଆଉ ଯାହାକୁ ପାଳନ କରନ୍ତୁ ଆମ ଝିଅ ମାନେ, ଆଉ କୁମାର ପୂର୍ଣ୍ଣିମା ଏକ ପର୍ବର ନାମ କୁ ବୁଝାଉଛି |
ପ୍ରଶ୍ନ 3:-ଗୋଟିଏ ରୁମାଲ ର ଚାରୋଟି କୋଣ ଅଛି, ଯଦି ଏହାର ଦୁଇଟି କୋଣ କୁ କାଟି ଦିଆଯାଏ ତାହାଳେ ରୁମାଲ ର ଆଉ କେତୋଟି କୋଣ ରହିବ |
ଏହା ର ଉତ୍ତର ଜାଣିବା ପାଇଁ ହେଲେ ଯଦି ଆମେ ଗୋଟିଏ ରୁମାଲ ନେବା ଆଉ ତାହାର ଦୁଇଟି କୋଣ କୄଯ କାଟି ଦେବା ତାହାଲେ 6 ଟି କୋଣ ସୃଷ୍ଟି ହେବ |
ତେବେ ଏହା ଥିଲା କେତୋଟି ମଜା ମଜା ପ୍ରଶ୍ନ, ତେବେ ଏମିତି ମଜା ମଜା ପ୍ରଶ୍ନ କୁ ଆଲୋଚନା କରିକି ଆମେ ବହୁତ ଖୁସି ମଧ୍ୟ ଅନୁଭବ କରିଥାଉ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।