Swastik Tv News Odisha

ଭାଇରାଲ ବୟ Santanu & ଭାଇରାଲ ଗାର୍ଲ Ritika ଙ୍କ Duet Song Performance ଦେଖିଲେ ଆପଣ ବି ନିଜକୁ କଣ୍ଟ୍ରୋଲ କରି ପାରିବେନି… ସବୁ Million Views କୁ Cross କଲା ଏହି ଭିଡ଼ିଓ

0

ବନ୍ଧୁଗଣ ଛୋଟ ପିଲା ମାନଙ୍କ ପାଇଁ ସ୍ୱରର ମହାମଞ୍ଚ ପାଲଟି ଥିବା ଓଡିଶାର ନୂଆ ସ୍ୱର, ଜୁନିୟର ରେ ଅନେକ ଜଣ କୁନି ପ୍ରତିଭା ଆସି ତାଙ୍କର ପ୍ରତିଭା ଦେଖାଉ ଅଛନ୍ତି। ଯାହାକୁ ଶୁଣି ଖୁସି ହେଉଛି ସାରା ଓଡ଼ିଶା।ତେବେ ଏହି ମଞ୍ଚରେ ସବୁଠାରୁ ବଡ଼ ଆକର୍ଷଣ ପାଲଟିଛନ୍ତି ଦୁଇ କୁନି ପ୍ରତିଭା ଶାନ୍ତନୁ ଏବଂ ରିତିକା।କୁନି ଝିଅ ରିତିକା ତାର ସ୍ଵରର ଯାଦୁରେ ସମସ୍ତଙ୍କୁ ଏପରି ଘାଇଲା କରିଛି,ଏହା ଏବେ ବେଶ୍ ଚର୍ଚ୍ଚା ଏବଂ ଭାଇରାଲ ହେବାରେ ଲାଗିଛି।ଏହି ବାଳିକା ଜଣଙ୍କ ନାମ ହେଉଛି ରିତିକା।ସେ ତାଙ୍କର ସ୍ବରର ଯାଦୁରେ ବିଚାରକ ମାନଙ୍କୁ ଆକର୍ଷିତ ଏବଂ ଆନନ୍ଦିତ କରିଛନ୍ତି।

ସମସ୍ତେ ତାଙ୍କ ଗୀତକୁ ଶୁଣି, ତାଙ୍କର ସ୍ୱରକୁ ଶୁଣି ଏତେ ଖୁସି ହୋଇଛନ୍ତି ଯେ ସମସ୍ତେ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ସବୁ ପ୍ରକାଶ କରିଛନ୍ତି। ସବୁ ବିଚାରକ ମାନେ ତାଙ୍କର ମଧୁର ସ୍ୱରକୁ ଶୁଣି ତାଙ୍କ ସ୍ୱରର ଫିଦା ହୋଇ ଯାଇଛନ୍ତି। ତେବେ ଏହି ପିଲାଟିର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଠି ସେ ଦମଦାର ପ୍ରଦର୍ଶନ କରୁ ଥିବାର ଦେଖିବାକୁ ମିଳୁଛି। ସେହିପରି କୁନି ବାଳକ ଯାହାର ନାମ ଶାନ୍ତନୁ କୁମାର ମହାନ୍ତି, ସେ ତାଙ୍କ ସଙ୍ଗୀତ ଏବଂ ଅଭିନୟରେ ସମସ୍ତଙ୍କ ପ୍ରିୟ ଏବଂ ମନୋରଞ୍ଜନର ଏକ ତଡକା ହୋଇ ପାରିଛନ୍ତି।ସେ ଏବେ ବେଶ ପରିଚିତ ଏବଂ ଜଣାଶୁଣା ଚେହେରା ଏବଂ ଭାଇରାଲ ବୟ ଭାବରେ ବେଶ୍ ପରିଚିତ ହୋଇ ପାରିଛନ୍ତି।

ଏବେ ତାଙ୍କର ଅନେକ ଭିଡିଓ ସାମ୍ନାକୁ ଆସୁଛି।ଆପଣ ବି ଏହି ସବୁ ଗୀତ ଏବଂ ଭିଡିଓ କୁ ଦେଖିବାକୁ ପାଉଥିବେ। ତେବେ ସଙ୍ଗୀତ ଏକ ଏପରି ଜିନିଷ ଯାହା ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ।କିନ୍ତୁ ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ। ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ। ତେବେ ଏବେ ଏହି ଦୁଇ କୁନି ପ୍ରତିଭା ଗୀତରେ ତାଙ୍କର କମାଲ ଦେଖାଇଛନ୍ତି। ସେମାନଙ୍କ ଏକ ଡୁଏଟ ପରଫରମାନସ୍ ଏବେ ଦେଖିବାକୁ ମିଳିଛି ଏହି ସ୍ୱରର ମହାମଞ୍ଚରେ।

ଗାୟକ ମଣ୍ଟୁ ଛୁରିଆ ଏବଂ ଅର୍ପିତା ଗାଇଥିବା ଏକ ସୁନ୍ଦର୍ ଗୀତରେ ଏହି ଦୁଇ କୁନି ଗାୟକ ତାଙ୍କର ପ୍ରଦର୍ଶନ ଦେଖାଇଛନ୍ତି। ତେବେ ଏହି ଗୀତଟି ହେଉଛି ମଲା ଦେଇ ମୋତେ ଗେଣ୍ଡୁ ଫୁଲ ଲୋ, ଟୋକା ପାଇଗଲା ମୋତେ ଭଲ ଲୋ।ଏହି ଗୀତକୁ ଅଭିନୟ ଦେଖାଇ ଏତେ ସୁନ୍ଦର୍ ଭାବରେ ଶାନ୍ତନୁ ଏବଂ ରିତିକା ଗାଇଛନ୍ତି ଯେ ଏହାକୁ ଶୁଣି ଖୁସି ହୋଇଛନ୍ତି ସମସ୍ତ ବିଚାରକ ଏବଂ ବହୁତ୍ ଉପଭୋଗ ମଧ୍ୟ କରିଛନ୍ତି। ଅଭିନୟ ସାଙ୍ଗକୁ କୁନି ପିଲା ଦୁଇଜଣଙ୍କର ଏଭଳି ଗାୟିକି ସମସ୍ତଙ୍କୁ ଆକର୍ଷିତ କରିଛି। ଆପଣ ବି ଥରେ ଏହି ଦମଦାର ପ୍ରଦର୍ଶନକୁ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.