ହଁ ଦର୍ଶକ ବନ୍ଧୁ ଏବେ ଏବେ ସୋସିଆଲ ମିଡିଆରେ ଏକ ଛୋଟ ପିଲା ର ମଜାଳିଆ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯାହାକୁ ଯିଏ ଦେଖୁଛି ହସି ହସି ଗୋଡ଼ିଯାଇଛି | ହଁ ବନ୍ଧୁ ଗଣ ଆପଣ ବହୁତ ସାରା ମିଜାଳିଆ ଭିଡ଼ିଓ ସୋସିଆଲ ମିଡିଆରେ ଦେଖିଥିବେ ହେଲେ ଏମିତି ଏକ ଭିଡ଼ିଓ ଯାହାକୁ ନ ଦେଖିଲେ ଆପଣ ଭାବିବେ ମୁଁ କଣ ମିସ କରିଦେଲି | ଆଜି କାଲି ସୋସିଆଲ ମିଡିଆରେ ଯୁଗରେ ଯେକୌଣସି ଭିଡ଼ିଓ ଭାଇରାଲ ହେବା କିଛି ନୂଆ କଥା ନୁହେଁ ହେଲେ ଯେଉଁ ଭିଡ଼ିଓ ଆଜିର ବ୍ୟସ୍ତତା ଭିତରେ ମଣିଷ କୁ ଟିକେ ଖୁସି ଦେଇପାରୁଛି ଆନନ୍ଦ ଦେଇପାରୁଛି ତାହା ହିଁ ଯଥେଷ୍ଟ | ତାହାଲେ ଆସନ୍ତୁ ଜାଣିବା ଆଜିର ମଜାଳିଆ ଭିଡ଼ିଓ ବିଷୟରେ ଯାହା ଏବେ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚା ର ବିଷୟ ପାଲଟିଛି |
ତେବେ ଆଜି କାଲି ଦୁନିଆରେ ଟିକେ ଖୁସି ହେବା ମଣିଷ ଙ୍କ ଭିତରେ ଭଗ୍ୟ ଥିଲେ ମିଳେ କାରଣ ଏ ଦୁନିଆରେ ହସେଇଁ ଵାଲା ଠୁ କନ୍ଦେଇବା ଵାଲା ବେଶୀ ମିଳିଥାନ୍ତି | ସେଥିପାଇଁ ଅଧିକ ସମୟରେ ଲୋକମାନେ ନିଜର ମୋବଇଲ କୁ ଦେଖି ସେଥିରେ ଆସୁଥିବା ମଜାଳିଆ ଭିଡ଼ିଓ କୁ ଉପଭୋଗ କରିବା ସହିତ ଅନ୍ୟକୁ ମଧ୍ୟ ସେହି ଭିଡ଼ିଓ ଟିକୁ ଦେଖିବା ପାଇଁ ଅନୁରୋଧ କରିଥାନ୍ତି | ଯାହା ଫଳ ସେମାନଙ୍କ ଖୁସି ଦି ଗୁଣିତ ହେଇଯାଏ | ହଁ ଆଜ୍ଞା ଏବେ ସୋସିଆଲ ମିଡିଆରେ ରେ ଆପଣ ବହୁତ ଏମିତି ଭିଡ଼ିଓ ପାଇବେ ଯେଉଁ ଥିରେ ଆପଣଙ୍କର ଦିନ ଟି ହସ ମଜାକ ରେ କଟିଯିବ ଓ କିଛି ଭିଡ଼ିଓ ଏମିତି ମଧ୍ୟ ଥାଏ ଯାହାକୁ ଦେଖିଲେ ଲୋକଙ୍କ ଦିନ ଖରାପ ମଧ୍ୟ ଯାଏ | ତେବେ ଏହି ଭଲ ଖରାପ ଭିତରେ ଆମକୁ ଭଲ ଟକି ବାଛିବାକୁ ପଡିଥାଏ |
ତାହାଲେ ଏବେ ଯେଉଁ ଛୋଟ ପିଲା ର ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖା ଯାଇଛି ଯେ ପିଲାଟି ତାର ମୋବଇଲ ଗେମ ଖେଳୁ ଥିଲା ବେଳେ | ହଠାତ ତାର ମା ତାକୁ ରୋଷଇ ଘରୁ ଡାକ ପକାଇଲା ପୁଅ ଖାଇବୁ ଆସେ, ପୁଅ ପଚାରିଥିଲା କଣ ଖାଇବି | ସେତେବେଳେ ମା ଉତ୍ତର ରେ କହିଥିଲେ ଚିକେନ ଭାତ ପୁଅ ସଙ୍ଗେ ସଙ୍ଗେ ଯାଇ ଖାଇବା ପାଇଁ ବିସିଲା ବେଳେକୁ ଦେଖିଥିଲା ଚିକେନ ଭାତ ନୁହେଁ ଆଳୁଭଜା ଭାତ ତାପରେ ପୁଷ୍ପା ଷ୍ଟାଇଲ ରେ ଏକ ସୁନ୍ଦର ଭଷାରେ କହିଥିଲେ ମେ ଆଳୁଭାଜ ଭାତ ନେହି ଖାଏଗା ସାଲା | ଏମିତି କହିବା ମା ଙ୍କ କଣ୍ଠରୁ ଏକ ସୁନ୍ଦର ଗୀତ ମଧ୍ୟ ଶୁଣିବାକୁ ମିଳିଥିଲା ତାପରେ ପୁଅଙ୍କ କଣ୍ଠ ରୁ ମଧ୍ୟ |
ତାହାଲେ ବନ୍ଧୁ ଗଣ ଏହା ଥିଲା ଆଜିର ମଜାଳିଆ ଭାଇରାଲ ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବା ପରେ ଲୋକ ମାନେ ଏହି ଭିଡ଼ିଓ କୁ ଦେଖି ବେଶ ଆନନ୍ଦିତ ହେଇଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।