ବାହାଘରରେ “ tere ishq me pagal ho gaye ” ଗୀତରେ ରୋମାଣ୍ଟିକ ଡ୍ୟାନ୍ସ କଲେ ଏହି Couple ଯୋଡି… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ବନ୍ଧୁଗଣ ପ୍ରତିଦିନ ଆପଣ ସୋସିଆଲ ମିଡ଼ିଆରୁ ମନୋରଂଜନ ର ସୁରାକ୍ ତ ନିଶ୍ଚିତ ଭାବରେ ପାଇ ଯାଉଥିବେ। ଆଜିର ଏହି ଡିଜିଟାଲ ଯୁଗରେ ଅନେକ ଘଟଣାର ମଜାଦାର ଭିଡିଓ ଆପଣ ସ୍ମାର୍ଟ ଫୋନ୍ ରେ ଘରେ ବସି ଦେଖି ପାରୁଛନ୍ତି। ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ତାହା ଦେଖିଲେ ଆମକୁ ଟିକେ ଭିନ୍ନ ପ୍ରକାରର ଲାଗିଥାଏ।ଏହା ଏତେ ମଜାଦାର ଏବଂ ମନୋରଂଜନ ପୂର୍ଣ୍ଣ ହୋଇଥାଏ ଯେ ଏହାକୁ ଦେଖିଲେ ହସକୁ ଅଟକାଇ ହୁଏ ନାହିଁ।କାରଣ ଏହିଭଳି କିଛି ଭିଡିଓ ଏମିତି ବି ଥାଏ ଯାହାକୁ ଦେଖିଲେ ଆପଣ ଅତ୍ୟଧିକ ଖୁସି ହୋଇ ଯାଆନ୍ତି। ସୋସିଆଲ ମିଡିଆରେ ଏହିଭଳି ସମୟକ୍ରମେ ଅନେକ ଭିଡିଓ ଭାଇରାଲ ହୋଇଥାଏ।

ଏହିଭଳି ଅନେକ ଭିଡିଓ ଆମେ ପ୍ରତିଦିନ ଦେଖିବାକୁ ପାଉଛୁ। ଆଉ ବର୍ତ୍ତମାନ ର ସୋସିଆଲ ମିଡିଆ ର ବ୍ଯବହାର ର ବହୁଲତା କାରଣରୁ ଅନେକ ଘଟଣା ଆମ ସମ୍ମୁଖକୁ କିଛି କ୍ଷଣ ମଧ୍ୟରେ ଆସି ଯାଉଛି। ତେଣୁ ଆପଣ ବି ସୋସିଆଲ ମିଡିଆରେ ପ୍ରତିଦିନ ଏପରି ମଜାଦାର ଅନେକ ଭାଇରାଲ ଭିଡିଓ ଦେଖୁଥିବେ।ଏହିସବୁ ଭିଡିଓ ମାନଙ୍କୁ ଭିତରୁ କିଛି ଭିଡିଓ ଏମିତି ଥାଏ ଯାହାକୁ ଦେଖିଲେ ଲୋକେ ଏହି ଘଟଣାକୁ ସମ୍ପୂର୍ଣ୍ଣ ନଦେଖି ଏହାକୁ ଏଡାଇ ପାରନ୍ତି ନାହିଁ। ଏହାକୁ ଦେଖି ସେମାନେ ଖୁସି ହେବା ସହିତ ଏଥିପ୍ରତି ପ୍ରତିକ୍ରିୟା ଶିଳ ହୋଇ ପଡନ୍ତି। ସେହିପରି ଏକ ମଜାଦାର ଭିଡିଓ ଏବେ ସାମ୍ନାକୁ ଆସିଛି।

ଏହି ଭିଡିଓ ରେ ଏକ ବାହାଘର ପାର୍ଟିରେ ଏକ ଜବରଦସ୍ତ ଡାନ୍ସ ର ତଡ଼କା ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳା ଏବଂ ଜଣେ ପୁରୁଷ କିପରି ଭାବରେ ଡାନ୍ସ କରୁଛନ୍ତି ତାହା ଥରେ ଦେଖନ୍ତୁ। ଯାହାକୁ ଦେଖିଲେ ଆପଣଙ୍କ ଭିତରେ ବି ଯୋଶ ଆସିଯିବ। ବେଶ୍ ଦମଦାର ପ୍ରଦର୍ଶନ ଏଠାରେ ଦେଖିବାକୁ ମିଳୁଛି। ଯାହାକୁ ଦେଖିଲେ ଆପଣ ଜାଣି ପାରିବେ କେତେ ଖୁସିର ସହିତa ସେମାନେ ଏଠାରେ ତାଙ୍କ ନୃତ୍ୟକୁ ଦେଖାଉଛନ୍ତି। ଗୀତର ତାଳେ ତାଳେ ଝୁମି ଝୁମି ସେମାନେ ତାଙ୍କର ଏହି ନୃତ୍ୟ ପରିବେଷଣ କରୁଛନ୍ତି। ଯାହାକୁ ଦେଖିଲେ ଯେତିକି ଖୁସି ଲାଗୁଛି ସେତିକି ମନ ଝୁମି ଉଠୁଛି।

କାରଣ ନାଚ ଦେଖି ନାଚକୁ ଭଲ ପାଉଥିବା ଲୋକେ ରହି ପାରନ୍ତି ନାହିଁ। ଏଠାରେ ଏହି ଭିଡିଓ ରେ ଏମାନେ ଏକ ଜବରଦସ୍ତ ହିନ୍ଦି ଗୀତରେ ଦମଦାର ଡାନ୍ସ କରୁଛନ୍ତି। ଯେଉଁ ଗୀତଟି ହେଉଛି, ତେରେ ଇସ୍କ ମେଁ ପାଗଲ ହୋ ଗୟା ଦିୱାନା ତେରାରେ। ଗୀତଟି ଯେମିତି ସେହିଭଳି ରୋମାଣ୍ଟିକ ମୁଡ୍ ରେ ସେମାନଙ୍କ ର ଏହି ନାଚ ବେଶ୍ ଖୁସି କରି ଦେଉଛି ମନକୁ। ଯାହାକୁ ଦେଖିଲେ ମନ ଆନନ୍ଦରେ ନାଚି ଉଠୁଛି। ଆପଣ ବି ଏହି ଭିଡିଓ କୁ ଦେଖିଲେ ଜାଣି ପାରିବେ ସେମାନଙ୍କ ଏହି ନାଚ କେତେ ଆକର୍ଷଣୀୟ।ଏହି ଡାନ୍ସ ଭିଡିଓ କୁ ଏବେ ସୁଦ୍ଧା ଏକ କୋଟି ରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment