Swastik Tv News Odisha

ବାହାଘର ପୂର୍ବରୁ ଝିଅ କଲା emotional ଡ୍ୟାନ୍ସ… ଭିଡ଼ିଓ ଦେଖିଲେ ଆପଣ ବି କାନ୍ଦି ପକାଇବେ…

0

ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ ସେସିଆଲ ମିଡ଼ିଆରେ ଏପରି ଗୋଟିଏ ବାହାଘର ସମୟର ଫାଂକ୍ସନ ର ଭିଡିଓ ଭାଇରାଲ ହେଉଛି, ଯାହାକୁ ଆପଣ ମାନେ ମଧ୍ୟ ଦେଖିଲେ ଖୁସି ହେଇଯିବେ | ଆଉ ଯୋଉଠି ବହୁତ ଆଡମ୍ବନାର ସହକାରେ ଖୁସି ବନାଇଛନ୍ତି ସମସ୍ତେ | ଆଉ ସମସ୍ତେ ସେହି ବାହାଘର ରେ ଉପସ୍ଥିତ ରହିକି ବହୁତ ଖୁସି ମନାଇବା ସହିତ ଗୀତ ବଜାଇ ଷ୍ଟେଜ ରେ ଡାନ୍ସ ମଧ୍ୟ କରୁଛନ୍ତି | ତାହେଲେ ଆସନ୍ତୁ ଦେଖିବା ସେହି ଭାଇରାଲ ଭିଡିଓ ରେ ଆଉ କଣ ସବୁ ରହିଛି |

ଏବେ ଭାଇରାଲ ହେଉଥିବା ବିବାହ ଫାଂକ୍ସନ ର ଭିଡିଓ ହେଉଛି କିନଜ଼ା ଆଉ ମାଇରାଜ ର |ତେବେ ଆପଣ ମାନେ ଜାଣିଥିବେ ବି ପୁରୁଣା ଯୁଗ ପରି ଆଜିକାଲି ସେମିତି ବିବାହ ହେଉନାହିଁ |ଆଉ ନାଚ ଗୀତ ବିନା ତ ବାହାଘର ହେବା ଅସମ୍ଭବ ହେଇପଡିଲାଣି | ଆଉ ଏବେ ଆଜିର ଯୁଗର ପିଲା ମାନେ ଜୀବନକୁ ଆନନ୍ଦର ସହିତ କଟେଇବାକୁ ଚାହାଁନ୍ତି | ଆଉ ଯେହେତୁ ବାହାଘର ଜୀବନରେ ଥରେ ହେଇଥାଏ | ସେଥିପାଇଁ ସମସ୍ତେ ଚାହାଁନ୍ତି କି କିଭଳି ବାହାଘର ଆଡମ୍ବନର ସହକାରେ ହେଉ, ଆଉ ବିଭିନ୍ନ ପ୍ରକାରର ଫାଂକ୍ସନ ମଧ୍ୟ ହେଇଥାଏ | ଆଉ ଯାହା ଫଳରେ ସମସ୍ତେ ଖୁସି ମଧ୍ୟ ପାଇଥାନ୍ତି | ତେବେ ସମସ୍ତେ ଖୁସି ମାନଉଥିବା ବେଳେ ଗୋଟିଏ ମାତ୍ର ଦୁଃଖ ଥାଏ ବାପା ମା ଙ୍କର କି ଝିଅ ସବୁଦିନ ବାପା ମା ଙ୍କୁ ଛାଡି ପର ଘରକୁ ଚାଲିଯାଇଥାଏ |

ତେବେ ଆପଣ ମାନେ ତୋ ଜାଣିଥିବେ କି ବାପା ମା ଙ୍କର ସମ୍ପର୍କ ତାଙ୍କର ସନ୍ତାନ ମାନଙ୍କ ପାଇଁ କେତେ ଅଧିକ ଥାଏ | ଆଉ ସେହି ସମ୍ପର୍କ ଠାରୁ ବଡ଼ ସମ୍ପର୍କ ଆଉ ଏ ଦୁନିଆରେ କିଛି ନାହିଁ | ତେବେ ସେହି ଝିଅକୁ ଯଦି ସବୁ ଦିନ ପାଇଁ ଅଲଗା କରି ତାର ଶାଶୂ ଘରକୁ ପଠାଇବା ବେଳେ ବାପା ମା ଙ୍କୁ କେତେ କଷ୍ଟ ହୋଇଥାଏ |ତେବେ ଆପଣ ମାନେ ତୋ ଜାଣିଥିବେ କି ଝିଅ ଜନ୍ମ ପର ଘରକୁ ହୋଇଥାଏ | ଆଉ ଝିଅ ଜନ୍ମ ହେଇଛି ମାନେ ଦିନେ ନା ଦିନେ ତାର ବାପ ଘରକୁ ପର କରିକି ଶାଶୂ ଘରକୁ ଯିବ ପାଇଁ ପଡିଥାଏ |

ସେଥିପାଇଁ ତୋ କୁହାଯାଇଛି କି ଦୁହିତା ଦୁଇ କୁଳକୁ ହିତ | ଅର୍ଥାତ ଝିଅ ଦୁଇ କୁଳ ର ଭଲ କରିଥାଏ ଗୋଟିଏ ହେଇଛି ବାପ ଘର ଆଉ ଗୋଟିଏ ହେଉଛି ଶାଶୂ ଘର |ତେବେ ଛୋଟ ପିଲା ଟିକୁ ମା ଜନ୍ମ ଦେବା ପରଠୁ ପାଳି ପୋଷି ଛୋଟ ଟେ ରୁ ବଡ଼ କରିଥାନ୍ତି, ତାର ବାପା ଆଉ ମା | ଆଉ ଶେଷରେ ପର ଘରକୁ ବିଦା କରି ଦିଅନ୍ତି | ଯାହା ଏହି ଭିଡିଓରେ ବିଦାୟୀ ର ଗୋଟିଏ ଗୀତ ବାଜିବା ପରେ ଆଉ ବିଦାୟୀ ର ନାଚ ଦେଖାଇବା ପରେ ସମସ୍ତ ଙ୍କ ଆଖିରେ ଲୁହ ଆସିଯାଇଛି | ଆଉ କାନ୍ଦିବାକୁ ଲାଗିଛନ୍ତି ସମସ୍ତେ ଆଉ ଝିଅ ର ବାପା ମଧ୍ୟ କାନ୍ଦୁଛନ୍ତି | ଯାହା ଏବେ ସେସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.