Swastik Tv News Odisha

ବାହାଘର ପୂର୍ବରୁ ମେହେନ୍ଦି ରେଶମ ( Mehndi Skit ) ରେ ଜବରଦସ୍ତ ଡ୍ୟାନ୍ସ କଲେ ଏହି Cute ଯୋଡି… ଦେଖିଲେ ନିଜକୁ ସମ୍ଭାଳି ପାରିବେନି

0

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ବର୍ତ୍ତମାନ ଏଭଳି ଗୋଟିଏ ଭିଡିଓ ଭାଇରାଲ ହେଉଛି ଯାହାକୁ ଥରେ ଦେଖିଲେ ଆଉ ଠାରେ ଦେଖିବା ପାଇଁ ଆପଣଙ୍କର ଆଗ୍ରହ ଧୀରେ ଧୀରେ ବଢିବାକୁ ଲାଗିବ | ଆଉ ଯାହାକୁ ଦେଖିଲେ ଆପଣ ଙ୍କୁ ବି ଡାନ୍ସ କରିବା ପାଇଁ ଇଚ୍ଛା ହେବ ଆଉ ଗୀତ ଆଉ ନାଚର ତାଳେ ତାଳେ ଆପଣ ମାନେ ମଧ୍ୟ ଝୁମି ଉଠିବେ | ଆଉ ମେହେନ୍ଦି ପାର୍ଟି ରେ ଏଭଳି ଡାନ୍ସ ଦେଖିଲେ ଆପଣ ମଧ୍ୟ ପ୍ରସଂଶା ନ କରି ରହି ପାରିବେନି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସେହି ମେହେନ୍ଦି ଫାଂକ୍ସନ ବିଷୟରେ ଅଧିକ ଜାଣିବା |

ତେବେ ଆପଣ ମାନେ ଜାଣିଥିବେ ବି ପୁରୁଣା ଯୁଗ ପରି ଆଜିକାଲି ସେମିତି ସହଜରେ ବିନା ଖର୍ଚ ଆଉ ନାଚ ଗୀତ ବିନା ତ ବାହାଘର ହେବା ଅସମ୍ଭବ ହେଇପଡିଲାଣି | ଆଉ ଏବେ ଆଜିର ଯୁଗର ପିଲା ମାନେ ଜୀବନକୁ ଆନନ୍ଦର ସହିତ କଟେଇବାକୁ ଚାହାଁନ୍ତି | ଆଉ ଯେହେତୁ ବାହାଘର ଜୀବନରେ ଥରେ ହେଇଥାଏ | ସେଥିପାଇଁ ସମସ୍ତେ ଚାହାଁନ୍ତି କି କିଭଳି ବାହାଘର ଆଡମ୍ବନର ସହକାରେ ହେଉ, ଆଉ ବିଭିନ୍ନ ପ୍ରକାରର ଫାଂକ୍ସନ ମଧ୍ୟ ହେଇଥାଏ | ଆଉ ଯାହା ଫଳରେ ସମସ୍ତେ ଖୁସି ମଧ୍ୟ ପାଇଥାନ୍ତି |

ତେବେ ଏବେ ଯେଉଁ ମେହେନ୍ଦି ଭିଡିଓଟି ଭାଇରାଲ ହେଉଛି ସେଥିରେ ମିନଜ଼ା ଆଉ ମାଇରାଜ ଙ୍କ ର ବିବାହ ଉତ୍ସବ ଆଗରୁ ମେହେନ୍ଦି ପାର୍ଟି ହେଉଛି | ଆଉ ଯେଉଁ ପାର୍ଟି ରେ ସମସ୍ତେ ନାଚ ଗୀତ ରେ ମତି ଯାଉଛନ୍ତି | ତେବେ ଷ୍ଟେଜ ରେ ପୋରଫୋରମେନ ଆରମ୍ଭ ରେ ପ୍ରଥମେ କରୋନା ପାଇଁ ସୋସିଆଲ ଡିଷ୍ଟାନ୍ସ ମେଣ୍ଟେନ କରିବା ପାଇଁ କହିବା ସହିତ ନାଚ ଗୀତ କରିବାକୁ ଗିତ ଆଉ ନାଚ ମାଧ୍ୟମରେ ଦେଖାଇଛନ୍ତି | ଆଉ ତାହା ପରେ ଝିଅ ତି ଛୋଟ ଥିଲା ବେଳେ ତାର ବାପ ଘରେ କେମିତି ଥାଏ |

ତାହା ପରେ ବଡ଼ ହେଲା ପରେ ଓ ବାହାଘର ପାଇଁ ପ୍ରସ୍ଥାବ ଆସିବାରୁ ମୋଡର୍ଣ୍ଣ ଝିଅ ଭଳିଆ ଟିକଟକ ଜାଣିଛୁ ନା ନାହିଁ | ଇନ୍ଷ୍ଟଗ୍ରାମ ରେ ରିଲସ ବନେଇ ପାରୁଛୁ କି ନାହିଁ ଏହି ସବୁ ପଚାରୁଥିବାର ନଜର ଆସୁଥିବାରୁ ମିଳିଛି | ଆଉ ତାହା ପରେ ପୁଅର ନଖରା ବିଷୟରେ କୁହାଯାଇଛି | ତେଵଦ ପ୍ରଥମେ ପୁଅ କେମିତି ବାହା ହେବା ପାଇଁ ମନା କରେ, ତାହା ପରେ ବୋଆ ମା ଙ୍କ କଥା ମାନିକି ଝିଅ ର ଫୋଟ ଦେଖିଥାଏ ଓ ଶେଷରେ ବାହା ହେବା ପାଇଁ ରାଜି ହେଇଥାଏ |ଏଜିଭଳି ଭାବରେ ଶେଷରେ ବର ଆଉ କନିଆଁ ଡାନ୍ସ ମଧ୍ୟ କରୁଥିବାର ଦେଖିବାକୁ ମିଳିଛି | ଯାହା ଏବେ ସେସିଆଲ ମିଡ଼ିଆରେ ଖୁବ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.