ଭାଇରାଲ ହେଲା ଅଙ୍ଗନବାଡି ଦିଦି ଙ୍କ ” ମୁଁ ଟିକି ପ୍ରଜାପତି ” ଗୀତରେ ଠୁମକା ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ତେବେ ବନ୍ଧୁଗଣ ଆପଣ ମାନେ ତ ବେଶ ଭଲ ଭାବରେ ଜାଣିଥିବେ କି ଆଜିକାଲି ପିଲା ମାନଙ୍କର ପାଠ ପଢା ପାଇଁକି ସରକାର କେତେ ଧ୍ୟାନ ଦେଉଛନ୍ତି | ଆଉ ଯେଉଁଠି ଜଣା ପଡିଛି କି ବିଶେଷ କରିକି ଅଙ୍ଗନବାଡି ଦିଦି ମାନଙ୍କୁ ମହିଳା ଓ ଶିଶୁ ମାନଙ୍କ ର ବିକାଶ ର ଦାୟିତ୍ୱ ଦିଆଯାଇଛି | ଆଉ ଯେଉଁଥିରେ ଛୋଟ ଛୋଟ ପିଲା ମାନେ କେଉଁ ଭଳି ଭାବରେ ଭଲରେ ପାଠ ପଢ଼ିବେ ଓ କେଉଁ ଶୌଳି ରେ ପାଠ ପଢ଼େଇଲେ ସେମାନଙ୍କର ପାଠ ପଢିବା କ୍ଷେତ୍ରରେ ବିଶେଷ ଭାବରେ ଉନ୍ନତି ହେବ ତାହା ଶିଖା ଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହିଭଳି ଭାଇରାଲ ହେଉଥିବା ଅଙ୍ଗନବାଡି ଦିଦି ଙ୍କର ଭାଇରାଲ ଭିଡ଼ିଓ ଉପରେ ଟିକିଏ ନଜର ପକାଇବା |

ତେବେ ସେ ଶିକ୍ଷା ହେଉ କି ସ୍ୱାସ୍ଥ୍ୟ ସବୁ ଦିଗରେ ଆମର ସରକାର ଆଗୁଆ ଅଛନ୍ତି |ଆଉ ଆମେ ମାନେ ଜାଣିଛୁ କି ପିଲାମାନଙ୍କର ଭବିଷ୍ୟତ ପାଇଁ, ସେମାନଙ୍କର ପାଠ କ୍ଷେତ୍ରରେ ଉନ୍ନତି ପାଇଁ ଆମ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି | ସାଧାରଣତଃ ଆମେ ମାନେ ଜାଣିଛୁ କି ପିଲା ମାନଙ୍କ ର ପାଠ ପଢ଼ିବାର ଶୌଳି ବଦଳିବାକୁ ଲାଗିଲାଣି | ତେବେ ଆଗରୁ ପିଲା ମନ ଙ୍କୁ ପାଠ ବିଷୟରେ ବୁଝାଇ ପାଠ ପଢା ଯାଉଥିବା ବେଳେ ବର୍ତ୍ତମାନ ସରକାର ଙ୍କ ତରଫରୁ ପାଠ ପଢିବା ପାଇଁ ଗୀତ ନାଚ ର ଭୂମିକା ଆପଣାଉ ଥିବାର ଜଣା ପଡୁଛି |

ତେବେ ସେହି ଭଳି ଯେଉଁ ଭିଡ଼ିଓଟି ଭାଇରାଲ ହେଉଛି ତାହା ହେଉଛି ଅଙ୍ଗନବାଡି ଦିଦି ଙ୍କର | ଆଉ ଦିଦି ଜଣଙ୍କ ମୁଁ ଟିକି ପରଜା ପତି ଭଳି ଗୋଟିଏ ଗୀତରେ ସୁନ୍ଦର ଭାବରେ ଅଭିନୟ ସାଙ୍ଗକୁ ଡାନ୍ସ କରୁଛନ୍ତି | ଆଉ ତାଙ୍କର ଅଙ୍ଗ ଭାଙ୍ଗି ଆଉ ରେ ପିଲା ମାନେ ମଧ୍ୟ ଆକୃଷ୍ଟ ହୋଇଯିବେ | ତେବେ ସେଠାରେ ଅନ୍ୟ ଅଙ୍ଗନବାଡି ଦିଦି ମାନେ ମଧ୍ୟ ବସିଛନ୍ତି ଆଉ ସେହି ଦିଦି ଜଣକ ଅଭିନୟ କରିବା ସହିତ ଡାନ୍ସ ମଧ୍ୟ କରୁଥିବାର ଜଣା ପଡୁଛି | ଆଉ ଯାହା କୁ ସେ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି |

ତେବେ ଅଙ୍ଗନବାଡି ଦିଦି ଜଣଙ୍କ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ଗୀତ ଟିକୁ ବେଶ ସୁନ୍ଦର ଭାବରେ ନାଚ ତାହା ସହିତ ଅଭିନୟ କରିକି ଦେଖାଉଛନ୍ତି | ତେବେ ଆମେ ଜାଣିଛୁ କି ଆଜିର ପିଲାମାନେ କେବଳ ସାଧାରଣ ଭାବରେ ଶିକ୍ଷା ଲାଭ କରିବା ଅପେକ୍ଷା ଅଭିନୟ ଆଉ ନାଚ ମାଧ୍ୟମରେ ଶିକ୍ଷା କୁ ଅଧିକ ଗ୍ରହଣ କରିଥାନ୍ତି |ଆଉ ଯାହା ଏଠି ଏହି ଭିଡିଓକୁ ଦେଖିକି ଜାଣି ହେଉଛି କି କିଭଳି ଭାବରେ ଶିକ୍ଷା ଦାନ କରିଲେସନ କୁନି କୁନି ପିଲା ମାନେ ତାହାକୁ ଅଧିକ ଗ୍ରହଣ କରିବେ ଓ ସବୁ କଥା ଜାଣିପାରିବେ |ଆଉ ଯାହା ଏବେ ଦିଦି ଙ୍କର ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି, ଆଉ ଲୋକ ମାନେ ମଧ୍ୟ ଭିନ୍ନ ଭିନ୍ନ ମତ ମଧ୍ୟ ଦେଉଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment