Swastik Tv News Odisha

ବିଶ୍ୱର ସବୁଠାରୁ ଭୟଙ୍କର ଜୀବ କୁ Rescque କରିବାର ଏହି ଭିଡିଓ କୁ ଦେଖିଲେ ଆପଣଙ୍କର ବି ହୋସ ଉଡିଯିବ….36 କୋଟି ଲୋକ ଦେଖି ସାରିଲେଣି….

0

ବନ୍ଧୁଗଣ ଅନେକ ସମୟରେ ଆପଣ ଜୀବଜନ୍ତୁ କୁ ନେଇ ଅନେକ ଭିଡିଓ ଦେଖିବାକୁ ପାଉଥିବେ। ତେବେ ସେମାନଙ୍କୁ ନେଇ ଯେଉଁ ଭିଡିଓ ସାମ୍ନାକୁ ଆସିଥାଏ ତାହା ଦେଖିବା ପାଇଁ ଲୋକଙ୍କ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। ଜୀବଜନ୍ତୁ କୁ ଯେତେବେଳ ବିପଦରୁ ଉଦ୍ଧାର କରିବାର ଭିଡିଓ ସାମ୍ନାକୁ ଆସେ ସେତେବେଳ ଏହାକୁ ଦେଖି ବହୁତ୍ ଖୁସି ଲାଗେ। ତେବେ ଏବେ ସାମ୍ନାକୁ ଆସିଛି ଏମିତି ଏକ ଘଟଣା ଯାହା ସାଧାରଣରେ ସମସ୍ତଙ୍କୁ ଚକିତ କରି ଦେଇଛି। ଏଠାରେ ଏକ ଭୟଙ୍କର ଜୀବ ଉଦ୍ଧାର ର ଘଟଣା ଦେଖିବାକୁ ମିଳିଛି।ତେବେ ଏହି ଘଟଣା ବିଷୟରେ ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ।

ଏଠାରେ ଜଣେ ତାଲିମ ପ୍ରାପ୍ତ ବ୍ୟକ୍ତି କିପରି ଭାବରେ ଏହି ଜୀବଟିକୁ ଉଦ୍ଧାର କରୁଛନ୍ତି ତାହା ଆପଣ ଦେଖିବାକୁ ପାଇବେ।ଆପଣ ଜାଣିଛନ୍ତି ମଣିଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଜୀବ ମାନଙ୍କ ଉପରେ ନିର୍ଭରଶୀଳ ଅଟେ।ପଶୁ ହେଉକି ପକ୍ଷୀ ସେମାନଙ୍କ ସମ୍ପର୍କ ମଣିଷଙ୍କ ସହ ବେଶ୍ ନିବିଡ଼ ଅଟେ।ଅନେକ ଲୋକ ଜୀବ ମାନଙ୍କ ପ୍ରତି ବେଶ୍ ଉଦାରତା ମନୋଭାବ ପୋଷଣ କରନ୍ତି ଏବଂ ସେମାନଙ୍କ ପ୍ରତୀ ସେମାନଙ୍କ ଉଦାରତା ଏବଂ ଦୟାଭାବ ଦେଖାଇ ଥାଆନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚାହିଥାନ୍ତି।କିନ୍ତୁ କିଛି ନିଷ୍ଠୁର ମଣିଷ ଯେଉଁମାନେ ଜୀବଜନ୍ତୁ ଙ୍କୁ କଷ୍ଟ ପହଞ୍ଚାଇ ଥାଆନ୍ତି। ଏପରି ଅନେକ ଘଟଣା ତ ଆପଣ ସମୟକ୍ରମେ ଦେଖିବାକୁ ପାଉଥିବେ।

କିଛି ଲୋକ ସେମାନଙ୍କ ର କିଛି ସମୟ ମଧ୍ୟ ପଶୁପକ୍ଷୀ ଙ୍କ ସହ ଅତିବାହିତ କରନ୍ତି। ଖାଲି ସେତିକି ନୁହେଁ ପଶୁପକ୍ଷୀ ମାନଙ୍କୁ ଖାଇବା ଦେବା ସହିତ ସେମାନଙ୍କର ଉଚିତ୍ ଯତ୍ନବି ନିଅନ୍ତି ଏବଂ ସେମାନଙ୍କ ପ୍ରତି ତାଙ୍କର ମାନବିକତା ଦେଖାଇ ଥାଆନ୍ତି। ସେହିପରି ଏକ ଘଟଣା ର ଭିଡିଓ ସାମ୍ନାକୁ ଆସିଛି। ଯେଉଁଠି ଏକ ଜଂଗଲୀ ଜାନୱର ଗାଆଁ ର ଏକ ଘର ଭିତରକୁ ପଶି ଆସିବା ପରେ ତାକୁ ଉଦ୍ଧାର କରିବା ପାଇଁ ସାପ ଧରାଳି ମୁରଲୀ ବାଲା ହୋସଲା ଙ୍କୁ ଡକା ଯାଇଥିଲା। ଆଉ ସେ ଆସି ରୋଷେଇ ଘରେ ପ୍ରବେଶ କରିଥିବା ଏହି ଜଙ୍ଗଲି ପଶୁକୁ ଉଦ୍ଧାର କରିଥିଲେ। ତେବେ ଏହି ପଶୁ ଟିକୁ ଆପଣ ଜଙ୍ଗଲି ବିଲେଇ ବା ମୂର୍ଡ଼ାଖୋର ଜାନୱାର ଭାବରେ ଜାଣିଥିବେ।

ଏହି ଭିଡିଓ ରେ ଆପଣ ଏହି ପଶୁଟିକୁ ଦେଖିଲେ ଜାଣି ପାରିବେ ଯେ ଏହି ପଶୁଟି କେତେ ଭୟଙ୍କର। ତେବେ ସମୟକ୍ରମେ ଏହିଭଳି ପଶୁମାନେ ବିପଦରେ ଥିଲେ କିମ୍ୱା ତାଙ୍କ ଉପରେ ସମସ୍ୟା ଥିଲେ ପାଖ ଅଂଚଳରେ ଥିବା ଘରମାନଙ୍କରେ ପ୍ରବେଶ କରିଥାନ୍ତି। ଯାହାବି ହେଉ ଲୋକମାନେ ମାନବିକତା ଦେଖାଇ ପଶୁଟିର କିଛି କରି ନାହାଁନ୍ତି ଏବଂ ଉକ୍ତ ତାଲିମ୍ ପ୍ରାପ୍ତ ବ୍ୟକ୍ତି ଜଣଙ୍କ ବିପଦକୁ ସାମ୍ନା କରି କୌଶଳ କ୍ରମେ ଏହି ପଶୁଟିକୁ ଉଦ୍ଧାର କରି ବୁରାରେ ପୂରାଇ ନେଇ ଯାଉଥିବାର ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.