ବିଷଧର ନାଗର ଦଂଶନ ରେ ନିରୀହ ଛୁଆର ଆକସ୍ମିକ ହେଲା ମୃତ୍ୟୁ, ଆଉ ତା’ ପରେ ଯାହା ଘଟିଲା ଦେଖିଲେ ଛାତି ଥରି ଉଠିବ…

ବନ୍ଧୁଗଣ ପ୍ରକୃତରେ ସାପ ଏକ ଏମିତି ଜୀବ ଯାହାକୁ ମନିଷ ବହୁତ୍ ଭୟ କରିଥାଏ। କାରଣ ସେମାନେ ସବୁ ସ୍ଥାନରେ ଦେଖିବାକୁ ମିଳିଥାନ୍ତି। ତେବେ ରହିଥିବା କିଛି ସାପ ମାନଙ୍କ ମଧ୍ୟରୁ କିଛି ଏପରି ଜାତିର ସାପ ରହିଛନ୍ତି ଯେଉଁମାନେ ବହୁତ୍ ବିଷଧର ଅଟନ୍ତି। ସେମାନଙ୍କ ମଧ୍ୟରୁ ନାଗ ସାପ ଅନ୍ୟତମ। ଯାହା ଏମିତି ଏକ ବିଷଧର ସାପ, ଯିଏ କାମୁଡିବା ମାତ୍ରେ ଜୀବନ ଚାଲି ଯିବାର ସମ୍ଭାବନା ବହୁତ୍ ଅଧିକ।ସାପକୁ ନେଇ ନିଶ୍ଚିତ ଭାବରେ ଆପଣ ଅନେକ ଖବର ସଂସ୍ପର୍ଶରେ ଆସିଥିବେ।ସାପ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ। ସାପ କେତେବେଳେ କାହା ଘର ଭିତରେ ପ୍ରବେଶ କରିବ ତାହା କହିହେବ ନାହିଁ।

ତେଣୁ ଆପଣ ଅଚାନକ ସାପ ଟିଏ ଦେଖିଲେ ଭୟଭୀତ ହୋଇ ଯାଉଥିବେ। ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ। ଏହା ଏମିତି ଜୀବ ଯାହା ସମସ୍ତଙ୍କ ମନରେ ଏକ ଭିନ୍ନ ଧରଣର ଭୟ ସୃଷ୍ଟି କରିଥାଏ।କାରଣ ବିଷଧର ସାପ କାମୁଡ଼ିଲେ ଜୀବନ ଯିବାର ଭୟ ମଧ୍ୟ ଥାଏ। ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ମିଳିଥାଏ ସୋସିଆଲ ମିଡିଆରେ। ସାପ କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ତା ଉପରେ ଆଘାତ ଆସିଲେ ହିଁ ସେ ଆକ୍ରମଣ କରିଥାଏ। କିନ୍ତୁ ବେଳେବେଳେ ମଣିଷ ଅଳ୍ପକେ ସାପ ଦଂଶନ ରୁ ବର୍ତ୍ତି ଯାଇଥାଏ। ସେହିପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି।

ଆମେ ଆଜି ଆପଣଙ୍କୁ ଏମିତି ଏକ ଭିଡିଓ ବିସୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ୟ୍ଯ ହୋଇଯିବେ। କାରଣ ଏଠାରେ ନାଗ ଭଳି ଏକ ଭୟଙ୍କର ବିଷଧର ସାପ ରେସ୍କ୍ୟୁ ର ଭିଡିଓ ରହିଛି।କିପରି ଭାବରେ ବିପଦପୂର୍ଣ୍ଣ ସ୍ଥିତିକୁ ବି ସାହସର ସହିତ ସାମ୍ନା କରି ଏହି ସାପ ଟିକୁ ଉଦ୍ଧାର କରା ଯାଉଛି ତାହା ଥରେ ଦେଖନ୍ତୁ।ଯଦିଓ ସାପର ଦଂଶନ କାରଣରୁ ଘଟୁଥିବା ମୃତ୍ୟୁ ଆମ ମନରେ ସାପ ପ୍ରତି ଏକ ବଡ଼ ଭୟ ସୃଷ୍ଟି କରିଥାଏ।ତଥାପି ସାପ ଧରାଳି ମାନେ ଉପଯୁକ୍ତ ତାଲିମ୍ ନେବାପରେ ଯାଇ ଏପରି କରିବାରେ ସଫଳ ହୋଇଥାନ୍ତି।

ଏଠାରେ ସେହିଭଳି ସାପ ଧରାଳି ଜଣଙ୍କ ଏକ ଭୟଙ୍କର ନାଗ ସାପକୁ ଏକ ଘରୁ ଉଦ୍ଧାର କରିଛନ୍ତି, ଯେଉଁ ସାପର ଦଂଶନରେ ଏକ କୁନି ପିଲାର ଜୀବନ ଯାଇଛି। ତାକୁ ଡାକ୍ତରଖାନାକୁ ନିଆ ଯାଇଥିଲା ଚିକିତ୍ସା ପାଇଁ କିନ୍ତୁ ସେଠାରେ ପିଲାଟି ଅଧିକ ଗୁରୁତର ହୋଇ ପଡ଼ିଥିଲା। ତେଣୁ ଆପଣ କୌଣସି ଅନ୍ଧ ବିଶ୍ବାସର ବଶବର୍ତ୍ତି ନହୋଇ ସାପ କାମୁଡିବା ମାତ୍ରେ ଡାକ୍ତରଖାନା ଯାଆନ୍ତୁ ଏବଂ ଯଥା ସମ୍ଭବ ଚିକିତ୍ସା ରେ ନିଜକୁ ନିୟୋଜିତ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment