ବନ୍ଧୁଗଣ ଓଲିଉଡ ଅଭିନେତ୍ରୀ ମନୀଷା ରଥ, ଯିଏକି ଓଡ଼ିଆ ଫିଲ୍ମ୍, ସିରିଏଲ ଏବଂ ଯାତ୍ରା ଇଣ୍ଡଷ୍ଟ୍ରି ରେ ଏକ ପରିଚିତ ଲୋକପ୍ରିୟ ଚେହେରା। ଜଣେ ଆଗ ଧାଡିର ଅଭିନେତ୍ରୀ ଭାବରେ ତାଙ୍କର ଲୋକପ୍ରିୟତା ବେଶ୍ ଅଧିକ। ଅନେକ ଦର୍ଶକ ତାଙ୍କୁ ବହୁତ ସାରା ଭଲପାଇବା ଏବଂ ଆଶିର୍ବାଦ ଦେଇଛନ୍ତି, ଅଭିନୟ କ୍ଷେତ୍ରରେ ତାଙ୍କର ନିଷ୍ଠାବାନ ଏବଂ ଦୃଢ଼ ପରିଶ୍ରମ ପାଇଁ। ଏହାଛଡା ଦର୍ଶକ, ପ୍ରସଂଶକ ମାନଙ୍କ ସହିତ ସେ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରିଥାନ୍ତି। ତେବେ ଅଭିନୟ ଜଗତର କଳାକାର ବା ସେଲିବ୍ରେଟି ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ଭିନ୍ନ ଏବଂ ଆକର୍ଷିତ କଲା ଭଳି ହୋଇଥାଏ।
ଲୋକେ ସେମାନଂକୁ ବହୁତ୍ ଭଲ ପାଆନ୍ତି ଏବଂ ସେମାନଂକୁ ଅନୁସରଣ ବି କରନ୍ତି। ସେମାନଙ୍କ ବିଷୟରେ ଜାଣିବାକୁ ଇଛା କରନ୍ତି। ଯଦି ଆମେ ଓଡ଼ିଶାର ଧାରାବାହିକ ଜଗତର କଥା କହିବା ତେବେ ଏଥିପାଇଁ ଅନେକ ପାଗଳପ୍ରାୟ ଅଟନ୍ତି।ଏହି ଜଗତର ଅନେକ କଳାକାର ମାନେ ସେମାନଙ୍କ ଅଭିନୟ ର ଯାଦୁରେ ଲୋକଙ୍କୁ କିମିଆ କରି ରଖିଛନ୍ତି। ଅନେକ ସମୟରେ ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଥାଏ।
ତେବେ ଓଡିଆ ସିରିଏଲ ଇଣ୍ଡଷ୍ଟ୍ରିର ପ୍ରଭାବ ଏବେ ଦର୍ଶକ ମାନଙ୍କ ପାଇଁ ଟିକେ ଅଧିକ ରହିଥିବା ଦେଖିବାକୁ ମିଳୁଛି। ସିରିଏଲ ଦୁନିଆର କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି। ସେମାନଙ୍କ ମଧ୍ୟରୁ ଏହି ଅଭିନେତ୍ରୀ ମନୀଷା ରଥ ଅନ୍ୟତମ।ସେ ଅନେକ ଫିଲ୍ମ ଏବଂ ଧାରାବାହିକରେ ତାଙ୍କର ଚମତ୍କାର ଅଭିନୟ ପାଇଁ ବେଶ୍ ପରିଚିତ।ଏବେ ନିକଟରେ ତାଙ୍କ ସହ ଏକ ସାକ୍ଷାତକାର ର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ତାଙ୍କ ପ୍ରେମ, ଭଲପାଇବା କିପରି ଭାବରେ ହୋଇଥିଲା ଏବଂ କିଏ ପ୍ରଥମେ ପ୍ରେମ ନିବେଦନ କରିଥିଲେ ସେ ବିଷୟରେ କହିଛନ୍ତି।
ଖୋଲା ମନରେ ଖୋଲା ହୃଦୟରେ ହସ ହସ ମୁଖରେ ସେ ସବୁକଥା କହିଛନ୍ତି।ସେ ଏବଂ ତାଙ୍କ ସ୍ବାମୀଙ୍କ ଭିତରେ ଭଲପାଇବା ଥିଲା କିନ୍ତୁ ସ୍ବାମୀ କିଛି ଜାଣି ବି କହୁନଥିଲେ କାରଣ ତାଙ୍କର ମେଲ୍ ଇଗୋ ଟିକେ ଅଧିକ ରହିଥିଲା। ଶେଷରେ ମନୀଷା ତାଙ୍କ ସ୍ୱାମୀଙ୍କୁ ପ୍ରେମ ନିବେଦନ କରିଥିଲେ।ପରେ ପ୍ରେମ ଆଗକୁ ବଢ଼ି ଚାଲିଲା ଏବଂ ଘରେ ସବୁ ଜାଣିବା ପରେ ବିବାହ ହେଲା ଏବଂ ଏବେ ସେମାନେ ବହୁତ୍ ଖୁସିରେ ରହିଛନ୍ତି। ଏହାଛଡା ରୋମାଣ୍ଟିକ ସିନ କରିବା ସମୟରେ ସେ କିପରି ନର୍ଭସ ଥାଆନ୍ତି ଏବଂ ତାଙ୍କର ହାତ ଗୋଡ଼ ଥରେ ସେ ବିଷୟରେ ମଧ୍ୟ ସେ କ୍ୟାମେରା ସାମ୍ନାରେ କହିଛନ୍ତି। ଏହିଭଳି ଅନେକ କଥା ତାଙ୍କ ବିଷୟରେ ଆପଣ ଏହି ଭିଡିଓ ଦେଖିଲେ ଜାଣି ପାରିବେ ଏବଂ ଏହି ଭିଡିଓକୁ ଦେଖିଲେ ଆପଣ ବି ନିଶ୍ଚିତ ଖୁସି ହେବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।