ବାହାଘର ପୂର୍ବରୁ ମେହେନ୍ଦି ରେଶମ ( Mehndi Skit ) ରେ ଜବରଦସ୍ତ ଡ୍ୟାନ୍ସ କଲେ ଏହି Cute ଯୋଡି… ଦେଖିଲେ ନିଜକୁ ସମ୍ଭାଳି ପାରିବେନି

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ବର୍ତ୍ତମାନ ଏଭଳି ଗୋଟିଏ ଭିଡିଓ ଭାଇରାଲ ହେଉଛି ଯାହାକୁ ଥରେ ଦେଖିଲେ ଆଉ ଠାରେ ଦେଖିବା ପାଇଁ ଆପଣଙ୍କର ଆଗ୍ରହ ଧୀରେ ଧୀରେ ବଢିବାକୁ ଲାଗିବ | ଆଉ ଯାହାକୁ ଦେଖିଲେ ଆପଣ ଙ୍କୁ ବି ଡାନ୍ସ କରିବା ପାଇଁ ଇଚ୍ଛା ହେବ ଆଉ ଗୀତ ଆଉ ନାଚର ତାଳେ ତାଳେ ଆପଣ ମାନେ ମଧ୍ୟ ଝୁମି ଉଠିବେ | ଆଉ ମେହେନ୍ଦି ପାର୍ଟି ରେ ଏଭଳି ଡାନ୍ସ ଦେଖିଲେ ଆପଣ ମଧ୍ୟ ପ୍ରସଂଶା ନ କରି ରହି ପାରିବେନି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସେହି ମେହେନ୍ଦି ଫାଂକ୍ସନ ବିଷୟରେ ଅଧିକ ଜାଣିବା |

ତେବେ ଆପଣ ମାନେ ଜାଣିଥିବେ ବି ପୁରୁଣା ଯୁଗ ପରି ଆଜିକାଲି ସେମିତି ସହଜରେ ବିନା ଖର୍ଚ ଆଉ ନାଚ ଗୀତ ବିନା ତ ବାହାଘର ହେବା ଅସମ୍ଭବ ହେଇପଡିଲାଣି | ଆଉ ଏବେ ଆଜିର ଯୁଗର ପିଲା ମାନେ ଜୀବନକୁ ଆନନ୍ଦର ସହିତ କଟେଇବାକୁ ଚାହାଁନ୍ତି | ଆଉ ଯେହେତୁ ବାହାଘର ଜୀବନରେ ଥରେ ହେଇଥାଏ | ସେଥିପାଇଁ ସମସ୍ତେ ଚାହାଁନ୍ତି କି କିଭଳି ବାହାଘର ଆଡମ୍ବନର ସହକାରେ ହେଉ, ଆଉ ବିଭିନ୍ନ ପ୍ରକାରର ଫାଂକ୍ସନ ମଧ୍ୟ ହେଇଥାଏ | ଆଉ ଯାହା ଫଳରେ ସମସ୍ତେ ଖୁସି ମଧ୍ୟ ପାଇଥାନ୍ତି |

ତେବେ ଏବେ ଯେଉଁ ମେହେନ୍ଦି ଭିଡିଓଟି ଭାଇରାଲ ହେଉଛି ସେଥିରେ ମିନଜ଼ା ଆଉ ମାଇରାଜ ଙ୍କ ର ବିବାହ ଉତ୍ସବ ଆଗରୁ ମେହେନ୍ଦି ପାର୍ଟି ହେଉଛି | ଆଉ ଯେଉଁ ପାର୍ଟି ରେ ସମସ୍ତେ ନାଚ ଗୀତ ରେ ମତି ଯାଉଛନ୍ତି | ତେବେ ଷ୍ଟେଜ ରେ ପୋରଫୋରମେନ ଆରମ୍ଭ ରେ ପ୍ରଥମେ କରୋନା ପାଇଁ ସୋସିଆଲ ଡିଷ୍ଟାନ୍ସ ମେଣ୍ଟେନ କରିବା ପାଇଁ କହିବା ସହିତ ନାଚ ଗୀତ କରିବାକୁ ଗିତ ଆଉ ନାଚ ମାଧ୍ୟମରେ ଦେଖାଇଛନ୍ତି | ଆଉ ତାହା ପରେ ଝିଅ ତି ଛୋଟ ଥିଲା ବେଳେ ତାର ବାପ ଘରେ କେମିତି ଥାଏ |

ତାହା ପରେ ବଡ଼ ହେଲା ପରେ ଓ ବାହାଘର ପାଇଁ ପ୍ରସ୍ଥାବ ଆସିବାରୁ ମୋଡର୍ଣ୍ଣ ଝିଅ ଭଳିଆ ଟିକଟକ ଜାଣିଛୁ ନା ନାହିଁ | ଇନ୍ଷ୍ଟଗ୍ରାମ ରେ ରିଲସ ବନେଇ ପାରୁଛୁ କି ନାହିଁ ଏହି ସବୁ ପଚାରୁଥିବାର ନଜର ଆସୁଥିବାରୁ ମିଳିଛି | ଆଉ ତାହା ପରେ ପୁଅର ନଖରା ବିଷୟରେ କୁହାଯାଇଛି | ତେଵଦ ପ୍ରଥମେ ପୁଅ କେମିତି ବାହା ହେବା ପାଇଁ ମନା କରେ, ତାହା ପରେ ବୋଆ ମା ଙ୍କ କଥା ମାନିକି ଝିଅ ର ଫୋଟ ଦେଖିଥାଏ ଓ ଶେଷରେ ବାହା ହେବା ପାଇଁ ରାଜି ହେଇଥାଏ |ଏଜିଭଳି ଭାବରେ ଶେଷରେ ବର ଆଉ କନିଆଁ ଡାନ୍ସ ମଧ୍ୟ କରୁଥିବାର ଦେଖିବାକୁ ମିଳିଛି | ଯାହା ଏବେ ସେସିଆଲ ମିଡ଼ିଆରେ ଖୁବ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment