” ବାବୁ ମୁଠେ ଭିକ ଦିଅ ” ଏମିତି Scene ଜୀବନରେ କେବେ ଦେଖି ନଥିବେ… ଭିଡ଼ିଓ ଦେଖିଲେ କାନ୍ଦି ପକାଇବେ…

ବନ୍ଧୁଗଣ ଯାତ୍ରାର ପ୍ରତିଟି ମାହଲ ବେଶ ଆକର୍ଷିତ କରିବା ଭଳି ଆଉ ମନକୁ ଛୁଇଁଲା ଭଳି ଅଟେ। ଯାତ୍ରାର କମେଡି ସିନ ଯାହାକୁ ଦେଖି ହସି ହସି ଗଡି ଯାଆନ୍ତି ଦର୍ଶକ। ଆଉ ପୁଣି ଦୁଃଖଭରା ସିନ ଆସିଲେ ଏହା ବହୁତ୍ କଷ୍ଟ ଦେଇଥାଏ। ଏହାଛଡା ପ୍ରଥମେ ଯାତ୍ରା ର ନାଟକ ଆରମ୍ଭ ହେବା ଆଗରୁ ହେଉଥିବା ଆଙ୍କରିଂ ମଧ୍ୟ ମଜାଦାର ହୋଇଥାଏ। କାରଣ ଏହାକୁ ବହୁତ୍ ମଜାଦାର ଢଙ୍ଗରେ ଉଭୟ ମେଲ୍ ଏବଂ ଫିମେଲ ଆଙ୍କର ଉପସ୍ଥାପନ କରିଥାନ୍ତି।ଆଉ ତାପରେ ଜବରଦସ୍ତ ଡାନ୍ସ ମଧ୍ୟ ମଝିରେ ମଝିରେ ଦେଖିବାକୁ ମିଳିଥାଏ।ଏହାକୁ ଦେଖିବାକୁ ଏବଂ ମଜା ନେବାକୁ ବି ଦର୍ଶଙ୍କର ମନରେ ଏକ ଭିନ୍ନ ଉତ୍ସାହ ଭରି ରହିଥିବା ଦେଖିବାକୁ ମିଳିଥାଏ।

ତେଣୁ ଯାତ୍ରାକୁ କେହି କେହି ସମ୍ପୂର୍ଣ୍ଣ ମନୋରଂଜନର ପ୍ୟାକ୍ ବୋଲି କହିଥାନ୍ତି। ଆପଣ ଜାଣିଛନ୍ତି ଓଡ଼ିଶାରେ ଯଲିଉଡ ଇଣ୍ଡଷ୍ଟ୍ରି ବା ଯାତ୍ରା ଜଗତର ଲୋକପ୍ରିୟତା ବେଶ୍ ଅଧିକ ରହିଛି। କୌଣସି ପର୍ବ ପର୍ବାଣୀ ପଡ଼ିଲେ ଅନେକ ଗାଆଁ ଏବଂ ସହର ମାନଙ୍କରେ ଯାତ୍ରା ହେବାଟା ଥୟ। ତେବେ ଅନେକ ଯାତ୍ରା ପ୍ରେମୀ ଅଛନ୍ତି ଯେଉଁମାନେ ଯାତ୍ରା ଦେଖିବାକୁ ଖୁବ୍ ଭଲ ପାଆନ୍ତି। ଯାତ୍ରା ପ୍ରତି ସେମାନଙ୍କ ମନରେ ରହିଛି ଏକ ଅହେତୁକ ଅନୁକମ୍ପା ଭଲ ପାଇବା ଏବଂ ଭାବ। ଯଦି ଆମେ ଓଡ଼ିଶାର ଯାତ୍ରା ଜଗତର କଥା କହିବା ତେବେ ଏଥିପାଇଁ ଅନେକ ପାଗଳପ୍ରାୟ ଅଟନ୍ତି।ଅନେକ କଳାକାର ମାନେ ସେମାନଙ୍କ ଅଭିନୟ ର ଯାଦୁରେ ଲୋକଙ୍କୁ ଯେମିତି କିମିଆ କରି ରଖିଛନ୍ତି।

ତାଙ୍କ ଅଭିନୀତ ଅପେରା ପଡିଲେ ଲୋକେ ଧାଇଁ ଯାଆନ୍ତି ଯେମିତି ବି ହେଉ ସେ ଯାତ୍ରାକୁ ଦେଖିବା ପାଇଁ।ଅନେକ ସମୟରେ ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଥାଏ।ତେଣୁ ଯାତ୍ରା ଜଗତର କଳାକାର ମାନଙ୍କୁ ପାଖରେ ପ୍ୟାଣ୍ଡେଲ ରେ ଦେଖିବାକୁ ପାଇ ଦର୍ଶକ ବେଶ୍ ଖୁସି ହୁଅନ୍ତି।ଆପଣମାନେ ଯଦି ଯାତ୍ରା ପ୍ରେମୀ ହୋଇଥିବେ ତେବେ ଯାତ୍ରା ତ ନିଶ୍ଚୟ ଦେଖିବାକୁ ଭଲ ପାଉଥିବେ।

ଏହାଛଡା ନିଶ୍ଚିତ ଭାବରେ ଯାତ୍ରା ଦେଖିବାକୁ ବି ଯାଉଥିବେ। ଯାତ୍ରାରେ ରହିଥାଏ ଏକ ଭିନ୍ନ ଧରଣର ମନୋରଂଜନ ର ଛୁଙ୍କ। ସେହିଭଳି ଯାତ୍ରାର ଏକ ପେଥେଟିକ ଦୃଶ୍ୟକୁ ଆମେ ଆଜି ଆପଣଙ୍କୁ ଦେଖାଇବାକୁ ଯାଉଛୁ। ଯେଉଁଠି ଆପଣ ଦେଖିବାକୁ ପାଇବେ କିପରି ଭାବରେ ଏକ ନାଟକର ଟାଇଟଲ ସଙ୍ଗରେ ଅଭିନୟ କରୁଛନ୍ତି କଳାକାର ମାନେ। ଏହା ହେଉଛି ବାବୁ ମୁଠେ ଭିକ ଦିଅ ନାଟକର ଟାଇଟଲ ସଙ୍ଗୀତର ଭିଡିଓ। ଯାହାକୁ ଵ୍ୟାକ୍ ଷ୍ଟେଜ ରେ ବସି ଗାଉଛନ୍ତି ବୁଡ଼ୁ ଏବଂ ମିନୁ।ଏହି ଭିଡିଓ ଟି ଆପଣଙ୍କୁ ବହୁତ୍ ଖୁସି ଦେବ ଦେଖିବା ପରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment