Swastik Tv News Odisha

ମହିଳାଙ୍କ ଠାରେ ଏହି ସବୁ ଲକ୍ଷଣ ଥିଲେ କରନ୍ତୁ ସହବାସ, ନିଶ୍ଚୟ ରହିବ ଛୁଆ – Pregnancy Tips

0

ହଁ ଦର୍ଶକ ବନ୍ଧୁ ଆଜି ମୁଁ ଆଲୋଚନା କରିବାକୁ ଯାଉଛି ଏପରି ଗୋଟିଏ ଜିନିଷ, ଯାହା ବିଷୟରେ ପ୍ରତେକ ମହିଳା ଜାଣି ରଖିବା ନିହାତି ଆବଶ୍ୟକ ହୋଇଥାଏ | ତେବେ ଆସନ୍ତୁ ତାହେଲେ ଜାଣିବା କଣ ସେ ଲକ୍ଷଣ ଯାହାକୁ ଦେଖିକି ଆମେ ଆମର ଅଭୁଲେସନ ର ଡେଟ ଉପରେ ଜାଣି ପରିଵା ଓ ସେହି ଅନୁସାରେ ଆମେ ଆମର ଗର୍ଭ ଧାରଣ କୁ ନେଇକି ଘଟୁଥିବା ସମସ୍ତ ପ୍ରକାରର ସମସ୍ୟାକୁ ମଧ୍ୟ ଦୂର କରିପାରିବା |

ଆମେ ମାନେ ସମସ୍ତେ ଜାଣିଛୁ କି ମହିଳା ମାନଙ୍କ ଠାରେ ଏହି ଅଭୁଲେସନ ହୋଇଥାଏ , ତାହେଲେ ଅଭୁଲେସନ କୁ ଜାଣିବା ପାଇଁ ହେଲେ ଆମକୁ ଆମ ପେରିଅଡ୍ସ ଡେଟ ଉପରେ ଲକ୍ଷ୍ୟ ଦେବାକୁ ହେବ | ଆଉ ସେହି ପିରିୟଡ଼ସ ଡେଟ କୁ ନେଇକି ଆମେ ଆମର ଅଭୁଲେସନ ର ଡେଟକୁ ମଧ୍ୟ ଜାଣିପାରିବା | ତାହେଲେ ଆମେ ସେହି ସମୟକୁ ଜାଣିବା ପାଇଁ ହେଲେ ପ୍ରଥମେ ଦୁଇ ମାସର ପିରିୟଡ଼ସ ଡେଟ କୁ ମନେ ରଖିବା ପାଇଁ ହେବ, ଆଉ ଯାହା ଫଳରେ ଆମେ ଅଭୁଲେସନ ର ଡେଟ ମଧ୍ୟ ଜାଣି ପାରିବା |

ତେବେ ଆମେ ଜାଣିଛୁ କି ପ୍ରତେକ ମହିଳା ଙ୍କର ଆଶା ଥାଏ କି ସେମାନେ ବି ମା ହୁଅନ୍ତୁ, ତାହେଲେ ଆମେ ଜାଣିଛୁ କି ମା ହେବାକୁ ହେଲେ ଆମକୁ ପ୍ରଥମେ ରିଲେସନ ରେ ରହିବା ପାଇଁ ପଡିବ | ତାହେଲେ ଆମର ପିରିୟଡ଼ସ ପରେ ମହିଳା ମାନଙ୍କର ଗର୍ଭାଶୟରେ ଡିମ୍ବାଣୁ ଆସିକି ରହିଥାଏ | ଆଉ ପୁରୁଷ ଶରୀରରୁ ସ୍ପର୍ମ ଯଦି ଯାଇକି ସେହି ଡିମ୍ବାଣୁ ସହିତ ମିଶ୍ର ତାହେଲେ ଜଣେ ଗର୍ଭବତୀ ହେଇପାରିବ | କିନ୍ତୁ ଡିମ୍ବାଣୁ କେବଳ ଗୋଟେ ଜନ୍ମ ହୋଇଥାଏ ଆଉ ସ୍ପୋର୍ମ ବହୁତ ମାତ୍ରା ଏହା କେବଳ ଗୋଟିଏ ସହିତ ଫାଟିଲାଇଯେସନ କରିଥାଏ | କିନ୍ତୁ ଅନେକ ମହିଳା ଙ୍କର ଗର୍ଭବତୀ ନ ହେଲାର ସମସ୍ୟା ଦେଖା ଯାଇଥାଏ କାରଣ ସେମାନେ ଠିକ ସମୟରେ ସହବସ୍ଥାନ କରନ୍ତିନି |

ତେବେ ଆସନ୍ତୁ ଜାଣିବା ଅଭୁଲେସନ ର ଲକ୍ଷଣ ଗୁଡିକ ହେଲେ ଦୁଇ ପିରିୟଡ଼ସ ମଧ୍ୟ ବର୍ତ୍ତୀ ଦିନରେ ଛାତି ନରମ ଲାଗିବା ସହିତ ଯନ୍ତ୍ରଣା ହେବ | ଆହୁରି ମଧ୍ୟ ଶରୀରର ଯଦି ତାପମାତ୍ରା ବଢିଯାଏ ତାହେଲେ ବି ସେହି ଦିନ ଗୁଡିକ ଅଭୁଲେସନ ଦିନପ ବୋଲି କହିବା |ତେବେ ଅଭୁଲେସନ ଦିନ ମାନଙ୍କରେ ସ୍ପଟିଙ୍ଗ ଅଧିକ ହୋଇଥାଏ କାରଣ ଓଷ୍ଟ୍ରୋଜେନ ନାମକ ଗୋଟିଏ ହର୍ମୋନ ଆଦିକ କ୍ଷରଣ ହୋଇଥାଏ |ଅଭୁଲେସନ ଦିନ ମାନଙ୍କରେ ମିଉକୋଷ ଡିସ୍ଚାର୍ଜ ହୋଇଥାଏ , ଯାହା ଠିକ ପୁରା ଆଣ୍ଡାର ଜେଲି ଭଳି ହୋଇଥାଏ | ଆହୁରି ଆବୁଲେସନ ସମୟରେ ପେଟରେ ଗୋଟିଏ ସାଇଡ ରୁ ଅଭୁଲ ରିଲିଜ ହୋଇଥାଏ, ଯାହା ଯୋଗୁଁ ଆମେ ମଧ୍ୟ ଜାଣିପାରୁ | ଏହା ଥିଲା ଅଭୁଲେସନ ର ଲକ୍ଷଣ ଯାହାକୁ ଜାଣି ରଖିବା ପ୍ରିଟୋ ମହିଳା ଙ୍କ ଆବଶ୍ୟକତା ରହିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.