Swastik Tv News Odisha

ବିଧବା ବୋହୂ ର ଗୋଟିଏ ଜିଦ ” ମୁଁ ମୋ ଶ୍ୱଶୁରକୁ ବାହା ହେବି ” ପୁରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ….

0

ସ୍ୱାମୀ ସ୍ତ୍ରୀର ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ବୋଲି କୁହ ଯାଇଥାଏ। ସେହ୍ନ, ଭଲ ପାଇବା, ବିଶ୍ୱାସ ସେମାନଙ୍କ ସହିତ ପରସ୍ପର ଜଡିତ ହୋଇ ରହିଥାଏ। ସ୍ୱାମୀ ନିଜ ସ୍ତ୍ରୀ ର ମାନ ସମ୍ନାନ ସବୁବେଳେ ପାଇଁ ରକ୍ଷା କରି ଆସିଥାଏ। କିନ୍ତୁ ସମାଜରେ ନାରୀ ମାନେ ସେମାନଙ୍କ ମନ ଭାବ ବହୁତ ଧୀରେ ଧୀରେ କଳୁଷିତ ହୋଇ ଗଲାଣି, ଯାହା ଫଳରେ କି ତାଙ୍କ ସ୍ୱାମୀଙ୍କ ମୃତ୍ୟ ପରେ ସେମାନେ ସଙ୍ଗେ ସଙ୍ଗେ ଦ୍ୱିତୀୟ ବିବାହ କରିବାକୁ ଚିନ୍ତା କରି ଥାଆନ୍ତି। ତେବେ ନିକଟରେ ଏଭଳି କିଛି ଘଟଣା ସମ୍ନାକୁ ଆସିଛି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ତାହା ହେଉଛି ହେଉଛି ବିଧବା ବୋହୁ ଜଣଙ୍କ ତାଙ୍କ ଶ୍ୱଶୁରଙ୍କୁ ବାହା ହେବା ପାଇଁ ଜିଦ ଧରି ବସି ରହିଛନ୍ତି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା;

ଏଭଳି ଏକ ଘଟଣା ଅନୁଗୁଳ ଜିଲ୍ଲାର ସମଲ ଥାନା ଅନ୍ତର୍ଗତ ଡୁମୁଗୁଳା ଗାଁ ରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଡୁମୁଗୁଳା ଗାଁ ର ରସ୍କଟଲାଣ୍ଡପୁରର ପରଦେଶୀ ଗୋଛାୟତ ନାମକ ଜଣେ ଯୁବକ ତାଙ୍କର ତାଳଚେର ନିକଟସ୍ଥ ଏନଟିପିସି ରେଲୱେ ନିକଟରେ ଏକ ଜମି ରହିଥିଲା ଓ ଯୁବକ ଜଣଙ୍କ କିନ୍ତୁ ଦିନ ତଳେ ତାଙ୍କର ଜମିକୁ ହରାଇ ଥିଲେ। ଏହା ପରେ ସେହି ଏନଟିପିସିରେ ଯୁବକଙ୍କର ପୁଅ ନିଲୁ ଗୋଛାୟତଙ୍କୁ ସେଥିରେ ଚାକିରୀ ମିଳିଥିଲା।

ତେବେ ଏହାର କିଛି ଦିନ ପରେ ନିଲୁ ଗୋଛୟତଙ୍କର ମୃତ୍ୟୁ ହୋଇ ଯାଇ ଥିଲା। ତାଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଙ୍କୁ ସେହି ଚାକିରୀରେ ନିଯୁକ୍ତି ମିଳି ଥିଲା। ମହିଳା ଜଣଙ୍କୁ ଚାକିରୀ ମିଳିବ ପରେ, ସେ ନିଜ ଶାଶୂଘର ସହିତ ସବୁ ସମ୍ପର୍କ କାଟି ଦେଇ ବାପଘରକୁ ଚାଲି ଯାଇ ଥିଲେ। ମହିଳାଙ୍କ ଏଭଳି କଥା ଶୁଣି ତାଙ୍କ ବାପଘର ଲୋକ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇ ଥିଲେ। ମହିଳାଙ୍କ ପରିବାର ଲୋକ ମାନେ ତାଙ୍କ ଶାଶୂଘରକୁ ପଠାଇବାର ସବୁ ବନ୍ଦ ବସ୍ତ କରିଥିଲେ ସେଥିପାଇଁ ଏକ ସଭାର ଆୟୋଜନ କରିଥିଲେ।

ତେବେ ସେହି ସଭାକୁ ମହିଳାଙ୍କ ଶାଶୂଘର ଲୋକ ମାନଙ୍କ ସହିତ କିଛି ଭଦ୍ର ବ୍ୟକ୍ତି ମାନେ ମଧ୍ୟ ଆସି ସେହି ସଭାରେ ଯୋଗ ଦେଇଥିଲେ। ମହିଳା ଜଣଙ୍କ ସେହି ସଭାରେ ତାଙ୍କ ଶ୍ୱଶୁରଙ୍କୁ ବିବାହ କରିବା ପାଇଁ ଜିଦ ଧରି ବସି ରହିଥିଲେ। ତାଙ୍କୁ ଯେତେ ପ୍ରକାର ବୁଝାଇଲେ ସୁଦ୍ଧା ସେ ବୁଝିବାକୁ ପ୍ରସ୍ତୁତ ନଥିଲେ। ମହିଳାଙ୍କ ଏହି କଥାଟି ସଭାରେ ବସି ଥିବା ଲୋକ ମାନେ ଶୁଣି ସମସ୍ତେ ଲଜ୍ୟା ଅନୁଭବ କରିବା ସହିତ ସଭା ଛାଡି ପଳାଇ ଯାଇ ଥିଲେ। ଏହି ଘଟଣାଟି ସେଠାକାର ସ୍ଥାନୀୟ ଅଞ୍ଚଳ ମାନଙ୍କ ମନରେ ଚହଳ ସୃଷ୍ଟି କରି ଦେଇଛି। ଏହା ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.