ବାବୁ ମୁଠେ ଭିକ ଦିଅ…. ଯାତ୍ରା କାଷ୍ଟିଙ୍ଗ Song…. ଥରେ ଦେଖିଲେ ୧୦ ଥର ଦେଖିବାକୁ ଇଛା ହେବ…

ବନ୍ଧୁଗଣ ଅନେକ ଏମିତି ସଙ୍ଗୀତ ରହିଛି ଯାହାକୁ ଯେତେଥର ଶୁଣିଲେ ବି ବହୁତ ଭଲ ଲାଗିଥାଏ। କାରଣ ସେସବୁ ସଙ୍ଗୀତ ହୃଦୟକୁ ଛୁଇଁଲା ଭଳି ହୋଇଥାଏ ଏବଂ ଯାହାର ସଙ୍ଗୀତ ରଚନା ମଧ୍ୟ ବହୁତ୍ ସୁନ୍ଦର ଆଉ ହୃଦୟସ୍ପର୍ଶୀ ହୋଇଥାଏ। ସେହିଭଳି ଅନେକ ସଙ୍ଗୀତ ରହିଛି ଯାହାକୁ ଶୁଣିବାକୁ ଆମେ ଅଧିକ ଭଲପାଉ। ଏମିତିରେ ସଙ୍ଗୀତ ପ୍ରତି ଅନେକଙ୍କ ମନରେ ଦୁର୍ବଳତା ରହିଛି।ଯେତେବେଳେ ବି ଆମେ ସଙ୍ଗୀତ ଶୁଣିବାକୁ ପାଉ ଆମ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ। ଏହାଛଡା ସଙ୍ଗୀତ ଆମ ଜୀବନରେ ରସ ଭରି ଦେଇଥାଏ।ଏମିତି ରେ ବି ଆମେ କେଉଁଠି ସଙ୍ଗୀତ ବାଜିଲେ ଏହାକୁ ଶୁଣି ମନ ଭିତରେ ଏହାକୁ ଗୁଣୁଗୁଣୁ କରୁ।

ମନଛୁଆଁ ଗୀତ ଶୁଣିଲେ ମନଟା ଯେମିତି ଝୁମି ଉଠିଥାଏ।ଏହାକୁ ଆମେ ଶୁଣୁ, ଅନୁଭବ କରୁ ଏବଂ ଖୁସି ବି ହେଉ। ଯେଉଁଠି ବି ହେଉ ସଙ୍ଗୀତ ଶୁଣିଲେ ନିରସ କ୍ଳାନ୍ତ ଜୀବନରେ ରସ ଓ ଆନନ୍ଦ ଭରି ଯାଏ।ତେଣୁ ଆପଣ ଏହିଭଳି ଭାବରେ ଅନେକ ସଙ୍ଗୀତର ଭିଡିଓ ମଧ୍ଯ ଦେଖିବାକୁ ପାଉଥିବେ। ସେହିପରି ଏକ ସୁନ୍ଦର୍ ଯାତ୍ରା ସଙ୍ଗୀତ ଆମେ ଆପଣଙ୍କୁ ଶୁଣାଇବା ପାଇଁ ଯାଉଛୁ। ଯାହାକୁ ଶୁଣିଲେ ଆପଣ ବି ଖୁସି ହୋଇଯିବେ। ଅନ୍ଯ ସଙ୍ଗୀତ ଭଳି ଯାତ୍ରାରେ ଗାୟକ ଗାୟିକା ମାନେ ଗାଉଥିବା ସଙ୍ଗୀତ ଏମିତି ମନୋରଞ୍ଜନ ପୂର୍ଣ୍ଣ ଅଟେ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହାକୁ ଶୁଣିବାକୁ ଭଲ ପାଆନ୍ତି।

ଏହାଦ୍ୱାରା ସେମାନଂକୁ ଟିକିଏ ଖୁସି ହେବା ପାଇଁ ସୁଯୋଗ ମିଳିଯାଏ। ସେହିପରି ଏବେ ଯେଉଁ ଗୀତର ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି। ଏହାକୁ ଦେଖିବା ପରେ ଶୁଣିବା ପରେ ଆପଣ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ କେତେ ସୁନ୍ଦର୍,ମଜାଦାର ନିର୍ଦ୍ଦେଶନା ଏବଂ ସଂଯୋଜନା ହୋଇଛି ଏହି ଗୀତରେ।ଏଠାରେ ଏହି ଭିଡିଓ ରେ କିପରି ଭାବରେ ଜଣେ ଗାୟକ ଏବଂ ଗାୟିକା ଯାତ୍ରାର ବେକ୍ ଷ୍ଟେଜରେ ବସି ଏକ ଟାଇଟଲ ସଙ୍ଗ ଗାଉଛନ୍ତି ତାହା ଶୁଣନ୍ତୁ।

ଏହି ଗୀତଟି ହେଉଛି, ବାବୁ ମୁଠେ ଭିକ ଦିଅ ଯାତ୍ରାର କାଷ୍ଟିଂ ସଙ୍ଗ, ଏ ଜୀବନଟା ଏକ ବୁଝାମଣା,କିଏ ତ ବୁଝିଛି ପୁଣି କାହାକୁ ଅଜଣା।ଏହି ସୁନ୍ଦର୍ ଗୀତଟିକୁ ଗାଇଛନ୍ତି ବୁଡୁ ଆଉ ମିନୁ। ତେବେ ଉଭୟଙ୍କ ଏହି ଗୀତ ଲୋକଙ୍କ ହୃହୟକୁ ଛୁଇଁଛି। ଆପଣ ବି ଏହି ଗୀତକୁ ଶୁଣିଲେ ନିଶ୍ଚୟ ଖୁସି ହେବେ। ଏହାର ଲିରିକ୍ସ୍ ବି ବହୁତ୍ ମନଛୁଆଁ ହୋଇଛି।ତେବେ ଏହି ଭିଡିଓ କୁ ଏବେ ସୁଦ୍ଧା ୨୬ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ୟୁ ଟ୍ୟୁବ୍ ରେ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment