ଭାଇରାଲ୍ ହେବା ପରେ ପୁଣି ଓଡ଼ିଶାରେ ଚହଳ ପକାଇଲା ପୂର୍ଣ୍ଣ ମଉସାଙ୍କ ପ୍ରଥମ ଭଜନ ସୁଟିଂ… ମାତ୍ର 4 ଘଣ୍ଟାରେ 338k ରୁ ଅଧିକ ଲୋକ ଦେଖି ସାରିଲେଣି…

ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ମ୍ୟୁଜିକ ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଜାଣିଥିବେ | ଆଉ ଅନେକ ପ୍ରକାରର ନୂଆ ନୂଆ ସ୍ୱର ଆଉ ଅଭିନୟ ର ର ଯାଦୁ ମଧ୍ୟ ଦେଖିବାକୁ ଆମେ ପାଇଥାଉ ସୋସିଆଲ ମିଡ଼ିଆ ଜରିଆରେ | ତେବେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଭାଇରାଲ ଦେଖିବାକୁ ମିଳିଛି ଯେଉଁଥିରେ ବୃଦ୍ଧ ଜଣଙ୍କ ରାସ୍ତା ଉପରେ କାନ୍ଦି କାନ୍ଦି କାଳିଆ ଙ୍କୁ ତାର ଦୁଃଖ ଜଣାଉଛନ୍ତି | ଆଉ ଯେଉଁ ମ୍ୟୁଜିକ ଭିଡ଼ିଓ କୁ ଆପଣ ମାନେ ମଧ୍ୟ ଦେଖିଲେ ପ୍ରସଂଶା ନ କରି ରହି ପାରିବେ ନାହିଁ | ତାହେଲେ ଆସନ୍ତୁ ଦର୍ଶକ ଭାଇରାଲ ହେଉଥିବା ସେହି ମ୍ୟୁଜିକ ଭିଡ଼ିଓ ବିଷୟରେ ଅଧିକ କିଛି ଜାଣିବା |

ତେବେ ସିଦ୍ଧାର୍ଥ ଟିଭିରେ ଯେଉଁ ନୂଆ ମ୍ୟୁଜିକ ଭିଡ଼ିଓ ଟି ଭାଇରାଲ ହେଉଛି ଆଉ ଯେଉଁଥିରେ ବୃଦ୍ଧ ଜଣଙ୍କ ତାଙ୍କର ପୁଅ ପାଖରୁ ଧୋକା ପାଇବା ପରେ ରାସ୍ତାରେ କାନ୍ଦି କାନ୍ଦି ଆସୁଛନ୍ତି |ତେବେ କୁହା ଯାଏ ଦୁନିଆରେ ବାପା ଆଉ ମା ଙ୍କ ଠାରୁ ବଡ଼ ଦେବତା ଆଉ କେହି ନାହିଁ | ଆଉ ସେହି ବାପା ଆଉ ମା ହେଉଛନ୍ତି ଚଳାନ୍ତି ଦେବତା ପିଲା ମାନ ଙ୍କ ପାଇଁ | ଆଉ ଏଠି ବୃଦ୍ଧ ଜଣଙ୍କର ଏକ ଗୀତ “ଦଦରା ନାଆ ରେ ଭଙ୍ଗା ନାବିକ” ଗୀତ ରେ ସୁନ୍ଦର ଭାବରେ ଭିଡ଼ିଓ ଟି ହେଇଛି | ତେବେ ଆଜିର ଯୁଗ ବଦଳି ଗଲାଣି ଲୋକ ମାନେ ଆଉ ବାପା ମା ଙ୍କୁ ଭଲ ପାଉ ନାହାନ୍ତି |ଆଉ ଯେଉଁଠି ଦେଖିବାକୁ ମିଳୁଛି କି ପିଲା ମାନେ ବଡ଼ ହେବା ପରେ ତାର ବାପା ମା ଙ୍କୁ ଭୁଲି ଯାଉଛନ୍ତି |

ତେବେ ଯାହା ଜଣା ପଡିଛି କି ଆଜିର ସମାଜରେ ଘଟୁଥିବା କେତେକ ସତ ଘଟଣା କୁ ନେଇକ ଏକ ମ୍ୟୁଜିକ ଭିଡିଓଟିଏ ରିଲିଜ ହେଇଛି | ଆଉ ଯେଉଁ ଗୀତ ଟିର ନାଁ ହେଉଛି “ଦଦରା ନାଆ ରେ ଭଙ୍ଗା ନାବିକ” ତେବେ ଏହି ଗୀତ ଟିକୁ ଆଉ ଭିଡିଓକୁ ଦେଖିକି ଜାଣି ହେଉଛି କିଭଳି ମା ବାପା କଷ୍ଟ କରିକି ପୁଅ କୁ ପାଳି ପଶିକି ମଣିଷ କରିବା ସହିତ ଛୋଟରୁ ନେଇକି ବଡ଼ କରିଛନ୍ତି | ସେଭଳି ମଣିଷ କୁ ଧୋକା ଦେବା ପରେ ଦେଖିବାକୁ ମିଳିଛି କି ବୃଦ୍ଧ ଜଣଙ୍କ ରାସ୍ତା ରେ କାନ୍ଦି କାନ୍ଦି ଚାଲିଛନ୍ତି | ଆଉ କାଳିଆ ଙ୍କୁ ତାଙ୍କର ବୃଦ୍ଧ ବୟସର ଦୁଃଖକୁ ଜଣାଉଛନ୍ତି |

ଆଉ ଏହିଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି | ଆଉ ତାହାର ସୁଟିଂ ସମୟରେ ଦେଖା ଯାଉଥିବା ବୃଦ୍ଧ ର ଦୁଃଖକୁ ଏହି ଭିଡ଼ିଓ ମାଧ୍ୟମରେ ଜଣାଇ ଦିଆ ଯାଇଛି | ଆଉ ଯେଉଁଥିରେ ଜଣା ପଡୁଛି କି ବୃଦ୍ଧ ଜଣଙ୍କର ଦୁଃଖ କେହି ଶୁଣୁନାହାନ୍ତି, କେବଳ କାଳିଆ ଙ୍କୁ ତାଙ୍କର ଦୁଃଖ କୁ ଜଣାଇଛନ୍ତି ବୃଦ୍ଧ ଜଣକ |ଆଉ ଯେଉଁଥିପାଇଁ ବୃଦ୍ଧ ଜଣଙ୍କ ରାସ୍ତାରେ କାନ୍ଦି କାନ୍ଦି ରାସ୍ତାରେ ନିଜର ଦୁଃଖ ଜଣାଇଛନ୍ତି କାଳିଆ କୁ | ଆଉ ଏହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment