ଭାଲିଆଝୋଳା ଭାରତଲୀଳା କମେଡି ଦେଖିଲେ ହସି ହସି ଗଡ଼ିଯିବେ…

ବନ୍ଧୁଗଣ ମଜାଦାର ଭିଡିଓକୁ ଦେଖିବା ପାଇଁ ସମସ୍ତଙ୍କୁ ଭଲ ଲାଗେ। ପ୍ରାୟତଃ ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ। ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଥାଏ। ତେଣୁ ନିଶ୍ଚିତ ଭାବରେ ଆପଣ ବି ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ। କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ।ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ।

ବିଭିନ୍ନ ତରିକାରେ ଲୋକଙ୍କୁ ହସାଇବା ପାଇଁ ସେମାନଙ୍କୁ ମନୋରଂଜନ କରାଇବା ପାଇଁ କଳାକାର ମାନେ ଚେଷ୍ଟା କରିଥାନ୍ତି। କିନ୍ତୁ ତା ମଧ୍ୟରୁ କିଛି ଭିଡିଓ ଏମିତି ରହିଥାଏ ଯାହା ବାସ୍ତବରେ ଆମେ ଦେଖିବାକୁ ବହୁତ୍ ପସନ୍ଦ କରିଥାଉ। ତେବେ ସେହିପରି ଏକ ଏମିତି ମଜାଳିଆ ବା କୌତୁକିଆ ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଖୁସିର ସୀମା ରହିବ ନାହିଁ। ଆପଣ ବି ଏଭଳି ଭିଡିଓ ଦେଖି ବହୁତ୍ ଖୁସି ହେଉଥିବେ। ତେବେ ଆମେ ଯେଉଁ ଭିଡିଓ ସଂପର୍କରେ ଆପଣଙ୍କୁ କହିବାକୁ ଯାଉଛୁ ସେହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ।

ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର। ତେବେ ଆସନ୍ତୁ ଜାଣିବା କଣ ଘଟିଛି ଏହି ଭିଡିଓ ରେ।ଏହା ହେଉଛି ଏକ ଶ୍ରୀ ଶ୍ରୀ ମା ନାରାୟଣୀ ନାଟ୍ୟକଳା ସଂସଦ। ଏଠାରେ ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ କିପରି ସଙ୍ଗୀତ ଗାଇବା ସହିତ ମହିଳା ଜଣଙ୍କ ନୃତ୍ୟ ବି ପରିବେଷଣ କରୁଛନ୍ତି। ଯେଉଁଭଳି ଢଙ୍ଗରେ ସେ ନୃତ୍ୟ ପରିବେଷଣ କରୁଛନ୍ତି ତାହା ଦେଖିବାକୁ ବହୁତ୍ ଭଲ ଲାଗୁଛି। ବିଭିନ୍ନ ସ୍ଵରରେ ସୁନ୍ଦର୍ ଭାବରେ ତାଙ୍କର ସ୍ଵରକୁ ଲମ୍ବାଇ ସେ ଏହିଭଳି ଭାବରେ ତାଙ୍କର କଳାକୁ ପ୍ରଦର୍ଶନ କରୁଛନ୍ତି। ଏହା ହେଉଛି ଭାରତୀଲୀଳା କମେଡି।

ତେବେ ଏଭଳି କଳା ଲୋକେ ବହୁତ୍ କମ୍ ଦେଖିବାକୁ ପାଉଥିବେ।ଏସ କେ ଯାତ୍ରା ନାମରେ ପ୍ରସ୍ତୁତ ଏହି ୟୁ ଟ୍ୟୁବ୍ ଚ୍ୟାନେଲ ରେ ଏହି ଭଳି ଅନେକ ସଂଗୀତ ଏବଂ ନୃତ୍ୟ ପରିବେଷଣ ର ଭିଡିଓ ରହିଛି।ଏକ ଭିନ୍ନ ଧରଣର କଳାକୁ ଏଠାରେ ପରିବେଷଣ କରା ଯାଉଛି। ଆପଣ ସେମାନଙ୍କ ଗେଟ୍ ଅପ ଏବଂ କଳା ପ୍ରଦର୍ଶନ ର ଅନ୍ଦାଜ କୁ ଦେଖିଲେ ନିଶ୍ଚିତ ଖୁସି ହେବେ।ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ସେୟାର ହେବାରେ ଲାଗିଛି। ଏହିପରି ଅନେକ ଭିଡିଓ ଆପଣ ଏହି ଚ୍ୟାନେଲ ରେ ଦେଖିବାକୁ ପାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment