Swastik Tv News Odisha

ଭିଣେଇ ଉପରକୁ ଫୁଲମାଳ ଧରି ଡେଇଁଲେ ଶାଳୀ, ଆଉ ତାପରେ ଯାହା ହେଲା…ଦେଖନ୍ତୁ Viral ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଦେଖିବାକୁ ମିଳିଥାଏ। ଆପଣମାନେ ପ୍ରତିଦିନ ସୋସିଆଲ ମିଡିଆରେ କିଛି ମଜାଳିଆ ଭିଡିଓ ଦେଖିବା ପାଇଁ ମିଳିଥାଏ ଯାହାକି ଦେଖିବା ମାତ୍ରେ ବହୁତ ମଜା ଲାଗିବା ସହିତ ବହୁତ ଖୁସି ମଧ୍ୟ ଲାଗି ଥାଏ। ସେହି ଭିଡିଓ ମଧ୍ୟରୁ ଯଦି କିଛି ବାହାଘରର କିଛି ମଜାଳିଆ ଭିଡିଓ ଦେଖିବା ପାଇଁ ମିଳିଥାଏ, ତା ହେଲେ ଆହୁରି ଖୁସି ଲାଗିଥାଏ। ବାହାଘରରେ ଶାଳୀ, ଭିଣୋଇ ଓ ଦିଅର, ଭାଉଜଙ୍କର ଫନି ସିକୁଏନସି ଦେଖିଲେ ଆହୁରି ମଜା ଲାଗିବା ସହ ଆନନ୍ଦ ମଧ୍ୟ ଲାଗିଥାଏ। ସେମାନେ ଅଧିକ ମଜାଳିଆ କଥା କହିବା ଦ୍ୱାରା ତାଙ୍କୁ ସବୁ ଲୋକ ବହୁତ ଲୋକ ପସନ୍ଦ କରି ଥାଆନ୍ତି। ତେବେ ଏଭଳି ଭିଡିଓ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଖୁସି ମଧ୍ୟ ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ବାହାଘର ଚାଲି ଥିବା ସମୟରେ ବରର ଶାଳୀ, ନିଜ ଭିଣୋଇ ଉପରେ ଫୁଲ ହାର ଡେଇଁକି ପକାଉଥିବା ସମୟରେ ତଳେ ପଡି ଯାଇଛନ୍ତି ବୋଲି ସୂଚନା ମିଳିଛି, ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ବର ଓ କନ୍ୟା ଦୁହେଁ ମିଶି ବେଦି ଉପରେ ବସି ବାହା ହେଉଥିଲେ। ଠିକ ସେହି ସମୟରେ ବରର ଶାଳୀ ବା କନ୍ୟାର ସାନ ଭଉଣୀ ଆସି ନିଜର ଭିଣୋଇ ପାଖରେ ଆସି ବସିଲେ। କନ୍ୟାର ସାନ ଭଉଣୀ ମୁଣ୍ଡକୁ ଗୋଟିଏ ଥଟା ମଜା ବା ଫନି ସିକୁଏନ୍ସ ଆସିଲା। ସିକୁଏନ୍ସ ଟା ହେଉଛି ଯେ ନିଜର ଭିଣୋଇ ଉପରେ ଫୁଲ ହାର ପକାଇବାର ଓ ଫୁଲ ହାର ଡେଇଁକି ପକାଇବା ସମୟରେ, ଫୁଲ ହାର ନ ପକାଇ ପାରି ତଳେ ପଡି ଯାଇଥିଲେ ଓ ଏହା ଦେଖି ତାଙ୍କ ବଡ ଭଉଣୀ ଆଶ୍ଚର୍ଯ୍ୟ ହୋଇ ଯିବା ସଙ୍ଗେ ସଙ୍ଗେ ଓ ତାଙ୍କ ପରିବାରର ସଦସ୍ୟ ମାନେ ମଧ୍ୟ ଖୁଵ ଜୋରରେ ଆଶ୍ଚର୍ଯ୍ୟ ଚକିତ ହେଇଗଲେ।

ତେବେ ଏହି ଘଟଣାଟିକୁ ଦେଖି ସେଠାରେ ଥିବା ଲୋକମାନେ ଖୁବ ଜୋରରେ ଚିତ୍କାର କରି ଉଠିବା ସଙ୍ଗେ ସଙ୍ଗେ ଆଫ୍ରିସିଏଟ ମଧ୍ୟ ହୋଇ ଯାଇଥିଲେ। ସେଠାରେ ଥିବା ଜଣେ ବ୍ୟକ୍ତି ଏହି ଭିଡିଓଟିକୁ ତାଙ୍କ ମୋବାଇଲରେ ରେକର୍ଡ କରି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।ତେବେ ଏହି ବିଡ଼ିଓଟିକୁ ଲୋକ ମାନେ ମଜା ଭାବରେ ଗ୍ରହଣ କରିଥିଲେ। ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.