ଭୟଙ୍କର ବିଷଧର ଚନ୍ଦ୍ର ନାଗ ( Venomous Cobra ) ସହ ଶୋଇଥିଲା ପୁରା ପରିବାର… ଅନ୍ଧ ବିଶ୍ୱାସରେ ମହିଳା ଜଣକ କରିଦେଲେ ଏମିତି… ଆଉ ତା ପରେ..

ବନ୍ଧୁଗଣ ସାପକୁ ନେଇ ଆଉ ଏକ ଭୟଭୀତ କରିବା ଭଳି ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁ ଭିଡିଓ କୁ ଦେଖିଲେ ଆପଣ ବି ଚକିତ ହୋଇଯିବେ। ନିଶ୍ଚିତ ଭାବରେ ଆପଣ ତ ଅନେକ ପ୍ରକାରର ଅନେକ ଆକୃତିର ସାପ ଏବଂ ସାପ ଉଦ୍ଧାରର ଭିଡ଼ିଓକୁ ଦେଖିଥିବେ। କିନ୍ତୁ ଆଜି ଏକ ଏମିତି ଭିଡିଓ ଆମେ ଆପଣଙ୍କୁ ଦେଖାଇବୁ ଯାହାକୁ ହୁଏତ ଆପଣ ଆଗରୁ କେବେ ଦେଖି ନଥିବେ। ଏଠାରେ ଏହି ସାପଟିକୁ ଦେଖିଲେ ଆପଣ ଡରରେ ଥରି ଉଠିବେ। କାରଣ ଏହି ସାପଟି ସେହିଭଳି।ଏହି ସାପଟି ଦେଖିବାକୁ ଯେମିତି ଭୟଙ୍କର ସେମିତି ବିଶାଳକାୟ ମଧ୍ୟ।ଏହି ସାପଟି ହେଉଛି ଭୟଙ୍କର ଏବଂ ବିଷଧର ଚନ୍ଦ୍ର ନାଗ ସାପ।

ଯେଉଁ ସାପ ଦଂଶନ କରିବା ପରେ ଠିକ୍ ସମୟରେ ଉଚିତ୍ ଚିକିତ୍ସା ନହେଲେ କିଛି ବି ଘଟି ଯାଇପାରେ।ତେବେ ଆପଣ ଜାଣିଛନ୍ତି ଘଞ୍ଚ ଜଙ୍ଗଲ ମଧ୍ୟରେ ହାଲୁକା ପରିବେଶରେ ଏମାନେ ରହିବାକୁ ଭଲ ପାଆନ୍ତି। ଜଙ୍ଗଲ ପାଖାପାଖି ସ୍ଥାନରେ ଥିବା ଘର ମାନଙ୍କୁ ଅନେକାଂଶରେ ଖାଦ୍ୟ ସନ୍ଧାନରେ ସେମାନେ ପଶି ଆସନ୍ତି। ତେବେ ଭାରତରେ ଏମିତି ଦେଖିବାକୁ ଗଲେ ଶହେ ରୁ ଅଧିକ ପ୍ରଜାତି ର ସାପ ରହିଛନ୍ତି। ଯଦି ଆମ ଓଡ଼ିଶା କଥା କହିବା ତେବେ ଏଠାରେ ଅନେକ ପ୍ରଜାତି ର ସାପ ଦେଖିବା ପାଇଁ ମିଳିଥାନ୍ତି।ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଷଧର ଅଟନ୍ତି ଏବଂ ସେମାନେ ଦଂଶନ କରିବା ମାତ୍ରେ ହିଁ ଲୋକଙ୍କ ଜୀବନ ଯିବାର ସମ୍ଭାବନା ରହିଥାଏ।

ତେବେ ଆମ ଓଡ଼ିଶାରେ ବି ଅନେକ ସମୟରେ ଅନେକ ବିଷଧର ସାପ ଦେଖିବାକୁ ମିଳିଥାଏ। ଯାହାର ଅନେକ ଭିଡ଼ିଓ ମଧ୍ଯ ଆପଣ ମାନେ ଦେଖିଥିବେ।ଏହି ସାପ ଗୁଡ଼ିକୁ ଯେଉଁଭଳି ଭାବରେ ଭୟଙ୍କର ରୂପ ଦେଖାଇ ଥାଆନ୍ତି ତାକୁ ଦେଖିଲେ ଛାତି ଥରି ଉଠିଥାଏ। ସାପର ଦଂଶନ କାରଣରୁ ଘଟୁଥିବା ମୃତ୍ୟୁ ଆମ ମନରେ ସାପ ପ୍ରତି ଏକ ବଡ଼ ଭୟ ସୃଷ୍ଟି କରିଥାଏ।ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ।ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ମିଳିଥାଏ ସୋସିଆଲ ମିଡିଆରେ।ତେବେ ଆମେ କହୁଥିବା ଏହି ଘଟଣାରେ କିପରି ଭାବରେ ଏକ ଚନ୍ଦ୍ର ନାଗ ସାପ ତାର ଭୟଙ୍କର ରୂପ ଦେଖାଉଛି ତାହା ଥରେ ଦେଖନ୍ତୁ।

ଏହି ସାପଟି ଏକ କୁଡ଼ିଆ ଭିତରକୁ ପଶି ଆସିବା ପରେ ସାପ ଧରାଳି ଙ୍କୁ ସୂଚନା ଦିଆ ଯାଇଥିଲା।ପରେ ସେ କୌଶଳ କ୍ରମେ ରାଗରେ ଗର୍ଜନ କରୁଥିବା ଏହି ଭୟଙ୍କର ସାପଟିକୁ ଉଦ୍ଧାର କରିଥିଲେ। ଏହାପରେ ସାପଟିକୁ ସେ ଉଦ୍ଧାର କରି ନେଇ ଯାଇଥିଲେ ଏବଂ ନିକଟସ୍ଥ ଜଙ୍ଗଲରେ ଏହି ସାପଟିକୁ ଛାଡି ଦିଆ ଯାଇଥିଲା। ସୌଭାଗ୍ୟ ବଶତଃ ଏହି ବିଷଧର ସାପଟି କାହାକୁ ଦଂଶନ କରି ନଥିଲା।ଏହି ଭିଡିଓ ରେ ଆପଣ ସଂପୂର୍ଣ୍ଣ ଘଟଣାକୁ ଦେଖି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment