Swastik Tv News Odisha

ମଜାଳିଆ Jokes – ଶାଳୀ ଭିଣେଇ କୋଳରେ ବସି ରୋମାନ୍ସ କରୁଥିଲା,ଏତିକି ବେଳେ ସ୍ତ୍ରୀ ଆସିଗଲା ଆଉ ତା’ପରେ…

0

କୁହାଯାଏ ହସ ଦେହ ପାଇଁ ବହୁତ୍ ଭଲ। ହସିବା ଦ୍ବାରା ଶରୀର ସୁସ୍ଥ ରହିବା ସହିତ ମନ ପ୍ରଫୁଲ୍ଲ ରହିଥାଏ। ତେବେ ଆମେ ଏହି ବ୍ୟସ୍ତ ବହୁଳ ଜୀବନଶୈଳୀ ଭିତରେ ଟିକିଏ ହସିବାକୁ ସମୟ ପାଉନାହୁଁ। ଯଦି କେଉଁଠି ଟିକେ ହସିବାର ସୁଯୋଗ ମିଳିଗଲା ତେବେ ଆମେ ଟିକେ ମନଖୋଲି ହସି ଦେଉ।କିଛି ଏମିତି ମଜାଳିଆ ବା କୌତୁକିଆ ଘଟଣା ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ।ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ କିମ୍ବା ମଜାଦାର ଜୋକ୍ସ ସବୁ ପଢ଼ିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ। କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହିଭଳି କରି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି।

ଏହାଦ୍ୱାରା ସେମାନଂକୁ ହସିବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ ଏବଂ ସେମାନେ ନିଜକୁ ଶାନ୍ତ ଏବଂ ଖୁସି କରାଇ ଥାଆନ୍ତି। ଆପଣ ତ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଭାବରେ ସ୍ମାର୍ଟ ଫୋନ୍ ର ବ୍ୟବହାରକୁ ବହୁଳ ଭାବରେ ହେଉଛି। ଆଉ ଏସବୁକୁ ବ୍ଯବହାର କରି ଲୋକେ ଅନେକ ସମୟରେ ସେମାନଙ୍କ ପ୍ରତିଭାକୁ ମଧ୍ଯ ଦେଖାଉଛନ୍ତି। ନିଜର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁ ସେମାନେ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। କମେଡି ତଡ଼କା ମଧ୍ଯ ଏଠାରେ ଦେଖିବାକୁ ମିଳୁଛି। ସେହିପରି କିଛି ମଜାଦାର ଯୋକ୍ସ ବିଷୟରେ ଆମେ ଆଜି ଆପଣଙ୍କୁ କହିବୁ ଯାହାକୁ ଶୁଣି ଆପଣ ହସି ହସି ଗଡି ଯିବେ।

1- ଜଣେ ନର୍ସ ରୋଗୀଟିକୁ କହୁଛି- ଆପଣ ଏକ ଦୀର୍ଘ ଶ୍ଵାସ ଭିତରକୁ ନିଅନ୍ତୁ ଏବଂ କିଛି ସମୟ ପରେ ଛାଡ଼ନ୍ତୁ।
ରୋଗୀ- ହଉ ଆଜ୍ଞା।
ନର୍ସ- ଏବେ କୁହନ୍ତୁ ଆପଣଙ୍କୁ କିଭଳି ଅନୁଭବ ହେଉଛି।
ରୋଗୀ- ତୁମେ ଯେଉଁ ବଡି ସ୍ପ୍ରେ ଲଗେଇଛ, ତାହା ବହୁତ୍ ବାସୁଚି ସୁନ୍ଦରୀ।

2- ଜଣେ ମଦୁଆ ମରିବାକୁ ଯାଉଥିବା ସମୟରେ ଭଗବାନ ପ୍ରକଟ ହେଲେ।
ଶିବ- ବତ୍ସ, ଯଦି ଆଗ ଜନ୍ମ ପାଇଁ କିଛି ମାଗିବୁ ତେବେ ମାଗେ।
ମଦୁଆ-ପ୍ରଭୁ ମୋତେ କିଛି ଦିଅ କି ନଦିଅ।କିନ୍ତୁ ମନେକରି ମୋତେ ଲିଭର୍ ପାଞ୍ଚ କି ଛଅ ଟା ଦିଅ।

3- ବିବାହର ୫ ବର୍ଷ ପରେ…. ସ୍ତ୍ରୀ ପାଇଁ ସ୍ୱାମୀ ଭାଲେନ୍ତାଇନ ଡେ ରେ ଧଳା ଗୋଲାପ ଆଣିଲା।
ସ୍ତ୍ରୀ- କଣ ଆଜି ଏମିତି ଦିନରେ ଧଳା ଗୋଲାପ ଆଣିଛ।
ସ୍ବାମୀ- ମୋତେ ଏବେ ପ୍ରେମ ଠାରୁ ଅଧିକ ଶାନ୍ତି ଟିକେ ଦରକାର୍।

4- ଭିଣେଇ କୋଳରେ ବସିଥିଲା ଶାଳୀ, ଦୁହେଁ କରୁଥିଲେ ରୋମାନ୍ସ। ଆଉ ସେହି ସମୟରେ ହଠାତ୍ ଚାଲି ଆସିଲା ସ୍ତ୍ରୀ। ଆଉ ତାପରେ…
ଶାଳୀ- ଦିଦିକୁ ଦେଖି..ଦିଦି ମୋ ଅଣ୍ଟା ବିନ୍ଧୁଥିଲା ସେଥିପାଇଁ ଟିକେ ଭାଇନା ମସାଜ ଦେଉଥିଲେ।
ସ୍ତ୍ରୀ- ଆଚ୍ଛା! କାଇଁ ଆଗରୁ ମତେ ତ ଏମିତି ମସାଜ ଦେଇନ।
ଆଉ ତାପରେ…ଏବେ ଭିଣେଇ ବାବୁ ICU ରେ ଅଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.