ହଁ ବନ୍ଧୁଗଣ ଆପଣ ମାନେ ତ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯେଉଁ ଘଟଣା କୁ ଆପଣ ମାନେ ମଧ୍ୟ ସହଜରେ ଗ୍ରହଣ କରି ପାରିବେ ନାହିଁ | ତେବେ ଆପଣ ମାନେ ଅନେକ ପ୍ରକାରର ସମ୍ପର୍କ ବିଷୟରେ ଶୁଣିଥିବେ | ଆଉ କମ ବୟସର ଝିଅ କୁ ବେଶି ବୟସର ପୁଅ ମଧ୍ୟ ବିବାହ କରୁଥିବା କଥା ଆପଣ ମାନଙ୍କ ନଜରକୁ ଆସୁଥିବ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ସମ୍ପୂର୍ଣ୍ଣ ଲଜ୍ୟାକର କଥା ଅଟେ, ଆଉ ଯେଉଁଠି ଦେଖିବାକୁ ମିଳିଛି କି ପିଓ ମରିଗଲା ପରେ ବୋହୂ କୁ ବିବାହ କରିଛନ୍ତି ଶଶୂର ଜଣଙ୍କ |
ତେବେ ଏହି ଘଟଣା ଟି ଆମ ଓଡିଶା ନ ହେଲେ ମଧ୍ୟ ଆମ ଭାରତର , ଆଉ ଯେଉଁଠି ବାପା ଆଉ ଝିଅ ଭଳି ସମ୍ପର୍କ ଥିବା ବୋହୂ ଆଉ ଶଶୂର ଙ୍କ ମଧ୍ୟ ରେ ଗାଡ଼ି ଉଠିଥିଲା ପ୍ରେମ ସମ୍ପର୍କ | ଆଉ ପ୍ରେମ ସମ୍ପର୍କ ଏତେ ଗଭୀର ଥିଲା କି ସେମାନେ ଜାଣି ପାରିଲେ ନାହିଁ କି ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ କେମିତି, ଆଉ ଦୁଇ ଜଣଙ୍କ ମଧ୍ୟରେ ବୟସର ତାରତମ୍ୟ | ତାହା ବ୍ୟତୀତ ସେମାନେ ସମାଜ କଥା ମଧ୍ୟ ଟିକିଏ ହେଲେ ଚିନ୍ତା କରିଲେ ନାହିଁ | ଆଉ ଶେଷରେ ସମସ୍ତ ଲଜ୍ୟା କୁ ଛାଡି ଦେଲେ ଦୁଇଜଣ |
ଆଉ ପୁଅ ମରିଗଲା ପରେ ଶଶୁର ବିବାହ କରିଲା ବୋହୂ ଙ୍କୁ, ତେବେ ସୂଚନା ଅନୁସାରେ ଶଶୂର ଙ୍କର ବୟସ 45 ବର୍ଷ ହୋଇଥିବା ବେଳେ ବୋହୂ ଙ୍କର ବୟସ ଥିଲା 25 ବର୍ଷ | ଆଉ ଅଧା ବୟସର ଝିଅ କୁ ବିବାହ କରିକି ବାପା ସମ୍ପର୍କ ଭଳି ଥିବା ବୃଦ୍ଧ ଜଣଙ୍କ ହାତ ଧରି ନେଇଯାଉଛନ୍ତି ନୂଆ ମନ୍ଦିରରେ ବିବାହ କରିଥିବା ତାଙ୍କର ବୋହୂ କୁ | ତେବେ ଯାହା ଦେଖା ଯାଉଛି କି ଶଶୂର ଜଣଙ୍କ ଫରମାଲ ଡ୍ରେସ ପିନ୍ଧିଥିବା ବେଳେ ବୋହୂ ଜଣଙ୍କ ଶାଢ଼ୀ ଆଉ ନାଲି ରଙ୍ଗର ଓଢଣୀ ପକାଇଥିବାର ଦେଖିବାକୁ ମିଳିଥିଲା |
ତେବେ ଯେଉଁଠି ଆମ ହିନ୍ଦୁ ସମାଜରେ ଶଶୂର ଆଉ ବୋହୂ ଙ୍କର ସମ୍ପର୍କ କୁ ପବିତ୍ର ବୋଲି ଆମେ ମାନିଥାଉ, ସେହି ଜାଗାରେ ଏହିଭଳି କଥା ଅତ୍ୟନ୍ତ ନିନ୍ଦନୀୟ ଅଟେ | ଆଉ ଯେତେବେଳେ ଗଣ ମାଧ୍ୟମ ଆଗରେ ସେମାନଙ୍କୁ ଏହି ସବୁ ପ୍ରଶ୍ନ ବିଷୟରେ ପଚାରା ଯାଇଥିଲା ସେତେବେଳେ ସେମାନେ କହିଥିଲେ କି ସେମାନଙ୍କର ନିଜର ବୋଲି କେହି ନାହାନ୍ତି | ଆଉ ଯେଉଁଥିପାଇଁ ସେମାନେ ପରସ୍ପର ନିଷ୍ପତ୍ତି ନେଇଥିଲେ ଉଭୟ ଉଭୟଙ୍କୁ ବିବାହ କରିବା ପାଇକି | ଆଉ ଯେଉଁଥିପାଇଁ ସେମାନେ ବିବାହ କରିଛନ୍ତି | ଆଉ ଯେଉଁ ଘଟଣା ଟି ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।