Swastik Tv News Odisha

ମଦ ନିଶାରେ ଏହି ବ୍ୟକ୍ତି ଜଣକ ପଡିଗଲେ ସିଂହ ର ଗୁମ୍ଫା ଭିତରକୁ… ଆଉ ତା’ ପରେ ଯାହା ଘଟିଲା… ଦେଖନ୍ତୁ Video

0

ବନ୍ଧୁଗଣ ହିଂସ୍ର ବନ୍ୟ ଜନ୍ତୁ ମାନଙ୍କ ପ୍ରତି ସାଧାରଣରେ ଲୋକଙ୍କ ମନରେ ଏକ ଭୟ ରହିଥାଏ। କାରଣ ଯଦି କୌଣସି କାରଣରୁ ଆପଣ ତାଙ୍କର ଆକ୍ରମଣର ଶିକାର ହେବେ ତେବେ ଜୀବନ ଗଲା ବୋଲି ଜାଣି ନିଅନ୍ତୁ। କିନ୍ତୁ କିଛି ବ୍ୟକ୍ତି ନିଜର ଖାମଖିଆଲ ମନୋଭାବ ପାଇଁ ଏପରି ସମସ୍ୟା କୁ ବେଳେବେଳେ ଡାକି ଆଣି ଥାଆନ୍ତି। ତେବେ ଏହା ସତ ଯେ, ଦୁର୍ଘଟଣା କେତେବେଳେ କାହା ସହ ଘଟିବ ତାହା କହିହେବ ନାହିଁ। ମଣିଷ କେତେବେଳେ ଯେ କାହାର ଆକ୍ରମଣର ଶିକାର ହେବ ତାହା କହିବା ମୁସ୍କିଲ। ସେହିପରି ଆଜି ଆମେ ଜାଣିବା ଏକ ଏମିତି ଅଜବ ଘଟଣା ବିଷୟରେ ଯାହା ଜାଣିବା ପରେ ଏହା ଆପଣଙ୍କୁ ସାମାନ୍ୟ ଚକିତ କରିବ।

ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଏମିତି ସବୁ ଘଟଣା ମାନ ଦେଖିବା ପାଇଁ ମିଳିଥାଏ ଯାହା ସମସ୍ତଙ୍କୁ ବିସ୍ମୟ କରିବା ଭଳି ହୋଇଥାଏ।ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଆମେ ସବୁବେଳେ କେତେ ମାତ୍ରାରେ ସଚେତନ ରହିବାର ଆବଶ୍ୟକତା ରହିଛି। କାରଣ ଆମେ କେତେବେଳେ ବି କାହାର ଆକ୍ରମଣର ଶିକାର ହୋଇପାରୁ।ଆପଣ ତ ଜାଣିଛନ୍ତି କିଛି ଘଟଣା ଏମିତି ରହିଛି ଯାହା ଏମିତି ଅଚାନକ ଭାବରେ ଘଟି ଯାଇଥାଏ ତାକୁ ବିଶ୍ବାସ କରିବା ସମ୍ଭବ ନୁହେଁ। ବେଳେବେଳେ ଆମେ ଏପରି ଆକ୍ରମଣ ଜନିତ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇ ଯାଇଥାଉ ତ ପୁଣି କେତେବେଳେ ଜୀବନ ବି ଚାଲି ଯାଇଥାଏ।

ତେବେ ଏପରି ଦୁର୍ଘଟଣା ଜନିତ ଦୁଃଖ କେତେବେଳେ କାହା ସହ ଘଟିଯାଏ ତାହା କହିହେବ ନାହିଁ।ତାହା କେତେବେଳେ ଆମର ଅସାବଧାନତା ପାଇଁ ହୋଇଥାଏ ତ ପୁଣି କେତେବେଳେ ଅଜାଣତରେ ଘଟିଥାଏ। ତେବେ ବହୁତ୍ ଏହି ଭଳି ଘଟଣା ରହିଛି ତାହା ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ। ଯାହା ଯେତିକି ବିସ୍ମୟକର ସେତିକି ଭୟାନକ ବି ହୋଇଥାଏ।ସେହିପରି ଏକ ଘଟଣା ବିଷୟରେ ଆମେ କହିବାକୁ ଯାଉଛୁ ଯାହା ମୋବାଇଲରେ ରେକର୍ଡ ହେବାପରେ ଏବେ ସାମ୍ନାକୁ ଆସିଛି। ଯେଉଁ ଘଟଣାଟି ଘଟିଛି ଏକ ଚିଡ଼ିଆଖାନା ଭିତରେ।

ଏଠାରେ କିପରି ଜଣେ ବ୍ୟକ୍ତି ନିଶା ସେବନ କରି ନିଶାସକ୍ତ ହୋଇ ନିଶାରେ ସିଂହ ପିଞ୍ଜରା ଭିତରକୁ ଡେଇଁ ପଡ଼ିଛି ତାହା ଥରେ ଦେଖନ୍ତୁ। ପାଣି ଥିବା ଏକ ନାଳ ଭିତରକୁ ସେ ପଡ଼ିବା ପରେ ସିଂହ ମାନେ ତା ପାଖକୁ ଆସୁଛନ୍ତି। ଆଉ ଏହାକୁ ଦେଖି ସମସ୍ତ ଲୋକେ ଭୟଭୀତ ହୋଇ ପଡିଥିବା ବେଳେ ମଦ୍ୟପ ବ୍ୟକ୍ତି ଜଣଙ୍କ ନିଶାରେ ହଲି ହଲି ସେହିପରି ସେଠାରେ ଛିଡା ହୋଇଛନ୍ତି। କିଛି ସମୟ ପରେ ରଶି ପକାଇ ବ୍ୟକ୍ତି ଜଣଙ୍କୁ ପିଞ୍ଜରା ଉପରକୁ ଆର ପାରିକୁ ନିଆ ଯାଉଛି। ଆଉ ଅଳ୍ପକେ ସିଂହ କବଳରୁ ଏହି ବ୍ୟକ୍ତିଙ୍କ ଜୀବନ ବଞ୍ଚି ଯାଉଛି।ଏହି ଭିଡିଓ ଟି ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.