Swastik Tv News Odisha

ବାହାଘର ର ପ୍ରଥମ ଦିନ କେମିତି କଟିଲା ପ୍ରଜ୍ଞା ଏବଂ ସୁନନ୍ଦାଙ୍କ ଘରେ, ଦେଖନ୍ତୁ ହସି ହସି ଗଡ଼ିଯିବେ … ଦେଖନ୍ତୁ ଭିଡ଼ିଓ

0

ଜଣେ ସାଧାରଣ ମଣିଷ ଠାରୁ କଳାକାର ମାନଙ୍କର ଜୀବନ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥାଏ। ସେଲିବ୍ରେଟି ମାନଙ୍କ ଜୀବନରେ କଣ ଘଟୁଛି ତାହା ଜାଣିବା ପାଇଁ ସମସ୍ତେ ଉତ୍ସାହ ପ୍ରକାଶ କରନ୍ତି। ଦର୍ଶକ ମାନେ ସବୁବେଳେ ନିଜର ପ୍ରିୟ ଅଭିନେତ୍ରୀ ବା ଅଭିନେତାଙ୍କ ବିଷୟରେ ଅନେକ ନୂଆ ନୂଆ କିଛି ତଥ୍ୟ ବିଷୟରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ ସବୁବେଳେ କରି ଥାଆନ୍ତି। ଯଦି ନଜର କରିବା ଜଣେ ସାଧାରଣ ଲୋକ ମାନଙ୍କର ବାହାଘର ହେଲେ କେବଳ ପରିବାର ବର୍ଗ, ସାଙ୍ଗ ସାଥି ଇତ୍ୟାଦି ଜାଣି ଥାଆନ୍ତି। କିନ୍ତୁ ଜଣେ କଳାକାର ମାନଙ୍କର ବାହାଘର ହେଲେ ସମସ୍ତେ ଜାଣି ଥାଆନ୍ତି।

ତେବେ ବନ୍ଧୁଗଣ ହାସ୍ୟ ଅଭିନେତାଙ୍କ ପ୍ରଜ୍ଞା ଖଟୁଆଙ୍କ ବିବାହ ବର୍ତ୍ତମାନ ସମୟରେ ଶେଷ ହୋଇଛି। ତେବେ ତାଙ୍କ ବାହାଘର ଦିନ ଠାରୁ ରିସେପସନ ପର୍ଯ୍ୟନ୍ତ ଆମେ ଆପଣଙ୍କୁ ସବୁ ଦେଖେଇଛୁ। ଆଜି ଆମେ ଆପଣ ମାନଙ୍କୁ ପ୍ରଜ୍ଞା ବାହାଘର ପରେ ପ୍ରଥମ ଦିନ କେମିତି କଟିଲା ସେହି ବିଷୟରେ କହିବୁ। ତେବେ ଆପଣ ମାନେ ଭିଡ଼ିଓଟି ଦେଖି ଖୁସି ଅନୁଭବ ନିଶ୍ଚିତ ଭାବରେ କରିବେ। ତାହା ଆପଣ ମାନେ ଦେଖିଲେ ଖୁସି ଅନୁଭବ କରିବେ।

ଆମ ଓଡ଼ିଶାର ଲୋକପ୍ରିୟ ହାସ୍ୟ ଅଭିନେତା ପ୍ରଜ୍ଞା ଯାହାଙ୍କ ଘର କେନ୍ଦ୍ରାପଡା ଜିଲ୍ଲାରେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ। ସେ ଅଭିନେତ୍ରୀ ସୁନନ୍ଦାଙ୍କୁ ବିବାହ କରିଛନ୍ତି। ତେବେ ସୁନନ୍ଦାଙ୍କ ଘର ଭଦ୍ରକ ଜିଲ୍ଲାର ତେବେ ସେମାନଙ୍କ ବିବାହ କେନ୍ଦ୍ରାପଡାର ରାଜକନିକା ଭଳି ଐତିହାସିକ ସ୍ଥାନରେ ହୋଇଥିଲା। କରନା ତୃତୀୟ ଲହର ଗାଇଡ଼ ଲାଇନ ପାଳନ କରି ବହୁତ କମ ଲୋକ ତାଙ୍କ ବାହାଘର ରେ ଯୋଗ ଦେଇଥିଲା। ସେଥିରେ ପ୍ରଜ୍ଞା ଏବଂ ସୁନନ୍ଦା ବହୁତ ମନ ଦୁଃଖ କରି କହିଥିଲେ ଯେ କରନା ପାଇଁ କାହାକୁ ଡାକି ପାରିଲେ ନାହିଁ। ଓଡ଼ିଶା ବାସୀଙ୍କ ଆଶୀର୍ବାଦ ଯୋଗୁଁ ତାଙ୍କର ଆଜି ବାହାଘର ହୋଇପାରିଛି। ତେବେ ଫ୍ୟାନ ମାନେ ମଧ୍ୟ ସୋସିଆଲ ମିଡ଼ିଆ ଜରିଆରେ ତାଙ୍କୁ ବହୁତ ସୁବେଛା ଜଣେଇଥିଲେ। ତାଙ୍କର ରିସେପସନ ପାର୍ଟିରେ ଅନେକ ବଡ଼ ବଡ଼ କଳାକାର ଆସିଥିବାର ମଧ୍ୟ ଦେଖିବା ପାଇଁ ମିଳିଥିଲା। ଅନେକ ଜିନିଷ ଖାଇବାର ମଧ୍ୟ ଆୟଜନ କରାଯାଇଥିଲା। ଯାହା ଫଳରେ ସମସ୍ତେ ଖୁସିରେ ଖାଇ ଉଭୟଙ୍କୁ ଆଶୀର୍ବାଦ କରିଥିବାର ଦେଖିବା ପାଇଁ ମିଳିଛି।

ସୁନନ୍ଦା ମଧ୍ୟ ଜଣେ ଭଲ କଳାକାର ସେ କମେଡ଼ି କରିବା ସହିତ ନେଗେଟିଭ ଚରିତ୍ର ରେ ମଧ୍ୟ ଦେଖିବା ପାଇଁ ମିଳିଛି। ତେବେ ସେ ପ୍ରଥମ ଦିନରେ ନିଜର ଶାଶୂ ଘରେ ବେଶ ଖୁସି ଥିବାର ଦେଖିବା ପାଇଁ ମିଳିଥିଲା। ଯାହାବି ହେଉ ପ୍ରଜ୍ଞା ଏବଂ ସୁନନ୍ଦାଙ୍କ ବାହାଘରର ପ୍ରଥମ ଦିନଟି ବେଶ ଭଲରେ କାଟିଛି। ଉଭୟ ବେଶ ଖୁସି ଥିବାର ମଧ୍ୟ ଦେଖିବା ପାଇଁ ମିଳିଛି। ତେବେ ଆମର ମଧ୍ୟ ଭଗବାନଙ୍କ ନିକଟରେ ଏତିକି ପ୍ରାଥନା ଯେ ଉଭୟଙ୍କ ବୈବାହିକ ଜୀଵନ ବେଶ ସୁଖମୟ ହେଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.