Swastik Tv News Odisha

ବାପାଙ୍କୁ ନେଇ Sailabhama ଗାଇଥିବା ଏହି ଛାତିଫଟା ଗୀତ ପ୍ରତ୍ୟେକ ପୁଅ , ଝିଅ ଙ୍କ ପାଇଁ… ଯଦି ଆପଣ ସତରେ ବାପା ଙ୍କୁ ଭଲପାଉଥିବେ ଏ ଭିଡ଼ିଓକୁ ଥରେ ନିଶ୍ଚୟ ଦେଖନ୍ତୁ ଏବଂ ସେୟାର କରନ୍ତୁ….

0

ବନ୍ଧୁଗଣ ଆପଣ ମାନେ ଯଦି ନବେ ଦଶକର ଦର୍ଶକ ହୋଇଥିବେ ତେବେ ସେହି ସମୟର ଏଭର୍ ଗ୍ରୀନ ଗୀତ ସବୁକୁ ଶୁଣିଥିବେ ଏବଂ ତାର ମଜା ନେଉଥିବେ। କାରଣ ସେତେବେଳର ଗୀତ ଗୁଡିକ ବହୁତ୍ ସୁନ୍ଦର୍ ଭାବରେ ପ୍ରସ୍ତୁତ ହୋଇଥିଲା। ସେହି ସମୟରେ ପ୍ରସ୍ତୁତ ହେଉଥିବା ଗୀତ ଗୁଡିକ ବେଶ୍ ହୃଦୟସ୍ପର୍ଶୀ ହୋଇ ପାରୁଥିଲା। ଯାହା ଶୁଣିବାକୁ ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। ତେବେ ନବେ ଦଶକର ପ୍ରତ୍ୟେକଟି ସଙ୍ଗୀତ ବହୁତ୍ ସୁନ୍ଦର ଥିଲା ଯାହାକୁ ଦର୍ଶକ ଏବଂ ଶ୍ରୋତା ଏବେବି ପସନ୍ଦ କରନ୍ତି।

ଏବେବି ସେହି ଗୀତ ଗୁଡିକର ଚାହିଦା ବେଶ୍ ଅଧିକ ରହିଛି।ସେହିସବୁ ଗୀତର ସଂଯୋଜନା ଏବଂ ନିର୍ଦ୍ଦେଶନା ବେଶ୍ ଆକର୍ଷଣୀୟ ରହିଥିଲା। ଏହାଛଡା ସେହି ସବୁ ଗୀତର ଗାୟକ ଗାୟିକା ଏବଂ ଉଚ୍ଚ କୋଟୀର ଶବ୍ଦ ସଂଯୋଜନା ଆଦି ଅତୁଳନୀୟ। ଯାହାକୁ ଶୁଣିଲେ ମନ ଏବଂ ହୃଦୟ ପୁରୀ ଉଠେ। ଗୀତର ଅର୍ଥ ବୁଝିଲା ଭଳି ଏବଂ ଜୀବନର ବାସ୍ତବତା ସହିତ ସମ୍ପର୍କ ରଖିବା ଭଳି ସେହିସବୁ ଗୀତକୁ ଏକୁଟିଆ ବସିବା ସମୟରେ ଶୁଣି ଦେଲେ ବହୁତ୍ ଦୁଃଖ କଷ୍ଟ ମଧ୍ୟ ଲାଘବ ହୋଇ ଯାଉଥିଲା।

ତେବେ ସେହିଭଳି ଓଡ଼ିଆ ସିନେମା ଏବଂ ଆଲବମ ର ଅନେକ ଏପରି ଗୀତ ରହିଛି ଯାହାକୁ ଲୋକେ ଏବେବି ଶୁଣିଲେ ବହୁତ୍ ଖୁସି ହୁଅନ୍ତି ଏବଂ ଗୁଣୁଗୁଣୁ କରନ୍ତି।କେବଳ ଚଳଚ୍ଚିତ୍ରର ସଙ୍ଗୀତ ନୁହେଁ ବରଂ ଆଲବମ ଗୀତ ଗୁଡିକ ମଧ୍ଯ ଲୋକଙ୍କର ବେଶ ପସନ୍ଦ ଥିଲା। ସେହି ସମୟର ଝିଅ ବିଦା ବେଳର ଏକ ଗୀତ ଏବେବି ଲୋକଙ୍କର ବେଶ୍ ପସନ୍ଦ ଏବଂ ପ୍ରିୟ ହୋଇ ପାରିଛି। ଲୋକେ ଏବେବି ସେହି ଗୀତକୁ ବହୁତ୍ ପସନ୍ଦ କରନ୍ତି।ସେହି ଗୀତ ହେଉଛି ‘ଦୁହିତା ଜନମ ଦୁଇ କୂଳକୁ’।ଏହି ଗୀତ ଏକ ଲୋକପ୍ରିୟ ଆଲବମ ଗୀତ। ଯାହାକୁ ଯେତେଥର ଶୁଣିଲେ ବି ଆହୁରି ଶୁଣିବାକୁ ଇଚ୍ଛା ହୁଏ।

ଏକ ଭିନ୍ନ ଆବେଗ ଏବଂ ଭାବ ସୃଷ୍ଟି ହୁଏ ମନ ଭିତରେ। ଏହି ଗୀତର ଚାହିଦା ଏତେ ଅଧିକ ଯେ ଏହି ଲୋକପ୍ରିୟ ପୁରୁଣା ଗୀତଟି ଏବେ ସୁଦ୍ଧା ୬୦ ଲକ୍ଷ ଲୋକ ଦେଖି ସାରିଲେଣି ଏବଂ ଶୁଣି ସାରିଲେଣି। ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ଲୋକପ୍ରିୟ ଝିଅ ବିଦା ବେଳର ଗୀତକୁ ଗାଇଛନ୍ତି ଗୋବିନ୍ଦ ଚନ୍ଦ୍ର ଏବଂ ସୈଳଭାମା। ସେମାନେ ଏତେ ସୁନ୍ଦର ଭାବରେ ଏହି ଗୀତରେ ତାଙ୍କର କଣ୍ଠ ଦେଇଛନ୍ତି ଯେ ଯାହାକୁ ଶୁଣିଲେ ଆପଣ ବି ଭାବ ବିହ୍ୱଳ ହୋଇଯିବେ।ଏହି ଗୀତର ଲିରୀକ୍ ଏବଂ ମ୍ୟୁଜିକ ଦେଇଛନ୍ତି ଦିଲ୍ଲୀପ ଜେନା। ଆପଣ ବି ଥରେ ଗୀତକୁ ଶୁଣନ୍ତୁ ଏବଂ ଏହାର ଭାବକୁ ଅନୁଭଵ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.