ତେବେ ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆମ ଶରୀରରେ ବିଭିନ୍ନ ପ୍ରକାରର ଖାଦ୍ୟସାର ଆଉ ଭିଟାମିନ ଦେଖା ଯାଇଥାଏ | ତେବେ ଆମ ଶରୀରକୁ ସୁସ୍ଥ ଆଉ ସବଳ ତାହା ସହିତ ରୋଗ ମୁକ୍ତ ରଖିବା ପାଇ ହେଲେ ଆମକୁ ଆମ ଶରୀରର ଯତ୍ନ ନେବାକୁ ପଡୁଥାଏ | ଆଉ ତାହା ସହିତ ବିଭିନ୍ନ ପ୍ରକାରର ସାବଧାନତା ମଧ୍ୟ ଅବଲମ୍ବନ କରିବାକୁ ପଡିଥାଏ ଆମକୁ | ତେବେ ମଣିଷ ଶରୀରକୁ ସୁସ୍ଥ ରଖିବା ପାଇ ହେଲେ ଆମକୁ ଆମକୁ ସବୁ ପ୍ରକାରର ଖାଦ୍ୟ ଖାଇବା ପାଇ ପଡିଥାଏ | ଆଉ ଯାହା ଆମ ଶରୀରକୁ ସୁସ୍ଥ ଆଉ ରୋଗ ମୁକ୍ତ ରଖିବାରେ ସାହାଯ୍ୟ କରିଥାଏ | ତାହେଲେ ଆସନ୍ତୁ ବନ୍ଧୁଗଣ ଭିଟାମିନ D ବିଷୟରେ ଆଲୋଚନା କରିବା |
ଭିଟାମିନ D କେଉଁ କେଉଁ ଖାଦ୍ୟରେ ଥାଏ ଆଉ କଣ କରିଲେ ଆମେ ଆମ ଶରୀରରେ ଭିଟାମିନ D ର ଅଭାବରୁ ବଞ୍ଚିପାରିବା :-
ତେବେ ଆମେ ଜାଣିଛି କି ଆମ ଶରୀର ପାଇ ବିଭିନ୍ନ ପ୍ରକାରର ଖାଦ୍ୟସାର ଦରକାର ହୋଇଥାଏ | ତେବେ ଠିକ ସେହିପରି ଆମ ଶରୀରରେ ଭିଟାମିନ D ର ଲେବୁଲ କୁ ଠିକ ରଖିବା ପାଇ ହେଲେ ଆମକୁ କେତୋଟି ଖାଦ୍ୟ ଆଉ କେତେକ କାର୍ଯ୍ୟ ଉପରେ ବିଶେଷ ଭାବରେ ଗୁରୁତ୍ୱ ଦେବାକୁ ପଡିଥାଏ | ତେବେ ଆମେ ଜାଣିଛୁ କି ଦାନ୍ତ ଆଉ ହାଡ଼ କୁ ସୁସ୍ଥ ଆଉ ଷ୍ଟ୍ରଙ୍ଗ ରଖିବା ପାଇ ଆମକୁ ଆବଶ୍ୟକ ହୋଇଥାଏ ଭିଟାମିନ D | ଆଉ ସେଥିପାଇଁ ଆମେ ମାନେ ବିଭିନ୍ନ ପ୍ରକାରର ଖାଦ୍ୟ କୁ ମଧ୍ୟ ଗ୍ରହଣ କରିଥାଉ |
ତେବେ ଆମେ ମାନେ ସାଧାରଣତଃ ଆମ ଶରୀରରେ ଭିଟାମିନ D ର ଲେବୁଲ କୁ ଠିକ କରିବା ପାଇ କୋଡ଼ ଲିଭଲ ତେଲ କୁ ବ୍ୟବହାର କରିଥାଉ ଯାହା ଆମ ଶରୀରରେ ଭିଟାମିନ D ର ଲେବୁଲ କୁ ଠିକ ରଖିଥାଏ | ଏହା ବ୍ୟତୀତ ଆମେ ମାନେ ବ୍ୟବହାର କରୁଥିବା ପନିପରିବା ଯାହା ଆମ ପାଇ ଭିଟାମିନ D ର ଆବଶ୍ୟକତା ଥାଏ ଆମେ ସେଥିରୁ ପାଇଥାଉ | ଏହା ବ୍ୟତୀତ ଆମେ ଜାଣିଛୁ କୁ ମାଛ କଣ୍ଟା ଯେଉଁଥିରେ ମଧ୍ୟ ଭିଟାମିନ D ଦରକାର ହୋଇଥାଏ | ଏହା ବ୍ୟତୀତ ଛତୁ ରେ ମଧ୍ୟ ଏହି ପ୍ରକାରର ଭିଟାମିନ ରହିଥାଏ |
ତାହା ବ୍ୟତୀତ ଆମେ ମାନେ ଜାଣିଛୁ କି ସୂର୍ଯ୍ୟ କିରଣ ରେ ମଧ୍ୟ ଭିଟାମିନ D ଥାଏ, ତେଣୁ 10-3 ମଧ୍ୟରେ ପ୍ରତେକ ଦିନ 15 ମିନିଟ ଖରା ରେ ଛିଡା ହେବା ଆବଶ୍ୟକ ହୋଇଥାଏ, ଯାହା ଆମ ଶରୀରରେ ଭିଟାମିନ D କୁ ନିୟନ୍ତ୍ରଣ କରିଥାଏ | ତେବେ ଆମର ଜାଣି ରଖୁବା ଉଚିତ ଯେ ଯଦି ଆମ ଶରୀରରେ ଭିଟାମିନ D ର ଲେବଲ କମିଯିବ ତାହେଲେ ଡାଇବେଟିସ, କରୋନା ଭଳି ରୋଗ ମଧ୍ୟ ଆମକୁ ସହଜରେ ଆକ୍ରାନ୍ତ କରିବ | ତେଣୁ ଡାକ୍ତର ଙ୍କର ପରାମର୍ଶ କ୍ରମେ ଆମେ ଭିଟାମିନ D କୁ ବ୍ୟବହାର କରିବା ଉଚିତ | ଏହା ଥିଲା ଭିଟାମିନ D ବିଷୟରେ କେତେକ ଗୁରୁତ୍ୱ ପୂର୍ଣ୍ଣ ତତ୍ତ୍ୱ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।