Swastik Tv News Odisha

ମାଆ କହିଲେ ଏଇ ବର୍ଷ ହେବ Lipi ର ବାହାଘର, ନିଜ ବାହାଘର କୁ ନେଇ କଣ କହିଲେ ଅଭିନେତ୍ରୀ ଲିପି… ଦେଖନ୍ତୁ Video

0

ଏହିଠାରେ ଏକ ଓଡ଼ିଶାର ଜଣାଶୁଣା ଅଭିନେତ୍ରୀ ଲୋକ ଲୋଚନ କୁ ଆସିଛନ୍ତି ଯାହାଙ୍କୁ ଅଧିକାଂଶ ଲୋକ ସବୁ ଜାଣିଥିବେ। ଏବେ ସେ କିଛି ଦିନ ତଳେ ମଧ୍ୟ ଫିଲ୍ମ ଏବଂ ସିରିଏଲ ରେ ନଜର ରେ ଆସିଥିଲେ ଯାହାର ନାମ ଅଭିନେତ୍ରୀ ଲିପିକା। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ତାଙ୍କର ଏହି ଦିନ ଏଠାରେ ସେ ନିଜର ବାହାଘର କୁ ନେଇ କିଛି ମତ ଦେଇଛନ୍ତି।

ପୁଣି ଏକ ଅଭିନେତ୍ରୀ ଏବେ ଚର୍ଚ୍ଚାକୁ ଆସିଛନ୍ତି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ। ବିଭିନ୍ନ ସମୟରେ ଓଲିଉଡ ଜଗତର ବିଭିନ୍ନ ସିନେ ଷ୍ଟାର କ୍ୟାମେରା ସାମ୍ନାକୁ ଆସି ଥାଆନ୍ତି। ଆମ ଓଡ଼ିଶାର ଏକ ଓଲିଉଡ ଫିଲ୍ମ ଜଗତ ଯାହା ବହୁତ ପୁରୁଣା ଏବଂ ଚିରସ୍ଥାୟୀ। ଏଠାକାର ଅନେକ କଳାକାର ମଧ୍ୟ ନିଜର ଖୁବ ସୁନ୍ଦର ପ୍ରତିଭା ଦେଖାଇ ଲୋକ ମାନଙ୍କର ମନ କୁ ଜିତି ପାରିଛନ୍ତି। କଲକାର ମାନେ ସାଧାରଣତଃ ଦର୍ଶକ ମାନଙ୍କୁ ମନରଞ୍ଜନ ଦେଇ ଥାଆନ୍ତି ଯାହା ନିଜର କଳା ମାଧ୍ୟମରେ। ବର୍ତମାନ ସମୟରେ ଏକ ଅଭିନେତ୍ରୀ ଆଗକୁ ଆସିଛନ୍ତି ଯେ କି ଅନେକ ଗୁଡିଏ ଫିଲ୍ମ ସହିତ ଆଲବମ ମଧ୍ୟ କରିଛନ୍ତି ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଛି।

ଏହିଠାରେ ଓଲିଉଡ ର ଲୋକ ପ୍ରିୟ ଅଭିନେତ୍ରୀ ଲିପିକା ମହାପାତ୍ର ଙ୍କୁ ସମସ୍ତେ ଅଳ୍ପ ବହୁତ ଜାଣିଥିବେ। ଆଉ ତାଙ୍କର ଅଭିନୟ ଲୋକ ମାନେ ଅଧିକ ବିମୋହିତ ହୋଇ ଯାଇ ଥାଆନ୍ତି। ଅଭିନେତ୍ରୀ ଲିପିକା ଏବେ ଅନେକ ଫିଲ୍ମ ରେ ହିରୋଇନ ଭୂମିକା ରେ ରହିବା ସହିତ ସେ ଜଣେ ଭଲ ଡ୍ୟାନ୍ସର। ସେ ଆଗରୁ ଅନେକ ଗୁଡିଏ ମଧ୍ୟ ଆଲବମ କରିଥିଲେ ଯାହା ଦ୍ଵାରା ସେ ଲୋକ ଲୋଚନ କୁ ଆସି ପାରିଥିଲେ। ବହୁତ ଦିନ ପୂର୍ବେ ଅନେକ ଆଲବମ ଗୀତ ରେ ଡ୍ୟାନ୍ସ କରି ସମସ୍ତଙ୍କର ପ୍ରିୟପାତ୍ରୀ ହୋଇ ପାରିଛନ୍ତି। ଏବେ ଏଠାରେ ତାଙ୍କର ସବୁ ବର୍ଷ ଭଳି ଏକ ଜନ୍ମ ଦିନ ପାଳନ କରା ଯାଉଛି କିନ୍ତି ଏଥରକ ତାଙ୍କ ପାଖରୁ କିଛି ବ୍ୟକ୍ତିଗତ କଥା କହିଥିବାର ଦୃଶ୍ୟ ନଜରକୁ ଆସିଛି। ଏହିଠାରେ ନିଜର ଏକ ଧୁମଧାମରେ ଜନ୍ମ ଦିନ ପାଳନ କରିବା ପାଇଁ ବହୁତ ଇଛୁକ ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି।

ଏହି ଭିଡ଼ିଓରେ ନଜର ରେ ତାଙ୍କର ଜଣେ ସହଯୋଗୀ ଯିଏ ସବୁ କାମ ରେ ସାହାର୍ଯ୍ୟ କରିଥାଏ ତାଙ୍କ ସମ୍ପର୍କରେ କିଛି ମତ ଦେଇଛନ୍ତି। ଆଉ ସେହି ସହଯୋଗୀ ଏହି ଜନ୍ମ ଦିନର ସବୁ ସଜ୍ଜାସଜ୍ଜି ର ଦାୟିତ୍ବ ନେଇଛନ୍ତି ବୋଲି ଏଠାରେ ସୂଚନା ଦେଇଛନ୍ତି। ତାଙ୍କର ବିଭିନ୍ନ କାର୍ଯ୍ୟ ରେ ସେ ସାହାର୍ଯ୍ୟ କରି ଥାନ୍ତି ବୋଲି ମଧ୍ୟ କହିଛନ୍ତି। ଆଉ ଏଠାରେ ତାଙ୍କର ବିବାହ ସମ୍ପର୍କରେ କିଛି କହିଛନ୍ତି ଆଉ ବାହାଘର ପାଇଁ ଇଚ୍ଛା ରହିଛି ସେହିଭଳି ଏକ ଭଲ ପିଲା ପାଇଲେ ବାହାଘର ହୋଇଯିବ ଯାହା ଏମିତି କିଛି ସୂଚନା ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.