ଭଉଣୀ ବାହାଘରରେ ଶାଢ଼ୀ ପିନ୍ଧି ରୋମାଣ୍ଟିକ ଡ୍ୟାନ୍ସ କଲେ ନିଜ ବଡ ଭଉଣୀ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ଆଜିର ଏହି ଇଣ୍ଟରନେଟ ଯୁଗରେ ଲୋକେ ନିଜର ପ୍ରତିଭାକୁ ମୋବାଇଲ୍ ଦ୍ଵାରା ଦେଖାଇ ଅନେକଙ୍କ ପାଖରେ ପହଞ୍ଚାଇବା କୁ ସକ୍ଷମ ହେଉଛନ୍ତି। କିଛି ଭିଡିଓ ବେଳେବେଳେ ଏମିତି ଆମ ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ଆମେ ବହୁତ୍ ଖୁସି ହୋଇଥାଉ। ମନ ଭିତରେ ଏକ ଭିନ୍ନ ଖୁସି ଦେଖା ଦେଇଥାଏ। ତେବେ ଆଜିର ଏହି ବ୍ୟସ୍ତ ବହୁଳ ଦୁନିଆରେ ଲୋକେ ନିଜ କାର୍ଯ୍ୟରେ ଏତେ ବ୍ୟସ୍ତ ଯେ ସେମାନେ ଚିତ୍ତ ବିନୋଦନ କରିବା ପାଇଁ ଟିକେ ଫୁରୁସତ୍ ବାହାର କରି ପାରୁ ନାହାଁନ୍ତି। ମନଖୋଲି କିଏ କେବେ ହସିଥିଲେ ତାହା ବି ବହୁତ୍ ଜଣଙ୍କର ମନେ ନଥିବ। ତାରି ଭିତରୁ କିଛି ଲୋକ ନିଜେ ହସି ଅନ୍ୟକୁ ହସାଇବାର ପ୍ରୟାସ କରି ଥାଆନ୍ତି।

ଯାହା ସମୟକ୍ରମେ ବହୁତ୍ ଭାଇରାଲ ହୋଇଥାଏ। ତେବେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ କିଛି ଭାଇରାଲ ଭିଡିଓ ଦେଖୁଥିବେ।ଯେମିତି ଏହିସବୁ ଭିଡିଓ ରେ ଖୁସି, ମଜା, ଦୁଃଖ ବେଦନା ଏବଂ ଭୟଭୀତ କଲାଭଳି ଖବର ମଧ୍ୟ ଆପଣ ଏଠାରେ ନିୟମିତ ଭାବରେ ଦେଖିବାକୁ ପାଉଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ। ଆଉ ଏହି ମଜାଳିଆ ଭିଡିଓ ଆମକୁ ବହୁତ୍ ପଶନ୍ଦ ଆସିଥାଏ ଏବଂ ବହୁତ୍ ଖୁସି ମଧ୍ଯ ଦେଇଥାଏ। କାରଣ ଏହିଭଳି କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା।

ସେହିଭଳି ଏକ ମନୋରଂଜନ ପୂର୍ଣ୍ଣ ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହା ହେଉଛି ଜଣେ ମହିଳାଙ୍କ ଡାନ୍ସ ଭିଡିଓ।ଏହି ମହିଳା ଜଣଙ୍କ ଏଠାରେ ଏହି ଭିଡିଓ ରେ ଯେଉଁଭଳି ଭାବରେ ଡାନ୍ସ କରୁଛନ୍ତି ତାହା ଦେଖିଲେ ଆପଣ ବି ବହୁତ୍ ଖୁସି ହୋଇଯିବେ। ଶାଢ଼ି ପିନ୍ଧି ଏହି ମହିଳା ଜଣଙ୍କ ମନଖୋଲି ନିଜ ଅନ୍ଦାଜ ରେ ନିଜର ଷ୍ଟାଇଲ ରେ ବେଶ୍ ଆନନ୍ଦରେ ନୃତ୍ୟ କରୁଛନ୍ତି ଏବଂ ନିଜେ ଏହି ନାଚକୁ ଉପଭୋଗ ବି କରୁଛନ୍ତି। ତାଙ୍କର ଏହି ନାଚକୁ ସେଠାରେ ଉପସ୍ଥିତ ଲୋକେ ବେଶ୍ ଉତ୍ସାହର ସହିତ ଦେଖୁଛନ୍ତି ଏବଂ ଖୁସି ହେଉଛନ୍ତି।

ତେବେ ଏହି ମହିଳା ଜଣଙ୍କ ତାଙ୍କ ଭଉଣୀଙ୍କ ବାହାଘରରେ ଏପରି ଭାବରେ ନାଚ କରୁଥିବା କୁହା ଯାଉଛି। ଗୀତର ତାଳେ ତାଳେ ସେ ଝୁମି ଯାଇ ବେଶ୍ ଖୁସି ମନରେ ସେ ନୃତ୍ୟ କରୁଛନ୍ତି। ତେବେ ଏହି ଦୃଶ୍ୟ ଏକ ବାହାଘରର ବୋଲି ଜଣା ପଡିଛି। ଯେଉଁଠି ଲୋକଙ୍କ ଗହଣରେ ମହିଳା ଜଣଙ୍କ ତାଙ୍କ ଢାଞ୍ଚା ରେ ମନଖୋଲି ନାଚୁଛନ୍ତି ଏବଂ ସମସ୍ତଙ୍କୁ ମନୋରଂଜନ କରାଉ ଅଛନ୍ତି। ତେବେ ମହିଳା ଜଣଙ୍କ ର ଏହି ଡାନ୍ସ ଭିଡିଓ କୁ ସୋସିଆଲ ମିଡିଆରେ ଦେଖି ଲୋକେ ବହୁତ୍ ପସନ୍ଦ କରୁଛନ୍ତି ଏବଂ ଖୁସି ହେଉଛନ୍ତି। ଆପଣ ବି ତାଙ୍କର ଏହି ନୃତ୍ୟକୁ ଦେଖିଲେ ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment