Swastik Tv News Odisha

ବିଧାୟିକା ଓ ତାଙ୍କ ବୟଫ୍ରେଣ୍ଡଙ୍କ ସହିତ ଅସଂଯତ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଏବଂ ଫୋଟୋ ଏବେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି, ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖିବା ପାଇଁ ମିଳୁଛି। ସମାଜ ଯେତେ ସଭ୍ୟ ଆଡ଼କୁ ଗତି କରିଲେ ମଧ୍ୟ ଦିନକୁ ଦିନ ବହୁତ ଖରାପ କାର୍ଯ୍ୟ ବଢି ଚାଲିଛି। ଚୋରି, ଡକାୟତ, ହତ୍ୟା ଓ ଅଶ୍ରୀଳ କାର୍ଯ୍ୟ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ଏଭଳି ଖରାପ କାର୍ଯ୍ୟରେ ନେତା ଓ ମନ୍ତ୍ରୀ ମାନେ ମଧ୍ୟ ଲିପ୍ତ ରହୁଛନ୍ତି। ଯାହାକି ଏହା ଏକ ସମାଜ ପାଇଁ ଖରାପ କାର୍ଯ୍ୟ ହୋଇଥାଏ। ସେମାନଙ୍କ ଉପରେ ସାଧାରଣ ଜନତା ମାନଙ୍କର ବିଶ୍ୱାସ ଓ ଭରସା ରହିବ ନାହିଁ। ଏଥି ସହିତ ସମାଜ ଉପରେ ମଧ୍ୟ ବହୁତ ଖରାପ ପ୍ରଭାବ ପଡିବ। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଖବର ଶୁଣିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ।ତାହା ହେଉଛି ପାକିସ୍ତାନ ବିଧାୟିକା ସାନିଆ ସିଂ ଅଶ୍ରୀଳ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର ବିଷୟରେ ଜାଣିବା;

ସୂଚନା ଅନୁସାରେ, ସାନିଆ ସିଂ ନାମକ ଜଣେ ମହିଳା ଯିଏ କି ପାକିସ୍ତାନର ମୁସଲିମ ଲିକ ନୱାଦର ସଦସ୍ୟା ଓ ଏଥି ସହିତ ପାକିସ୍ତାନର ବିଧାୟିକା ମଧ୍ୟ ଅଟନ୍ତି। ଏମିତିକି ପଞ୍ଜାବ ପ୍ରଦେଶର ଦକ୍ଷଶିଳା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାଦେଶିକ ସଦସ୍ୟ ଅଟନ୍ତି। ତେବେ ବିଧାୟକଙ୍କୁ ନେଇ ବଡ଼ ଖବର ଶୁଣିବା ପାଇଁ ମିଳିଛି। ବିଧାୟିକା ଓ ତାଙ୍କ ବୟଫ୍ରେଣ୍ଡର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଯେତେବେଳେ ଏହି ବିଧାୟିକା ଜଣଙ୍କ ନିଜର ଏହି ଭିଡ଼ିଓ ବିଷୟରେ ଜାଣିବା ପାଇଁ ପାଇଲେ, ସେହି ସମୟରେ ସେ ଖୁବ ଜୋର ସୋର ଭାବରେ ରାଗି ଯାଇ ଥିଲେ।

ତେବେ ଏହି ଭିଡ଼ିଓକୁ ନେଇ ବିଧାୟିକା କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ନିକଟରେ ଆସି ଖୁବ ଶୀଘ୍ର ପହଁଛି ଯାଇ ଥିଲେ। ସେଠାରେ ଆସି ଏହି ଭିଡ଼ିଓକୁ ନେଇ ଏଜେନ୍ସି ନିକଟରେ ଅଭିଯୋଗ କରିଥିଲେ। ତେବେ ପୋଲିସ ଏହି ଘଟଣା ଜାଣିବା ପରେ ଅଭିଯୋଗକୁ ଭିତ୍ତି କରି ପୋଲିସ ଖୁବ ଶୀଘ୍ର ଏହାର ତଦନ୍ତ ଚଲାଇ ଥିଲା। କିଛି ଦିନ ଧରି ଯାଞ୍ଚ କରିବା ପରେ ଏହି ଭିଡ଼ିଓ ଲିକ କରା ଯାଇ ଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତେବେ ବନ୍ଧୁଗଣ ଯଦି ସେମାନଙ୍କର ଅଶ୍ରୀଳ ଭିଡ଼ିଓ ସବୁ ସୋସିଆଲ ମିଡିଆରେ ଭାଇରଲ ହେବ, ତା’ହେଲେ ସାଧାରଣ ଲୋକ ମାନେ ତାଙ୍କୁ ଖରାପ ନଜରରେ ଦେଖିବେ। ଏଥି ସହିତ ଘୃଣା ଓ ନିନ୍ଦା ମଧ୍ୟ କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.