Swastik Tv News Odisha

” ବାବୁ ମୁଠେ ଭିକ ଦିଅ ” Title Castinng ସଂ… ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ… ମାତ୍ର 4 ଘଣ୍ଟାରେ Million Plus ଲୋକ ଦେଖି ସାରିଲେଣି…

0

ତେବେ ପ୍ରାୟ ସମସ୍ତେ ଟିଭି ସିନେମା, ସିରିଏଲ ଓ ଯାତ୍ରା ଆଦି ଦେଖିବାକୁ ଖୁବ ଭଲ ପାଇ ଥାଆନ୍ତି | ତେବେ ଏହି ସବୁ ମଧ୍ୟରୁ ଯାତ୍ରା ହେଉଛି ଅନ୍ୟତମ ଯେଉଁଥିରେ କେବଳ ଜୀବନ୍ତ ଅଭିନୟ ଦେଖିବା ପାଇଁ ମିଳି ଥାଏ | ଅନେକ ଲୋକ ଅଛନ୍ତି ଯେଉଁ ମାନେ କି ଯାତ୍ରା ପ୍ରେମୀ ଅର୍ଥାତ ଯାତ୍ରା ଦେଖିବା ପାଇଁ ଖୁବ ଭଲ ପାଇ ଥାଆନ୍ତି | ଅନିଦ୍ରା ହୋଇ ଯାତ୍ରା ରେ ଦର୍ଶକ ମାନେ ଯେମିତି ହଜି ଯାଇ ଥାଆନ୍ତି ଏବଂ ଯାତ୍ରା ପେଣ୍ଡାଲ ରେ ମେଲୋଡି ନାଚ କୁ ଖୁବ ଉପଭୋଗ କରି ଥାଆନ୍ତି | ତେବେ ଯାତ୍ରା ରେ ଯେ କେବଳ ଅଭିନୟ ଦେଖିବା ପାଇଁ ମିଳେ ତାହା ନୁହେଁ ବରଂ ଯାତ୍ରା ପେଣ୍ଡାଲ ରେ ବହୁତ ଆକର୍ଷଣୀୟ ଆଙ୍କରିଂ ଏବଂ ସୁନ୍ଦର ହିଟ ଡ୍ୟାନ୍ସ ମଧ୍ୟ ଦେଖିବାକୁ ମିଳେ |

ଯାତ୍ରା ର ଆରମ୍ଭ ଆରମ୍ଭ ରେ ହିଁ ଲୋକ ମାନଙ୍କୁ ଉତ୍ସାହ କରିବା ପାଇଁ ଜବରଦସ୍ତ ମେଲୋଡି ଓ ରେକର୍ଡ ଡ୍ୟାନ୍ସ ଦେଖିବା ପାଇଁ ମିଳେ | ତେଣୁ ଯାତ୍ରା ର ପ୍ରତି ମାହାଲ ହିଁ ଖୁବ ଆନନ୍ଦ ପୂର୍ଣ୍ଣ ହୋଇ ଥାଏ, ଆଉ ବେଳେ ବେଳେ କିଛି ଏମିତି କମେଡି ମଧ୍ୟ ଦେଖିବାକୁ ମିଳେ ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ି ଯିବେ କାରଣ ଆର୍ଟିଷ୍ଟ ମାନେ ସେଭଳି କିଛି ଢଙ୍ଗରେ ଅଭିନୟ କରି ଦେଖାଇ ଥାଆନ୍ତି | ଯାତ୍ରା ମଝିରେ ମଝିରେ ମଧ୍ୟ ଅନେକ ହିରୋ ହିରୋଇନ ଙ୍କର ଡ୍ୟାନ୍ସ ଦେଖିବାକୁ ମିଳେ ଯାହାକୁ ସେଠାରେ ଗାୟକ ମାନେ ଗୀତ ପରିବେଷଣ କରି ଥାଆନ୍ତି |

ତେବେ ବର୍ତ୍ତମାନ ସମୟରେ ଯାତ୍ରା ଜଗତ ରୁ ଏକ ସୁନ୍ଦର ଗୀତ ଶୁଣିବା ପାଇଁ ମିଳିଛି ଯାହାକୁ ଶୁଣିଲେ ଆପଣ ଙ୍କ ହୃଦୟ କୁ ଗୀତ ଟି ଛୁଇଁ ଯିବ | ତେବେ ଏହା ହେଉଛି ଯାତ୍ରା ଟିର ଟାଇଟେଲ ସଙ୍ଗ ଏବଂ ଗୀତ ଟି ହେଉଛି ବାବୁ ମୁଠେ ଭିକ ଦିଅ | ଗୀତ ଟିକୁ ଗାଇଛନ୍ତି ବୁଦୁ ଓ ମିନୁ, ଦୁହେଁ ଏହି ଦୁଃଖ ପୂର୍ଣ୍ଣ ଗୀତ ଟିକୁ ଏତେ ସୁନ୍ଦର ଭାବେ ଗାଇଛନ୍ତି ଯେ ଯାହାକୁ ଶୁଣିଲେ ଆପଣ ଆଉ ଥରେ ଶୁଣିବା ପାଇଁ ଇଚ୍ଛା ପ୍ରକାଶ କରିବେ |

ଗୀତ ଟି ରହିଛି ଏଇ ଜୀବନ ଟା ଗୋଟେ ମୁଁ ଯାବର କିଏ ତ ବୁଝିଛି କାହାକୁ ଅଜଣା | ଦୁହେଁ ଏଭଳି ଏକ ଗୀତ ପରିବେଷଣ କରି ସେଠାକାର ମାହଲ ପୁରା ବଦଳାଇ ଦେଇ ଥିଲେ | ତେବେ ଯାତ୍ରା ଜଗତ ରେ ମଧ୍ୟ ବେଳେ ବେଳେ କିଛି ଏଭଳି ସୁନ୍ଦର ଗୀତ ଶୁଣିବା ପାଇଁ ମିଳି ଥାଏ ଯାହା ଆମ ମନକୁ ଖୁବ ପାଇ ଯାଇ ଥାଏ | ବର୍ତ୍ତମାନ ସମୟରେ ଏହି ସୁନ୍ଦର ଗୀତ ଟି ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ର ବିଷୟ ପାଲଟିଛି ଏବଂ ଗୀତ ଟିକୁ ଯିଏ ଶୁଣୁଛି ସେ କେବଳ ପ୍ରଶଂସା କରୁଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.