Swastik Tv News Odisha

ମଝି ଆକାଶରେ ସ୍ବାମୀଙ୍କୁ ମନଇଚ୍ଛା ଗାଳି ଦେଲେ ସ୍ତ୍ରୀ ! ସ୍ବାମୀ ହସି ହସି ବେଦମ୍… ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ହେଉଛି ଟେକ୍ନୋଲୋଜିର ଯୁଗ ଏହାର ଏକ ବଡ଼ ଦାନ ହେଉଛି ଆଜିକାଲିର ସୋସିଆଲ ମିଡ଼ିଆ। ତେବେ ସୋସିଆଲ ମିଡ଼ିଆ ସମାଜରେ ଏକ ବଳିଷ୍ଠ ମାଧ୍ୟମ ଭାବରେ ସ୍ଥାନ ଗ୍ରହଣ କରିଛି। ବର୍ତ୍ତମାନ ସମୟରେ ଆଜିକାଲି ଛୋଟ ପିଲା ମାନଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆରେ ଅଙ୍ଗାଅଙ୍ଗୀ ଭାବରେ ଜଡିତ ରହୁଛନ୍ତି। ଆଜିକାଲି ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ରହିଛି ଓ ସେଥିରେ ସେମାନେ ଅନେକ ପ୍ରକାରର ଫୋଟୋ ଓ ଭିଡ଼ିଓ କରି ପୋଷ୍ଟ କରି ଥାଆନ୍ତି। ବର୍ତ୍ତମାନର ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଭିଡିଓ ଦେଖିବା ପାଇଁ ମିଳିଥାଏ, ଯାହାକି ଦେଖିବା ମାତ୍ରେ ବହୁତ ଖୁସି ଲାଗିଥାଏ। ଶିକ୍ଷାର ପ୍ରସାର ହେବା ଫଳରେ ମଣିଷ ଆଧୁନିକ ତାରେ ପହଁଛି ଗଲାଣି। ଏହି ଟେକ୍ନୋଲୋଜି ଦ୍ୱାରା ମଣିଷ ଆକାଶରେ ମଧ୍ୟ ଉଡି ପାରୁଛନ୍ତି। ଠିକ ଏଭଳି କିଛି ଖବର ବର୍ତ୍ତମାନ ଆମ ସାମ୍ନାକୁ ଆସିଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଖବର ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ମଝି ଆକାଶରେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ମନ ଇଚ୍ଛା ଗାଳି କରୁଛନ୍ତି। ତେବେ ଆସନ୍ତୁ ସେ ତାଙ୍କ ସ୍ୱାମୀଙ୍କୁ କଣ ପାଇଁ ଗାଳି କରୁଛନ୍ତି ସମ୍ପୂର୍ଣ୍ଣ ବିଷୟରେ ଜାଣିବା;

ସୂଚନା ଅନୁସାରେ, ସ୍ୱାମୀ ନିଜ ସ୍ତ୍ରୀ ଙ୍କୁ ଆଡ଼ଭେଞ୍ଚର ମଜା ଦେବାକୁ ଯାଇ ସ୍ତ୍ରୀ ଙ୍କୁ ପାରା ଗ୍ଲାଇଡେରଙ୍କ ସହିତ ସ୍ତ୍ରୀ ପୁରା ଖୋଲା ଆକାଶରେ ଉଡିଲେ। ଏହା ଦେଖି ମହିଳା ଜଣଙ୍କ ବହୁତ ଡରିଗଲେ ଓ ନିଜ ସ୍ୱାମୀଙ୍କୁ ବହୁତ ଗାଳି ମଧ୍ୟ କରିଛନ୍ତି।ପାରା ଗ୍ଲାଇଡେର ମହିଳାଙ୍କୁ ତଳକୁ ଅନାଇବା ପାଇଁ କହୁଛନ୍ତି କିନ୍ତୁ ମହିଳା ତଳକୁ ଅନାଉ ନାହାଁନ୍ତି। ଏଥି ସହିତ ମହିଳା କହୁଛନ୍ତି ଯେ, ତଳକୁ ଚାହିଁଲେ ବହୁତ ଭୟ ଲାଗୁଛି। ଏହା କହି ପୁଣି ତାଙ୍କ ସ୍ୱାମୀଙ୍କୁ ମଝି ଆକାଶରେ ହିଁ ମନ ଇଚ୍ଛା ଗାଳି କରି ଚାଲିଲେ।

ତେବେ ଏହା ଦେଖି ତାଙ୍କ ସ୍ୱାମୀ ହସି ହସି ବେଦମ ହୋଇ ଯାଉଛନ୍ତି। ବର୍ତ୍ତମାନ ମହିଳାଙ୍କ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓଟି ଭାଇରଲ ହେବା ପରେ ଲୋକ ମାନେ ବହୁ ମାତ୍ରାରେ ଦେଖି ସାରିଲେଣି। ଏହା ଦେଖି ଲୋକ ମାନେ ପସନ୍ଦ କରିବା ସହିତ ବହୁତ କମେଣ୍ଟ ମଧ୍ୟ ଦେଉଛନ୍ତି। ଏଥି ସହିତ ଲୋକ ମାନେ ଏହା ଦେଖି ବହୁତ ଖୁସି ହେବା ସହିତ ଏହାର ବହୁତ ମଜା ମଧ୍ୟ ନେଉଛନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ମଧ୍ୟ ଏହି ଭିଡ଼ିଓ ଦେଖି ଏହାର ବହୁତ ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.