Swastik Tv News Odisha

ମହା ସଂଯୋଗ ! ପଣା ସଂକ୍ରାନ୍ତି (14 April) ଏହି 5ଟି ରାଶିର ଭାଗ୍ୟ ବଦଳିବ, ଧନର ବର୍ଷା ହେବ – Jyotisha Shastra

0

ଓଡିଆ ନୂଆବର୍ଷ ପଣାସଂକ୍ରାନ୍ତି 14 ଏପ୍ରିଲ ଗୁରୁବାର ଦିନ ପ଼ଡୁଅଛି , ଏହି ପଣା ସଂକ୍ରାନ୍ତି ଦିନ ଠାରୁ ଏହି 5 ଗୋଟି ରାଶିର ଭାଗ୍ୟ ବଦଳିବାକୁ ଯାଉଅଛି । ଓଡିଆ ନୂଆବର୍ଷ 2022 ରେ ରାଜାଙ୍କ ଭଳି ଜୀବନ ବିତାଇବେ ଏହି 5 ଗୋଟି ରାଶି । ଯେମିତି ଗ୍ରହ ନକ୍ଷତ୍ର ମାନଙ୍କର ଦିଗ ବଦଳିଥାଏ ,ସେହିପରି ରାଶି ମାନଙ୍କର ଅବସ୍ଥାନରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ଏହି ପବିତ୍ର ଓଡିଆ ନବବର୍ଷ ବା ମହାବିଷୁବ ସଂକ୍ରାନ୍ତିରେ ଗ୍ରହ ମାନଙ୍କର ସ୍ଥିତିରେ ଏମିତି ପରିବର୍ତ୍ତନ ହେବାକୁ ଯାଉଛି ଯାହା ଦ୍ୱାରା କିଛି ରାଶି ମାନଙ୍କର ବିଶେଷ ଲାଭ ହେବାକୁ ଯାଉଅଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କର ସମ୍ପର୍କରେ ।

1. ବୃଷରାଶି :-

ଏହି ରାଜଯୋଗ ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଖୁବ୍ ଭଲ ରହିବାର ଅଛି , ଆପଣଙ୍କର ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି । ଆପଣଙ୍କର କିଛି ନୂଆ ଯୋଜନା ହେବାର ଅଛି , ତା ଉପରେ କାମ କରିବା ଆରମ୍ଭ କରି ଦିଅନ୍ତୁ । ପ୍ରଭୁ ବଜରଙ୍ଗବାଲୀଙ୍କ କୃପା ଆପଣଙ୍କ ଉପରେ ବର୍ଷିବ , ଚାକିରୀ କ୍ଷେତ୍ରରେ ଥିବା ବ୍ୟକ୍ତି ମାନଙ୍କୁ ଭଲ ଲାଭ ମିଳିବ । ସମାଜରେ ଆପଣ ମାନଙ୍କର ମାନସମ୍ମାନ ବଢିବ , କୌଣସି ଖୁସୀ ଖବର ମିଳିପାରେ ।

2. ମେଷରାଶି :-

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ରାଜଯୋଗ ସମୟ ଆସୁଅଛି , ଲମ୍ୱା ସମୟ ଧରି ଯେଉଁ ଅସୁବିଧାର ସାମ୍ନା କରି ଆସୁଛନ୍ତି ଏବେ ତାହା ଦୂରିଭୂତ ହେବ । ଆପଣଙ୍କୁ ଅବସର ପ୍ରାପ୍ତ ହେବ , ଏହି ଯୋଗ ମିଳିବା ପରେ ନୂଆ ନୂଆ ଅବସର ପ୍ରାପ୍ତ ହେବ । ବ୍ୟାପାରୀ ମାନଙ୍କ ପାଇଁ ଦିନ ଗୁଡିକ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ , ଧନର ବର୍ଷା ହେବାର ମଧ୍ୟ ଯୋଗ ବନୁଅଛି ।

3. ସିଂହରାଶି :-

ଏହି ରାଶିର ଲୋକମାନଙ୍କ ପାଇଁ ବ଼ଡ ଧନଲାଭର ଯୋଗ ବନୁଅଛି , ବ୍ୟାପାରୀ ମାନଙ୍କ ପାଇଁ ବ୍ୟାପାର କ୍ଷେତ୍ରରେ ଧନ ଲାଭ ହେବାର ସମ୍ଭାବନା ବନୁଅଛି । ଆପଣ ବହୁତ ଦିନରୁ ଅପେକ୍ଷା କରିଥିବା କାର୍ଯ୍ୟରେ ସଫଳତା ଲାଭ କରିବେ । ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ , ଯେଉଁ କାରଣରୁ ଆପଣ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ ।

4. ତୁଳାରାଶି :-

ତୁଳା ରାଶିର ଲୋକମାନଙ୍କୁ ଏହି ମହାସଂଯୋଗ କାରଣରୁ ବହୁତ କମ ସମୟରେ ଅଧିକ ଲାଭ ଦେଖିବାକୁ ମିଳିବ । କାନୁନ ମାମଲାରେ ଫସିଥିବା ଲୋକମାନଙ୍କୁ ସଫଳତା ମିଳିବ , ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଖୁସୀପୂର୍ଣ୍ଣ ରହିବ । କେବେବି ଆପଣଙ୍କ ପାଖରେ ଧନର ଅଭାବ ଦେଖାଦେବ ନାହିଁ ଏବଂ ବଜରଙ୍ଗବାଲୀଙ୍କ କୃପା ଆପଣଙ୍କ ଉପରେ ବନି ରହିବ ।

5.କୁମ୍ଭରାଶି :-

ଏହି କୁମ୍ଭରାଶିର ଲୋକଙ୍କ ଉପରେ ମହାସଂଯୋଗ ଫଳରେ ଧନର ବର୍ଷା ହୋଇପାରେ , ଆପଣଙ୍କୁ ସାବଧାନ ରହିବାକୁ ପଡିବ । ଯେ ଆଗାମୀ ଦିନରେ ଆପଣଙ୍କ ଦ୍ୱାରା ଏମିତି କିଛି ଭୁଲ ନହୁଏ ଯାହାଫଳରେ ବଜରଙ୍ଗବାଲୀ ଆପଣଙ୍କ ଉପରେ ରାଗି ନଯାଆନ୍ତି । ଚାକିରୀ ଖୋଜୁଥିବା ଲୋକମାନଙ୍କୁ ବହୁତ ଜଲଦି ଚାକିରୀ ମିଳିବାର ସମ୍ଭାବନା ଅଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.