Swastik Tv News Odisha

ବିଶ୍ୱର Cricket ଇତିହାସ ରେ ପ୍ରଥମ ଥର ପାଇଁ ଦେଖନ୍ତୁ RARE Moments… ଏମିତି ଦୃଶ୍ୟ ଆଗରୁ କେବେ ଦେଖି ନଥିବେ…

0

ବନ୍ଧୁଗଣ ଆପଣ କ୍ରିକେଟ ଖେଳ ଦେଖିବାକୁ ନିଶ୍ଚିତ ପସନ୍ଦ କରୁଥିବେ। କେବଳ ଆମ ରାଜ୍ୟ ଓଡ଼ିଶାରେ ନୁହଁ ବରଂ ସାରା ଭାରତରେ କ୍ରିକେଟ ପ୍ରେମୀଙ୍କ ସଂଖ୍ୟା ଅନେକ। ଯଦିଓ ହକି ଆମର ଜାତୀୟ ଖେଳ କିନ୍ତୁ କ୍ରିକେଟ ଖେଳ ଦେଖିବାକୁ ଅନେକ ଲୋକ ବହୁତ୍ ଭଲ ପାଆନ୍ତି। ଭାରତରେ କ୍ରିକେଟ ପ୍ରେମୀଙ୍କ ସଂଖ୍ୟା ଏତେ ଅଧିକେ ଯେ ଏବଂ ସେମାନେ କ୍ରିକେଟ ଖେଳ ଦେଖିବାକୁ ଯେମିତି ପାଗଳପ୍ରାୟ ଅଟନ୍ତି। ଆପଣ ଯଦି ଏହି ଖେଳକୁ ଦେଖିଥିବେ ତେବେ ଏହା ନିଶ୍ଚିତ ଜାଣିଥିବେ ଯେ ଏହି ଖେଳରେ କିପରି ଭାବରେ ରୋମାଞ୍ଚକ ଭରି ରହିଛି। ଯାହାକୁ ଦେଖିଲେ ଏକ ପ୍ରକାର ନିଶା ଭଳି ଏହା ହୋଇ ଯାଇଥାଏ।

ତେବେ କ୍ରିକେଟ ପଡିଆର ଅନେକ ଦୃଶ୍ୟ ଆପଣଙ୍କୁ ବେଶ୍ ଆକର୍ଷଣୀୟ ଲାଗୁଥିବ। ଅନେକ ସମୟରେ ଆମେ ଦେଶ ଦେଶ ଭିତରେ ଯେଉଁ ଖେଳ ହୋଇଥାଏ ତାକୁ ଦେଖିବାକୁ ଉତ୍ସୁକତାର ସହ ଅନେଇ ରହିଥାଉ ଏବଂ ଯେତେବେଳେ ଖେଳ ସରିବା ସ୍ଥିତି କୁ ଆସିଥାଏ ସେତେବେଳେ ଏକ ରୋମାଂଚକ ସ୍ଥିତି ଦେଖିବାକୁ ମିଳିଥାଏ। ସେହିଭଳି ଏକ ଖେଳ ପଡିଆର ରୋମାଞ୍ଚକ ଦୃଶ୍ୟ ଆମେ ଆଜି ଆପଣଙ୍କୁ ଦେଖାଇବାକୁ ଯାଉଛୁ।ଏହି ଭିଡିଓ ରେ ଆପଣ ତାହା ଦେଖି ପାରିବେ ଏବଂ ଜାଣି ପାରିବେ ଯେ କିପରି ଭାବରେ ପଡ଼ିଆରେ ଏକ ଭିନ୍ନ ସ୍ଥିତି ସୃଷ୍ଟି ହୋଇଛି।

ଏଠାରେ ଖେଳାଳି ମାନେ କିପରି ବେଟର ଙ୍କୁ ଜଗି ରହିଛନ୍ତି ତାହା ଦେଖନ୍ତୁ। ଯେମିତି ସେମାନେ ବେଟର ଠାରୁ ଗୋଟିଏ ବି ବଲ୍ ହିଟ ହେଇ ବାହାରକୁ ନଯାଉ ବୋଲି ଏପରି ଭାବରେ ଫିଲ୍ଡିଂ କରୁଛନ୍ତି। ପ୍ରାୟ ବହୁତ୍ କମ୍ ସମୟରେ ପଡ଼ିଆ ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ। କାରଣ କ୍ରିକେଟ ଖେଳର ବହୁତ୍ ନିୟମ ରହିଛି। ଜେଉଁ ନିୟମ ସବୁକୁ ଖେଳାଳି ମାନଙ୍କୁ ମାନିବାକୁ ପଡ଼ିଥାଏ। ଖେଳ ପଡିଆ ଭିତରେ ଏସବୁ ନିୟମ ମାନିବା ବାଧ୍ୟତାମୂଳକ ଅଟେ। କିନ୍ତୁ ବେଳେବେଳେ କିଛି ଏପରି ଦୃଶ୍ୟ ସାମ୍ନାକୁ ଆସିଥାଏ ଯାହା ଦେଖିଲେ ଏହା ଅନୁଭବ ହୋଇଥାଏ ଯେ କେତେ ଗୁରୁତର ସହିତ ଫିଲ୍ଡାର ମାନେ ଖେଳକୁ ଖେଳୁଛନ୍ତି।

ଯେମିତି ଏଠାରେ ଏହି ଭିଡିଓ ରେ ଦେଖିବାକୁ ମିଳିଛି। ଏଠାରେ ଅନେକ ମ୍ୟାଚ୍ ର ଦୃଶ୍ୟ ରହିଛି। କେଉଁଠି ଆକର୍ଷଣୀୟ ରନ୍ ଆଉଟ୍ ର ଦୃଶ୍ୟ ଦେଖିବାକୁ ମିଳିଛି ତ ପୁଣି କେଉଁଠି ଖେଳାଳୀ ମାନଂକର ଅଜାଣତରେ ସେମାନେ ଆଉଟ୍ ହୋଇ ଯାଉ ଥିବାର ଆପଣ ଏଠାରେ ଦେଖିବାକୁ ପାଇବେ। ଆଉ କେଉଁଠି ଖେଳାଳୀ ମାନଙ୍କୁ ବୋଲର ମାନେ ଚକମା ଦେଖାଉଛନ୍ତି। ତେବେ କ୍ରିକେଟ ଖେଳର କିଛି ସୁନ୍ଦର ଏବଂ ରୋମାଞ୍ଚକ ଦୃଶ୍ୟକୁ ଏଠାରେ ଆପଣ ଦେଖି ନିଶ୍ଚିତ ଖୁସି ହେବେ।ତେବେ ପଡିଆ ଭିତରେ ଖେଳାଳୀ ମାନଙ୍କର ଏଭଳି ଦୃଶ୍ୟ ହୁଏତ ଆପଣ ଖେଳ ସମୟରେ ବହୁତ୍ କମ୍ ଦେଖିବାକୁ ପାଇଥିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.