Swastik Tv News Odisha

ମଦ ପିଇ Bollywood ଅଭିନେତ୍ରୀ Priyanka Chopra ବିମାନରେ କଲେ ଲଜ୍ୟାଜନକ ହରକତ, ଶେଷରେ ଲଜ୍ୟାର ସବୁ ସୀମା କଲେ ଅତିକ୍ରମ….

0

ସାଧାରଣ ଲୋକଙ୍କ ଦୈନ୍ୟଦିନ ର ଜୀବନ ଶୈଳୀ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥାଏ। ଅଭିନୟ କ୍ଷେତ୍ରରେ ସେଲିବ୍ରେଟି ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ସେମାନଙ୍କ ଅଭିନୟ ମାଧ୍ୟମରେ ଲୋକମାନେ ଅନେକ କିଛି ଶିକ୍ଷା କରିଥାନ୍ତି। ସିନେମା ଜଗତରେ ଅନେକ କଳାକାର ଅଭିନୟ କରିଥାନ୍ତି, ଏବଂ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ଭଲ ପାଇବା ପାଇଁ ଚେଷ୍ଟା କରିଥାନ୍ତି। ଯେଉଁ କଳାକାରଙ୍କ ଅଭିନୟ ଦର୍ଶକ ଙ୍କୁ ଭଲ ଲାଗିଲା, ଦର୍ଶକ ମାନେ ସେହି କଳାକାରଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି, ସେମାନଙ୍କ ଦୈନ୍ୟଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ କୌତୁହଳ ପ୍ରକାଶ କରିଥାନ୍ତି।

ତେବେ ଅନେକ ଏପରି କଳାକାର ଅଛନ୍ତି ଯେଉଁ ମାନଙ୍କୁ ସାଧରଣ ଜନତା ଅନୁସରଣ କରିଥାନ୍ତି। ତାଙ୍କର ଚାଲି ଚଳନ ଠାରୁ ଆରମ୍ଭ କରି ଖାଇବା ପିଇବ ପର୍ଯ୍ୟନ୍ତ ସବୁ ଅନୁସରଣ କରିଥାନ୍ତି। ଯଦି କେହି ସେଲିବ୍ରେଟି କିଛି ଖରାପ କାମ କରେ ତାହା ଆମ ସମାଜ ଉପରେ ପ୍ରଭାବ ପଡିଥାଏ। ତେବେ ଯାହାବି ହେଉ ସେମାନଙ୍କର ମଧ୍ୟ କିଛି ପ୍ରଇଭେଟ ରହିଛି। ଏଭଳି କ୍ଷେତ୍ର ରେ ବଲିଉଡର ସୁନ୍ଦରୀ ନାଇକା ପ୍ରିୟଙ୍କା ଚପ୍ରା ନିଶାରେ ଏଭଳି କିଛି କାଣ୍ଡ କରିଛନ୍ତି ଯାହା ଜାଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଏଇ କିଛି ଦିନ ଧରି ସୋସିଆଲ ମିଡିଆରେ ପ୍ରିୟଙ୍କା ଚପ୍ରା ଏବଂ ତାଙ୍କ ସ୍ବାମୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

ଉଭୟ ଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା କଥା ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହୋଇଥିଲା। ଉଭୟ ଛାଡ଼ପତ୍ର ଦେବାର କଥା ମଧ୍ୟ ଶୁଣିବା ପାଇଁ ମିଳିଥିବା। ଯାହାବି ହେଉ ଏହି ସଂପର୍କରେ ଫାଟ ସୃଷ୍ଟି ହେବା କଥା କୁ ନେଇ ଏହି ସଂପର୍କରେ ପ୍ରିୟଙ୍କା ନିଜେ ସ୍ପଷ୍ଟ ଭାବରେ କହିଦେଇଛନ୍ତି। ତାଙ୍କ କହିବା କଥା ଯେ ତାଙ୍କ ମଧ୍ୟରେ ସେମିତି କିଛି ବି ହୋଇ ନାହିଁ ଯାହା ଫଳରେ ତାଙ୍କ ମଧ୍ୟରେ ଛାଡ଼ପତ୍ର ହେବ। ତାଙ୍କ ମଧ୍ୟରେ ସଂପର୍କ ବହୁତ ଭଲ ଅଛି। ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଖୁବ୍ଶୀଘ୍ର ପିଲା ମଧ୍ୟ କରିବାର ଯୋଜନା ରହିଛି। ଏଭଳି ଭାବରେ ନିଜ ଇଂସ୍ଟଗ୍ରାମ ରେ ମାଆ ହେବାର ଯୋଜନା ରହିଛି ବୋଲି ସେ ନିଜେ ସୂଚନା ଦେଇଛନ୍ତି।

ପ୍ରିୟଙ୍କା ଶୋ ‘କ୍ୱାଣ୍ଟିକୋ’ରେ କାମ କରୁଥିଲେ ଏହି ସମୟରେ ପ୍ରିୟଙ୍କା ପିଇବା ପରେ ବାନ୍ତି କରିଥିଲେ। ବିମାନ କର୍ମଚାରୀ ଜଣକ କହିଥିଲେ ଯେ ପ୍ରିୟଙ୍କା ବାନ୍ତି ପରେ ପୁଣି ମଦ୍ୟପାନ କରିଥିଲେ ଏବଂ ପରେ ସେ ଶୋଇପଡିଥିଲେ। ପ୍ରିୟଙ୍କାଙ୍କ ସହ ଜଡିତ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା। ଯାହା ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆପଣଙ୍କ କଣ ବିଚାର ରହିଛି ଆପଣ ମାନେ ନିଶ୍ଚିତ ଭାବରେ ଜଣାନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.