ବାପାଙ୍କୁ ନେଇ ଏହି Heart touching ” ଝିଅ ବିଦା ବେଳେ କାନ୍ଦଣା ” ଗୀତ ପ୍ରତ୍ୟେକ ଝିଅ ଙ୍କ ପାଇଁ… ଯଦି ଆପଣ ସତରେ ବାପା ଙ୍କୁ ଭଲପାଉଥିବେ ଏ ଭିଡ଼ିଓକୁ ଥରେ ନିଶ୍ଚୟ ଦେଖନ୍ତୁ ଏବଂ ସେୟାର କରନ୍ତୁ….

ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ ସେସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏବେ ଏପରି ଗୋଟିଏ ଭିଡିଓ ଯାହା କୁ ଦେଖିଲେ ଆପଣ ମଧ୍ୟ କାନ୍ଦି ପକେଇବେ | ତେବେ ଆପଣ ମାନେ ତୋ ଜାଣିଥିବେ କି ବାପା ମା ଙ୍କର ସମ୍ପର୍କ ତାଙ୍କର ସନ୍ତାନ ମାନଙ୍କ ପାଇଁ କେତେ ଅଧିକ ଥାଏ | ଆଉ ସେହି ସମ୍ପର୍କ ଠାରୁ ବଡ଼ ସମ୍ପର୍କ ଆଉ ଏ ଦୁନିଆରେ କିଛି ନାହିଁ | ତେବେ ସେହି ଝିଅକୁ ଯଦି ସବୁ ଦିନ ପାଇଁ ଅଲଗା କରି ତାର ଶାଶୂ ଘରକୁ ପଠାଇବା ବେଳେ ବାପା ମା ଙ୍କୁ କେତେ କଷ୍ଟ ହୋଇଥାଏ | ତାହେଲେ ଆସନ୍ତୁ ଜାଣିବା ସେପରି ଗୋଟିଏ ଭିଡିଓ ଯୋଉଥିରେ ବାପା ଆଉ ଝିଅ ଭିତରେ ଥିବା ଭଲ ପାଇବା ପ୍ରକାଶ ପାଇଛି |

ତେବେ ଆପଣ ମାନେ ତୋ ଜାଣିଥିବେ କି ଝିଅ ଜନ୍ମ ପର ଘରକୁ ହୋଇଥାଏ | ଆଉ ଝିଅ ଜନ୍ମ ହେଇଛି ମାନେ ଦିନେ ନା ଦିନେ ତାର ବାପ ଘରକୁ ପର କରିକି ଶାଶୂ ଘରକୁ ଯିବ ପାଇଁ ପଡିଥାଏ | ସେଥିପାଇଁ ତୋ କୁହାଯାଇଛି କି ଦୁହିତା ଦୁଇ କୁଳକୁ ହିତ | ଅର୍ଥାତ ଝିଅ ଦୁଇ କୁଳ ର ଭଲ କରିଥାଏ ଗୋଟିଏ ହେଇଛି ବାପ ଘର ଆଉ ଗୋଟିଏ ହେଉଛି ଶାଶୂ ଘର |ତେବେ ଛୋଟ ପିଲା ଟିକୁ ମା ଜନ୍ମ ଦେବା ପରଠୁ ପାଳି ପୋଷି ଛୋଟ ଟେ ରୁ ବଡ଼ କରିଥାନ୍ତି, ତାର ବାପା ଆଉ ମା |

ତାହା ଛଡା ପିଲାମାନଙ୍କର ସବୁ ରାଗ, ରୁଷା, ମାନ ଆଉ ଅଭିମାନ କୁ ସହି ନିଜେ ଖାଇ ନ ଖାଇ ଝିଅ କୁ ବଡ଼ କରିଥାନ୍ତି | ଆଉ ଶେଷରେ ପର ଘରକୁ ଵା ଆଉ ଜଣଙ୍କୁ ଦାନ କରିଦେଇଥାନ୍ତି | ତେବେ ବର୍ତ୍ତମାନ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯୋଉଥିରେ ଝିଅ ଟି ତାର ବାପା ଙ୍କୁ ଧରି ବାହାଘର ପରେ ବିଦାୟୀ ସମୟରେ କାନ୍ଦିବାକୁ ଲାଗିଛି | ଆଉ ” ବାପା ବାପା ବୋଲି ଆଉ କିଏ ଡ଼ାକିବ ମୋତେ ” ଗୀତଟି ମଧ୍ୟ ବାଜୁଛି |

ତେବେ ଝିଅ ଟି ବିଦାୟୀ ସମୟରେ ତାର ବାପା ମା ଘର ସବୁ କୁ ଛାଡିକି ତାର ଶାଶୂ ଘରକୁ ସବୁଦିନ ପାଇଁ ଚାଲିଯିବ ବୋଲି ଭାବୁଛି | ଆଉ ତାର ବାପା ଙ୍କୁ କୁଣ୍ଢେଇ କାନ୍ଦିବାକୁ ଲାଗୁଛି | ଆଉ ସେହି ଝିଅ ଆଉ ବାପା ଙ୍କର ଭଲ ପାଇବା କୁ ଦେଖିକି ପାଖରେ ଥିବା ଲୋକ ମାନେ ମଧ୍ୟ କାନ୍ଦିବାକୁ ଲାଗିଛନ୍ତି | ଆଉ ଘରେ ପୁରା କାନ୍ଦର ମାହୋଲ ସୃଷ୍ଟି ହୋଇଛି | ତେବେ ବାପା ମଧ୍ୟ ଝିଅର କାନ୍ଦରେ କାନ୍ଦୁଛନ୍ତି ଆଉ ପୁରୁଣା କଥା ଝିଅର ଛୋଟ ବେଳର କଥାକୁ ମନେ ପକାଉଛନ୍ତି |ସତରେ ବାପା ଝିଅ ଙ୍କର ସମ୍ପର୍କ ରେ କେତେ ଯେ ମଧୁରତା ରହିଛି ଯାହା ଏହି ଭାଇରାଲ ଭିଡିଓରୁ ଜାଣି ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment