Swastik Tv News Odisha

ମଝି ଆକାଶରେ ଦୁହେଁ ଦୁହିଁଙ୍କୁ ଦେଲେ ମନଇଚ୍ଛା ଗାଳି ! ହସି ହସି ବେଦମ୍… ଦେଖନ୍ତୁ ଭିଡ଼ିଓ

0

ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ। କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ।ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ। ସେହିପରି କିଛି ଏମିତି ଭିଡିଓ ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ।ସେଥି ମଧ୍ୟରୁ କିଛି ଭିଡିଓ ଏମିତି ରହିଥାଏ ଯାହା ବାସ୍ତବରେ ଆମେ ଦେଖିବାକୁ ବହୁତ୍ ପସନ୍ଦ କରିଥାଉ। ତେବେ ସେହିପରି ଏକ ଏମିତି ମଜାଳିଆ ବା କୌତୁକିଆ ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି।

ଯାହାକୁ ଦେଖିଲେ ଆପଣ ବହୁତ୍ ଖୁସି ହେବେ।ଆମେ ଯେଉଁ ଭିଡିଓ ସଂପର୍କରେ ଆପଣଙ୍କୁ କହିବାକୁ ଯାଉଛୁ ସେହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର। ତେବେ ଆସନ୍ତୁ ଜାଣିବା କଣ ଘଟିଛି ଏହି ଭିଡିଓ ରେ।ଏହା ହେଉଛି ଏକ ପାରା ଗ୍ଲାଇଡିଂ ର ଭିଡ଼ିଓ। ଏଠାରେ ଜଣେ ବ୍ୟକ୍ତି ପାରା ଗ୍ଲାଇଡିଂ ସମୟରେ ଯେଉଁଭଳି ଭାବରେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ତାହା ଥରେ ଦେଖନ୍ତୁ। ଯାହାକୁ ଦେଖିଲେ ଆପଣ ବି ହସି ହସି ବେଦମ୍ ହୋଇଯିବେ।

କାରଣ ସେ ଖୋଲା ଆକାଶରେ ଉଡୁଥିବା ସମୟରେ ଡରରେ ନର୍ଭସ ହୋଇଯିବା ପରେ ତାଙ୍କୁ ତଳକୁ ନେବା ପାଇଁ କହୁଛନ୍ତି ଏବଂ ଆଖି ବୁଜି ଛାତିରେ ହାତ ରଖି କଷ୍ଟ ଅନୁଭବ ହେବାର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଆଉ ତାଙ୍କ ସହ ଥିବା ପାରା ଗ୍ଲାଇଡର ଙ୍କୁ କହୁଛନ୍ତି ମୁଁ ଆହୁରି ଅଧିକ ପଇସା ଦେବି ମୋତେ ତଳକୁ ପହଞ୍ଚାଇ ଦିଅ। ଏହା କହିବା ସହିତ ସେ ମନଇଚ୍ଛା ଗାଳି ମଧ୍ୟ ଦେଉଛନ୍ତି। କୌଣସି ସ୍ଥିତି ରେ ବି ସେ ସେଠାରେ ଉପରେ ଆକାଶରେ ଆଉ ରହିବାକୁ ଚାହାଁନ୍ତି ନାହିଁ। ତେଣୁ ସେ ରାଗରେ ମନକୁ ଯାହା ଆସୁଛି ଗାଳି ଦେଉଛନ୍ତି। ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହା ହେଉଛି ଏମିତି ପାରା ଗ୍ଲାଇଡିଂ ର ଅନୁଭୂତି ଯେଉଁଠି ଆପଣଙ୍କୁ ଆପଣଙ୍କ ଜୀବନ ପ୍ରତି ବହୁତ୍ ଡର ଲାଗିଥାଏ।

ଆଉ ଏଥିରେ ବହୁତ୍ ମଜା ବି ଆସିଥାଏ। କିନ୍ତୁ ଏହି ସମୟରେ ଜାତ ହେଉଥିବା ଭୟ କାରଣରୁ ଆମ ଭିତରେ ଦାବି ହୋଇ ରହିଥିବା ଅନେକ କଥା ବାହାରକୁ ଆସିଥାଏ। ଯାହା ଶୁଣିବା ପରେ ହସିହସି ସମସ୍ତେ ଗଡି ଯାଆନ୍ତି। ତେବେ ଇଣ୍ଟରନେଟ ରେ ଏଠାରେ ଉଡୁଥିବା ଯୁବକ ଜଣଙ୍କର ଏହି ମୁହୂର୍ତ୍ତର ଭିଡିଓ ରେକର୍ଡ ହେବା ପରେ ଏହା ଏବେ ସୋସିଆଲ ମିଡିଆରେ ବେଶ୍ ସେୟାର ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.