Swastik Tv News Odisha

ଭାତୁଡ଼ିର ( Warts ) ଘରୋଇ ଉପଚାର | home remedies

0

ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇଥାଏ, ଆଉ ଯାହା ବିଷୟରେ ଆପଣ ମାନେ ଜାଣି ରଖିବା ନିହାତି ଆବଶ୍ୟକ ହୋଇଥାଏ | ତେବେ ଆମେ ଜାଣିଛୁ କି ପ୍ରତେକ ଙ୍କ ଠାରେ କିଛି ନା କିଛି ରୋଗ ଜଣିତ ସମସ୍ୟା ସବୁବେଳେ ଦେଖା ଦେଇଥାଏ | ଆଉ ସେହି ସମସ୍ୟାକୁ ସମାଧାନ କରିବା ପାଇଁ କେତୋଟି ଘରେଇ ସମାଧାନ ମଧ୍ୟ ରହିଥାଏ | ତେବେ ତାହା ଆମର ଦେହ ଭିତରେ ହେଉ କି ଦେହର ବାହାରେ ଯଦି କିଛି ବି ଅସୁବିଧା ଦେଖା ଦେଇଥାଏ | ତାହା ଆମର ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ | ତେବେ ଆଜି ମୁଁ ଆପଣ ଙ୍କୁ ଜଣାଇବାକୁ ଯାଉଛି ଭାତ କୁଡି ବିଷୟରେ | ତେବେ କଣ ସବୁ ଘରେଇ ଉପାୟ କୁ ବ୍ୟବହାର କରିକି ଆମେ ମାନେ ଭାତୁଡ଼ି ଭଳି ସମସ୍ୟାରୁ ସବୁଦିନ ପାଇଁ ସମ୍ପୂର୍ଣ୍ଣ ଭାବରେ ମୁକ୍ତି ପାଇପାରିବା | ଆସନ୍ତୁ ସେ ବିଷୟରେ ଅଧିକ ଆଲୋଚନା କରିବା |

ତେବେ ଆପଣ ମାନେ ଜାଣିଥିବେ କୁ ଭାତୁଡ଼ି ଗୋଟିଏ ଏମିତି ଜିନିଷ ଯାହା ସହଜରେ ଭଲ ହୋଇ ନ ଥାଏ | ଆଉ ବେଳେ ବେଳେ ଦେଖା ଯାଏ କି ଏହି ଭାତ କୁଡି ଗୁଡିକ ବହୁତ ପୁରୁଣା ଅର୍ଥାତ 5-10 ବର୍ଷ ହେଲା ଆମ ଦେହରେ ଦେଖା ଦେଇଥାଏ | ତେବେ ସେହିଭଳି ଭାତକୁଡି ଯୋଗୁଁ ମଧ୍ୟ ଅନେକ ସମୟରେ ଆମର ତ୍ୱଚା କୁ ଖରାପ କରି ଦେଇଥାଏ | ତେବେ ଆମର ଜାଣି ରଖିବା ଉଚିତ କି ଭାତୁଡ଼ି ଯଦି ଆପଣଙ୍କର କମ ଦିନ ହେଲା ବାହାରିଛି, ଆଉ ଭଲ ହେଉନି | ତେବେ ତାହାର କାରଣ ହେଉଛି ଆମର ଖାଦ୍ୟ ଆଉ ଦିନ ଚର୍ଯ୍ୟା | ଯଦି ଏହି ସବୁ ଜିନିଷ କୁ ଆମେ ଟିକିଏ ଜଗିଯିବ | ତାହେଲେ ଭାତୁଡ଼ି ଜନିତ ସମସ୍ୟା ଟି ସବୁ ଦିନ ପାଇଁ ଦୂରେଇଯିବ | ତାହେଲେ ଆସନ୍ତୁ ଏହି ଭାତୁଡ଼ି କୁ ଭଲ କରିବା ପାଇଁ 2 ଟି ଘରୋଇ ଟିପ୍ସ ବିଷୟରେ ଆଜି ବୋତେଇବି |

ଟିପ୍ସ -1:-

ତେବେ ପ୍ରଥମେ ଆମେ ଏହି ଭାତୁଡ଼ି ପାଇଁ ଏପୁଲ ସାଇଡେଡ଼ ଭିନେଗାର ଯାହାକି ଆମକୁ ପତଞ୍ଜଳି ଷ୍ଟୋର ରୁ ମିଳିଯିବ, ଆଉ କିଛି ଖାଇବା ସୋଡ଼ା ନେବା | ତାହା ପରେ ସେ ସବୁକୁ ମିଶେଇ ଗୋଟିଏ ପେଷ୍ଟ ପ୍ରସ୍ତୁତ କରିବା | ଯେପରି ଯାହା ଟୁଥ ପେଷ୍ଟ ଭଳି ବହଳିଆ ହେଇଥିବ |

ଟିପ୍ସ -2:-

ଆମେ ଖାଇବା ଚୂନ କୁ ମଧ୍ୟ ଆମର ହେଇଥିବା ଭାତୁଡ଼ି ରେ ବ୍ୟବହାର କରି ପାରିବା | ଏହାକୁ ଗୋଟିଏ ଗ୍ରାମ ସବୁଦିନ ଖାଇବେ | ପାଣିରେ ବା ଫଳରସ ରେ ମିଶେଇକି |

ବ୍ୟବହାର :-

ତେବେ ଏହି ଭଳି ଭାବରେ ପ୍ରସ୍ତୁତ ଘରେଇ ଉପକରଣ କୁ ଆମେ ମାନେ ସକାଳେ ଭାତୁଡ଼ି ବାହାରି ଥିବା ଜାଗାରେ ଲଗାଇବା | ଆଉ ତାହାକୁ 30 ମିନିଟ ପାଇଁ ଶୁଖିବା ପାଇଁ ଦେବା | ଆଉ ଶୁଖିଗଲା ପରେ ତାହାକୁ ସାଧାରଣ ପାଣି ରେ ଧୋଇଦେବା | ତେବେ ଏହି ପରି 2-3 ସପ୍ତାହ କରିଲେ ଭାତୁଡ଼ି ଜନିତ ସମସ୍ୟା ସବୁଦିନ ପାଇଁ ଦୂରେଇ ଯିବ |

ତେବେ ଏହା ଥିଲା ଘରେଇ ଉପାୟରେ ଭାତୁଡ଼ି ଭଲ କରିବାର ଉପାୟ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.