ବିଶ୍ୱାସ କରି ପିଅନ୍ତୁ, ୮ ରୁ ୧୦ କିଲୋ ଓଜନ କମିବ ( Lose Weight ) ଗ୍ୟାରେଣ୍ଟି

ହଁ ଦର୍ଶକ ବନ୍ଧୁ ଆଜି କାଲି ଅଧିକାଂଶ ଲୋକଙ୍କ ର ଗୋଟିଏ ସମସ୍ୟା ଦେଖିବାକୁ ମିଳୁଛି ସେ ହେଉଛି ମୋଟା ପଣ ଓ ଅଧିକ ଓଜନ | ଏହାକୁ କମ କରିବା ପାଇଁ ଅଧିକାଂଶ ଲୋକ ଅନେକ ସମୟରେ ଅଧିକ ଚିନ୍ତାରେ ଥିବା ଦେଖାଯାଇଥାନ୍ତି | ଯାହା ଫଳ ରେ ସେମାନେ ବାହାରୁ ଅନେକ ସାମଗ୍ରୀ କିଣି ନିଜର ମୋଟା ପଣ ଓ ଓଜନ କମ କରିବା ପାଇଁ ଚେଷ୍ଟା କରିଥାନ୍ତି ହେଲେ ଏଥିରେ କିଛି ସୁଫଳ ମିଳିନଥାଏ | ଯାହା ପାଇଁ ଅଧିକ ଚିନ୍ତାରେ ରହିଥିବାର ଦେଖିବାକୁ ମିଳିଥାଏ | ତାହାଲେ ଆସନ୍ତୁ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରେଇ ଉପଚାର ବିଷୟରେ ଜାଣିବା |

ତେବେ ବର୍ତ୍ତମାନ ଏପରି ଏକ ଘରେଇ ଉପଚାର ବିଷୟରେ ଜଣେଇବି ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଓଜନ କମ ହେବା ସହିତ, ଆପଣଙ୍କ ର ରୋଗ ପ୍ରତିରୋଧକ ଶକ୍ତି କୁ ବଢେଇବା ରେ ସାହାଯ୍ୟ କରିଥାଏ | ତାହା ସହିତ ଆପଣଙ୍କର କେଶ ଝଡ଼ିବା କୁ ରୋକିବା ସହିତ ମୁହଁ ର ତ୍ୱଚା କୁ ମଧ୍ୟ ବୃଦ୍ଧି କରିଥାଏ | ତାହାଲେ ଆସନ୍ତୁ ଜାଣିବା ସେହି ଘରେଇ ଉପଚାର ଟି ବିଷୟରେ |

ତାହାଲେ ସେହି ଘରେଇ ଉପଚାର ଟି ବିଷୟରେ ଜାଣିବା ପୂର୍ବରୁ ପ୍ରଥମେ ଆପଣ ବଜାରରୁ ମିଳୁଥିବା ଏକ ସବୁଜ କଫି ବିଷୟରେ ଜାଣିନିୟନ୍ତୁ ଯାହା ଆପଣଙ୍କର ଶରୀର, ବ୍ଲଡ଼ ସୁଗାର କୁ ନିୟନ୍ତ୍ରଣ କରିବା ସହିତ, ଆପଣଙ୍କର କେଶକୁ ମଜବୁତ କରିଥାଏ ଓ ମୁହଁର ତ୍ୱଚା କୁ ବୃଦ୍ଧି କରିଥାଏ |ତାହାଲେ ସେହି ସାମଗ୍ରୀ ଟି ହେଉଛି ବଜାରରୁ ଅତି ସହଜରେ ମିଳିପାରୁଥିବା ଜଣାପଡିଛି ତାହାଲେ ତାହା ହେଉଛି “ନେଉହେର୍ବସ୍ୱ ‘ ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭ ଦାୟକ ହେଇଥାଏ | ଏହାକୁ ଆପଣ ପ୍ରତିଦିନ ସକାଳେ ଓ ଖରାବେଳେ ଖାଇବା ସହିତ ଏକ କପ ଲେଖାଏଁ ସେବନ କରନ୍ତୁ ଦେଖିବେ ଅଳ୍ପ ଦିନ ମଧ୍ୟରେ ଆପଣଙ୍କ ଓଜନ ହ୍ରାସ ସହିତ ମୋଟା ପଣ ମଧ୍ୟ କମିବାକୁ ଲାଗିବ |

ତାହାଲେ ଏବେ ଆସନ୍ତୁ ଜାଣିବା ଗୋଟିଏ ଘରେଇ ଉପଚାର ଯାହା ଆପଣ ଘରେ ଅତି ସହଜରେ ପ୍ରସ୍ତୁତ କରିପାରିବେ | ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ବିଷୟରେ |

ଆବଶ୍ୟକୀୟ ଉପକରଣ :-

ଲେମ୍ବୁ, କାକୁଡି, ଅଦା, କାଜୁ, କଳା ଲୁଣ, ପୁଦିନା ପତ୍ର

ପ୍ରସ୍ତୁତି ପ୍ରଣାଳୀ :-

ତେବେ ବନ୍ଧୁଗଣ ଏହି ଘରେଇ ଉପଚାର ଟି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଗୋଟିଏ ଗ୍ରାଇଣ୍ଡର ନିୟନ୍ତୁ ଓ ତାପରେ ଗୋଟିଏ ଲେମ୍ଭୁ କୁ ଛୋଟ କରି କାଟି ଦିୟନ୍ତୁ ଓ ତାହାର ମଞ୍ଜି ବାହାର କରିଦୟନ୍ତୁ ଓ ସେଥିରେ ଗୋଟିଏ କାକୁଡି କୁ ମଧ୍ୟ ଛୋଟ କରି କାଟି ସେଥିରେ ଦିୟନ୍ତୁ, ତାପରେ ଅଳ୍ପ ଟିକିଏ ଅଦା, କିଛି ପରିମାଣ ର କାଜୁ, ଏକ ଚାମଚ ରୁ କମ କଳା ଲୁଣ ଓ ପୁଦିନା ପତ୍ର ଓ ସେଥିରେ ଏକ ଗ୍ଲାସ ପାଣି ସହିତ ଏହାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରନ୍ତୁ | ଏହା ପ୍ରସ୍ତୁତ ହେଇସାରିବା ପରେ ଏହାକୁ ପ୍ରତିଦିନ ଖାଇବା ସମୟରେ ଏକ ଗ୍ଲାସ ଲେଖାଏଁ ସେବନ କରନ୍ତୁ ଦେଖିବେ ମାତ୍ରା ଦିନ କେହିଟା ରେ ଆପଣଙ୍କ ର ଓଜନ ହ୍ରାସ ହେବା ସହିତ ଆପଣଙ୍କ ର ତ୍ୱଚା ରେ ମଧ୍ୟ ପରିବର୍ତ୍ତନ ଦେଖା ଯିବ |

ତାହାଲେ ଏହା ଥିଲା ଆଜିର ଘରେଇ ଉପଚାର ଯାହା ଆପଣଙ୍କର କେଶ ଝଡ଼ିବା ଠୁ ଆରମ୍ଭ କରି ମୋଟା ପଣ ଓ ଓଜନ କୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment