ଭାଇରାଲ ବୟ Santanu & Gungun ପ୍ରଥମ ଥର କଲେ ଜବରଦସ୍ତ ଆଲବମ ” ବାଜିବ ଲୋ ଯୋଡି ମହୁରୀ ” ମାତ୍ର 4 ଘଣ୍ଟାରେ 03 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ଭାଇରାଲ ବୟ ଶାନ୍ତନୁଙ୍କ କଣ୍ଠରୁ ଅନେକ ଗୁଡ଼ିଏ ସଙ୍ଗୀତ ତ ଆପଣ ଶୁଣିବାକୁ ପାଇଥିବେ। ଅନେକ ଗୁଡିଏ ମନଛୁଆଁ ସଙ୍ଗୀତ ସେ ବହୁତ୍ ଅଳ୍ପ ବୟସରୁ ଗାଇ ସାରିଲେଣି।ତାଙ୍କ ସ୍ଵରରେ ସତେ ଯେମିତି ଏକ ଯାଦୁ ରହିଛି। ତାଙ୍କର ଅନେକ ଏମିତି ଓଡ଼ିଆ ସଂଗୀତ ରହିଛି ଯାହାକୁ ଶୁଣିଲେ ମନ ପୂରି ଯାଏ।ସେହିପରି ଏକ ସୁନ୍ଦର୍ ମନକୁ ଛୁଇଁଲା ଭଳି ଓଡ଼ିଆ ସଙ୍ଗୀତ ଯାହାକୁ ଶାନ୍ତନୁ ଏବଂ ଅଙ୍କିତା ଗାଇଛନ୍ତି ଯାହାକୁ ଶୁଣିଲେ ଆପଣ ବି ଖୁସି ହୋଇଯିବେ। ଏହାର ଭିଡିଓ ରେ ମଧ୍ୟ ନିଜେ ଅଭିନୟ କରିଛନ୍ତି ଶାନ୍ତନୁ। ତାଙ୍କ ସହ ଏହି ମ୍ୟୁଜିକ ଭିଡିଓ ରେ ଅଭିନୟ କରିଛନ୍ତି କୁନି ଝିଅ ଗୁନ ଗୁନ୍।

ଏହି ଗୀତଟି ଏତେ ମଜାଦାର ଏବଂ ସୁନ୍ଦର୍ ହୋଇଛି ଯେ ଯାହାକୁ ଶୁଣି ବେଶ ମଜା ନେଉଛନ୍ତି ଏବଂ ଆନନ୍ଦିତ ହେଉଛନ୍ତି ଦର୍ଶକ। ଆପଣ ତ ଜାଣିଛନ୍ତି ତାଙ୍କ ସ୍ୱରର ସବୁଗୀତ ବେଶ୍ ଆକର୍ଷଣୀୟ ହୋଇଥାଏ ଶୁଣିବାକୁ, ଯାହାକୁ ଦର୍ଶକ, ଶ୍ରୋତା ମାନେ ବହୁତ୍ ପସନ୍ଦ କରନ୍ତି।ସେହିପରି ଏହି ଗୀତ ଏବେ ବେଶ୍ ଲୋକପ୍ରିୟତା ର ସହିତ ଆଗେଇ ଚାଲିଛି। ଶ୍ରୋତା ମାନେ ଏହାକୁ ଶୁଣି ବହୁତ୍ ଖୁସି ହେଉଛନ୍ତି।ଆମ ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ଏବେ ଆଲବମ୍ ଜଗତରେ ତାର ପାରଦର୍ଶିତା ହାସଲ କରିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ହିଟ୍ ଗୀତକୁ ଭେଟି ଦେଉଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ମାନେ।

ତିଆରି ହେଉଥିବା ଏହିସବୁ ନୂଆ ନୂଆ ଗୀତର ସୁନ୍ଦର୍ ସଂଯୋଜନା ସାଙ୍ଗକୁ ନିର୍ଦ୍ଦେଶନା ମଧ୍ଯ ହୃଦୟସ୍ପର୍ଶୀ ହେଉଛି। ଏହାଛଡ଼ା ଲୋକଙ୍କ ହୃଦୟକୁ ମଧ୍ଯ ଛୁଇଁ ପାରୁଛି ଏହି ସବୁ ଗୀତ। ତେବେ ଏସବୁ ଗୀତର ଲେଖା ମଧ୍ୟ ବହୁତ ସୁନ୍ଦର୍ ହେଉଛି ଏବଂ ଲୋକଙ୍କୁ ଆକର୍ଷିତ କଲାଭଳି ହେଉଛି। ତେବେ ଏହି ଗୀତ ଗୁଡ଼ିକର ସଙ୍ଗୀତ ରଚନା ବହୁତ୍ ସୁନ୍ଦର ହେଉଛି।ଏହାଛଡା ଏତେ ସୁନ୍ଦର୍ ଭାବରେ ସ୍ଵରରେ ଏସବୁ ଗୀତକୁ ସଜା ଯାଉଛି ଯେ ଏହାକୁ ଶୁଣିବାକୁ ବହୁତ୍ ଭଲ ଲାଗୁଛି। ଦିନକୁ ଦିନ ଅନେକ ସୁନ୍ଦର୍ ସୁନ୍ଦର୍ ଗୀତ ସବୁ ଆସୁଛି ଯାହା ଅଗଣିତ ଶ୍ରୋତା ଏଵଂ ଦର୍ଶକ ଙ୍କୁ ପସନ୍ଦ ଆସିବା ଭଳି ଅଟେ।ସେହିପରି ଏବେ ଯେଉଁ ଗୀତର ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି।

ଆପଣ ଏହି ଭାଇରାଲ ଗୀତକୁ ଶୁଣିଲେ ଜାଣି ପାରିବେ ଯେ କେତେ ସୁନ୍ଦର୍ ନିର୍ଦ୍ଦେଶନା ଏବଂ ସଂଯୋଜନା ହୋଇଛି ଏହି ଗୀତରେ।ଏହି ଗୀତଟି ହେଉଛି ବାଜିବ ଲୋ ଯୋଡି ମହୁରୀ।ଏହି ଗୀତଟି ସୋସିଆଲ ମିଡିଆରେ ବେଶ୍ ହିଟ୍ ହେବାରେ ଲାଗିଛି।ଏହି ଗୀତକୁ ଶାନ୍ତନୁ ଏବଂ ଅଙ୍କିତା ଗାଇଥିବା ବେଳେ ଏହି ଗୀତର ଲିରିକ୍ସ ଦେଇଛନ୍ତି ମିଷ୍ଟର ପ୍ରବୀଣ। ଏହାର ମ୍ୟୁଜିକ ଦେଇଛନ୍ତି ଚିନ୍ମୟ ଦାସ୍ ଓ ବିଭୁନ। ପାଖାପାଖି ୯୦ ଲକ୍ଷ ଲୋକ ଏହି ଗୀତର ଭିଡିଓକୁ ୟୁ ଟ୍ୟୁବ୍ ରେ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment