Swastik Tv News Odisha

ମଦ ଛାଡିବାର ଜବରଦସ୍ତ ଘରୋଇ ଉପଚାର , ଥରେ ସେବନ କଲେ ମଦ ପିଇବା ଭୁଲିଯିବ ଗ୍ୟାରେଣ୍ଟି

0

ଆଜିର ସମାଜରେ ମଦୁଆ ମାତାଲିଙ୍କ ସଂଖ୍ୟା କ୍ରମଶଃ ବଢିବାରେ ଲାଗିଛି , ମଦ ସେବନ କରି ଅନେକ ଲୋକ ପ୍ରାଣ ମଧ୍ୟ ହରାଉଛନ୍ତି । ପ୍ରତିଦିନ ଘରେ କଳି ଝଗଡା ଅଶାନ୍ତି ଦେଖାଯାଉଛି । ତେବେ ଅନେକ ମା ମାନେ ଏହି ମଦ ନିଶାକୁ ଦୂର କରିବା ପାଇଁ ବିଭିନ୍ନ ପ୍ରକାର ମେଡିସିନର ସେବନ କରିବା ପାଇଁ ଦେଇଥାନ୍ତି । କିନ୍ତୁ ତାହା ବିଶେଷ ଭାବରେ ଫଳପ୍ରଦ ହୋଇ ନଥାଏ , ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇଆସିଛୁ । ଯାହାର ସାହାର୍ଯ୍ୟରେ ମଦୁଆ ବ୍ୟକ୍ତି ନିଜେ ହିଁ ମଦ ଛାଡିଦେବ ଏବଂ ମଦ ଆଦୌ ପିଇବେ ନାହିଁ ।

ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି :-

1. ଶୁଣ୍ଠି ପାଉଡର
2. ଜୁଆଣି
3. ପାଣି

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଆପଣ ମାନେ ଗ୍ୟାସରେ ଏକ ପ୍ୟାନ ବସାନ୍ତୁ , ସେଥିରେ ଏକ ଗ୍ଲାସ ପାଣି ଢାଳନ୍ତୁ । ଏହାପରେ ସେଥିରେ ଏକ ଚାମଚ ଜୁଆଣି ଏଡ୍ କରନ୍ତୁ ଏବଂ ଏକ ଚାମଚ ସୁଣ୍ଠି ପାଉଡର ମଧ୍ୟ ଦିଅନ୍ତୁ । ବର୍ତ୍ତମାନ ଏହାକୁ 10 ମିନିଟ ପର୍ଯ୍ୟନ୍ତ ଲୋ ଫ୍ଲେମରେ ଫୁଟାନ୍ତୁ , ଯେପର୍ଯ୍ୟନ୍ତ ଯାଏ ଏ ପାଣିର କ୍ୱାଣ୍ଟିଟି ହାପ ନ ହୋଇଛି । ଯଦି ଆପଣ ମାନେ ଗୋଟେ ଗ୍ଲାସ ପାଣି ନେଉଛନ୍ତି ତେବେ ଆପଣଙ୍କୁ ଗୋଟେ ଚାମଚ ଜୁଆଣି ଏବଂ ଗୋଟେ ଚାମଚ ସୁଣ୍ଠିର ଆବଶ୍ୟକତା ପଡିବ । ଯଦି ଆପଣ ମାନେ 5 ଗ୍ଲାସ ପାଣି ନେଉଛନ୍ତି ସେହିପରି ଭାବରେ ଆପଣଙ୍କୁ 5 ଚାମଚ ସୁଣ୍ଠି ଓ 5 ଚାମଚ ଜୁଆଣି ର ଆବଶ୍ୟକତା ରହିଛି ।

ମଦ ପିଇବା ଦ୍ୱାରା ଶରୀରରେ ସଲଫରର ମାତ୍ରା କମିଯାଇଥାଏ , ଏହି ପ୍ରକ୍ରିୟାକୁ ଯଦି ଆପଣ ନିୟମିତ ଭାବରେ ସେବନ କରିବେ । ତେବେ ଆପଣଙ୍କ ଶରୀରରେ ସଲଫରର ସ୍ତରକୁ ସାମାନ୍ୟ କରି ଦେଇଥାଏ । ମଦ ପିଇବା ଇଚ୍ଛାକୁ ମନରୁ ଦୂର କରି ଦେଇଥାଏ , ତେଣୁକରି ଯଦି ନିୟମିତ ଭାବରେ ମଦ୍ୟପ ବ୍ୟକ୍ତିକୁ ଏହି ଉପଚାରଟି ଦେବେ ତେବେ ସେ ମଦ ଛାଡିବାକୁ ଲାଗିବ । ବର୍ତ୍ତମାନ ପାଣିର ଲେବୁଲ କମିଗଲାଣି ବା ହାପ ଗ୍ଲାସ ପାଣି ହୋଇଯାଇଛି , ଗ୍ୟାସ ବନ୍ଦ କରି ନିଅନ୍ତୁ । ଏକ ଛାଣା ସାହାର୍ଯ୍ୟରେ ସେହି ପାଣିକୁ ଛାଣି ନିଅନ୍ତୁ ଏବଂ ତାହାକୁ 48 ଘଣ୍ଟା ପର୍ଯ୍ୟନ୍ତ ଏକ କାଚ ବାଉଲରେ ରଖି ନିଅନ୍ତୁ ।

ସେବନ ପ୍ରଣାଳୀ :-

ଏହି ଡ୍ରିଙ୍କ କୁ ଯଦି ଆପଣ ମାନେ ମଦ୍ୟପ ବ୍ୟକ୍ତିଙ୍କୁ ସକାଳେ ଅଧ ଗ୍ଲାସ ଓ ସନ୍ଧ୍ୟାରେ ଅଧଗ୍ଲାସ ପିଇବା ପାଇଁ ଦିଅନ୍ତୁ । ଏହିପରି ରେଗୁରାଲ 15 ଦିନ ପର୍ଯ୍ୟନ୍ତ ୟୁଜ କରନ୍ତୁ , ଦେଖିବେ ମଦ୍ୟପ ବ୍ୟକ୍ତି ମଦ ପିଇବା ସମ୍ପୂର୍ଣ୍ଣ ଭାବରେ ଛାଡିଦେବ । ମଦକୁ ଦେଖିଲେ ତାର ଘୃଣା ଭାବ ଆସିବ , ଏହାକୁ ନିଶ୍ଚୟ ଟ୍ରାଏ କରି ଦେଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.