ଭାଇରାଲ ବୟ Santanu & R.Ankita ଷ୍ଟୁଡିଓ ରେ ଗାଇଲେ ଏମିତି ଗୀତ ” କୁହୁକ କଣ୍ଢେଇ ତୁ “… ମାତ୍ର 4 ଘଣ୍ଟାରେ 1227k ଲୋକ ଦେଖି ସାରିଲେଣି…

ପୁଣି ଭାଇରାଲ ବୟ ଶାନ୍ତନୁ ଙ୍କ କଣ୍ଠରେ ଏକ ସୁନ୍ଦର୍ ଗୀତ ରେକର୍ଡ ହୋଇଛି ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଲା ଭଳି ହୋଇଛି। ଯେଉଁ ସଙ୍ଗୀତକୁ ଶୁଣିଲେ ଆପଣ ବି ଖୁସି ହେବେ।ଏହି ମନଛୁଆଁ ସଙ୍ଗୀତ ଟିଏ ଯାହାକୁ ଗାଇଛନ୍ତି ଆର୍ ଅଙ୍କିତା ଏବଂ ଭାଇରାଲ୍ ବୟ ଶାନ୍ତନୁ କୁମାର। ଆପଣ ତ ଜାଣିଛନ୍ତି ଶାନ୍ତନୁ ହେଉଛନ୍ତି ଓଡ଼ିଶାର ଏକ ଲୋକପ୍ରିୟ ଚେହେରା। ଏବେ ତାଙ୍କର କଣ୍ଠରୁ ସୁନ୍ଦର୍ ସଙ୍ଗୀତ ର ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଅଙ୍କିତାଙ୍କ ସହ ଏତେ ଚମତ୍କାର ସଙ୍ଗୀତ ତାଙ୍କ କଣ୍ଠରେ ଗାଉଥିବାର ନଜର ଆସିଛନ୍ତି ଯାହାକୁ ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ।

ଏତେ ଚମତ୍କାର ଭାବରେ ସେମାନେ ଗୀତ କୁ ଗାଉଛନ୍ତି, ଯାହା ଶୁଣିବାକୁ ବହୁତ୍ ଭଲ ଲାଗୁଛି।ଆଉ ଏହାକୁ ଶୁଣି ଅଗଣିତ ଶ୍ରୋତା ମାନେ ବହୁତ୍ ପସନ୍ଦ କରିବା ସହ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ସବୁ ଦେଉଛନ୍ତି। ଯାହାକୁ ଶୁଣି ବହୁତ୍ ଖୁସି ଲାଗୁଛି। ବାସ୍ତବରେ ସଙ୍ଗୀତ ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ସଦୃଶ ଅଟେ। ଯେତେବେଳେ ବି ଆମେ ସଙ୍ଗୀତ ଶୁଣିବାକୁ ପାଉ ଆମ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ। ସଙ୍ଗୀତ ଆମ ନିରସ, କ୍ଳାନ୍ତ ଜୀବନରେ ରସ ଭରି ଦେଇଥାଏ।ଏହା ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ।

କିନ୍ତୁ ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ, ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ। ବେଳେବେଳେ କିଛି ଏମିତି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଛୋଟ ଛୋଟ ପିଲା ମାନଙ୍କର ଏପରି ଗାୟିକୀ ର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ।ସେମାନଙ୍କ ଯେକୌଣସି ଗୀତ ଗାଉଥିବାର ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ତେଣୁ ଛୋଟ ପିଲା ମାନଙ୍କର ଗୀତ ଗାଇବା ର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ।

ଆମେ ସେମାନଙ୍କ କୁନି ପାଟିରେ ସ୍ଵରକୁ ଶୁଣି ବହୁତ୍ ଖୁସି ହୋଇ ଥାଉ। ସେହିପରି ଏହି ଦୁଇ କୁନି ପ୍ରତିଭା ଶାନ୍ତନୁ ଏବଂ ଆର ଅଙ୍କିତା ଯେଉଁମାନେ କି ତାଙ୍କର ସ୍ୱରର ଯାଦୁରେ ସମସ୍ତଙ୍କୁ ଚକିତ କରିଛନ୍ତି ତାଙ୍କର ଏହି ଭାଇରାଲ ଗୀତକୁ ଥରେ ଆପଣ ଶୁଣନ୍ତୁ।ସେମାନେ ତାଙ୍କର ସୁମଧୁର ସ୍ଵରରେ କିପରି ଏକ ରୋମାଣ୍ଟିକ ଗୀତ ଗାଉଛନ୍ତି ଥରେ ଶୁଣନ୍ତୁ। ଏହି ଗୀତଟି ହେଉଛି କୁହୁକ କଣ୍ଢେଇ ତୁ।ଏହି ସୁନ୍ଦର୍ ଗୀତଟିକୁ ସ୍ବରରେ ସଜା ଯାଇଛି ଏବଂ ଏହାର ଲିରିକ୍ସ କରିଛନ୍ତି ପ୍ରମୋଦ ପରିଡା।ଏହି ସଙ୍ଗୀତ ର ମ୍ୟୁଜିକ ନିର୍ଦ୍ଦେଶନା ଦେଇଛନ୍ତି ମୁନା ମହାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment