Swastik Tv News Odisha

ମାଆ ପାଖରୁ ଆସ୍ତେ ଆସ୍ତେ ଦୁରେଇ ଯାଉଛି ରାଜବୀର… ଏହି ଦୃଶ୍ୟ ଦେଖିଲେ ଆପଣ ବି କାନ୍ଦି ପକାଇବେ… ଦେଖନ୍ତୁ ଭିଡ଼ିଓ

0

ମନୁଷ୍ୟ ଜୀଵନ ଅନେକ ସମସ୍ୟା ଦେଇ ଗତି କରିଥାଏ। କାହାର କେତେବେଳେ କଣ ଘଟିବ ତାହା କେହି କହିପାରିବେ ନାହିଁ। ବିପଦ ଯେତେବେଳେ ଆସିଥାଏ କିଏ ଧନୀ କିମ୍ବା ଗରିବ ଦେଖିନଥାଏ। ଆଜିକାଲି ବିଭିନ୍ନ ପ୍ରକାର ରୋଗ ହେଉଛି। ତେବେ ରୋଗ ଏଭଳି ବେଳେ ବେଳେ ଦେଖିବା ପାଇଁ ମିଳୁଛି। ଯାହାକି ଡାକ୍ତର ମଧ୍ୟ ଚିନ୍ହିବା କଷ୍ଟକର ହୋଇ ପଡୁଛି। ଯେଉଁ ଥିରେ ଅନେକ ବ୍ୟୟ ବହୁଳ ମଧ୍ୟ ହୋଇଥାଏ। ତେବେ ଯେଉଁ ମାନଙ୍କ ପାଖରେ ଅଧିକ ପଇସା ଅଛି। ସେମାନଙ୍କର କୌଣସି ବଡ଼ ରୋଗ ହେଲା ତାଙ୍କର ଆର୍ଥର କୌଣସି ଅସୁବିଧା ହୋଇନଥାଏ। ତେବେ ଠିକ ସେହିପରି ଯଦି କୌଣସି ଗରିବ ଲୋକ କ୍ଷେତ୍ରରେ ବଡ଼ ରୋଗ ଦେଖାଯାଏ। ତାହାଲେ ସେମାନଙ୍କ କ୍ଷେତ୍ରରେ ଟଙ୍କା ଯୋଗାଡ କରିବା ବହୁତ ଅସୁବିଧା ହୋଇପଡେ।

ଠିକ ଏଭଳି ଏକ ଘଟଣା ଆପଣ ମାନେ ଦେଖିଥିବେ। ରାଜବୀର କୁନି ପିଲାକୁ ଏଭଳି ଏକ ମାରାତ୍ମକ ରୋଗ ହୋଇଛି। ଯେଉଁଥିରେ ସେ ଏକ ମାରାତ୍ମକ ରୋଗରେ ପୀଡିତ ଅଛନ୍ତି। ଯାହାର ଚିକତ୍ସା ପାଇଁ ୧୬ କୋଟି ଟଙ୍କାର ଆବଶକ୍ୟତା ରହିଛି। ତେବେ ତାଙ୍କ ବାପା ମାଆ ବହୁତ ଗରିବ ଶ୍ରେଣୀର ହୋଇଥିବା କାରଣରୁ ସେମାନଙ୍କ ପକ୍ଷରେ ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବପର ହୋଇ ପାରୁନାହିଁ। ସେ ଭାରତରେ ବିଭିନ୍ନ ରାଜ୍ୟରେ ବୁଲି ବୁଲି ପୁଅକୁ ଭଲ କରିଦେବା ପାଇଁ ଅନୁରୋଧ କରିଥିଲେ।

ହେଲେ ବର୍ତ୍ତମାନ ସୁଦ୍ଧା ଟଙ୍କା ଯୋଗାଡ ହୋଇପାରିନାହିଁ। ଏପରିକି ରାଜବୀରଙ୍କ ବାପା ମାଆ ନବୀନ ନିବାସ ସମୁଖରେ ଧାରଣା ଦେଇଥିଲେ। ଏହାପରେ ତାଙ୍କୁ ପୋଲିସ ସେଠାରୁ ତଡ଼ି ଦେଇଥିଲେ। ତେବେ ରାଜ୍ୟ ସରକାର ୯ ଶହ କୋଟି ଟଙ୍କା ଓଡିଶା ବାସୀଙ୍କ ଉପରେ ଖର୍ଚ୍ଚ କରିବାର ଲକ୍ଷ ରହିଛି। ସେଥିରୁ ୧୬ କୋଟି ଟଙ୍କା ଦେଇଥିଲେ ତାଙ୍କର ପୁଅର ଜୀଵନ ବଞ୍ଚିଯିବ। କାରଣ ଯେତେ ସମୟ ଗଢୁଛି ରାଜଭିର ଆୟୁଷ ସେତିକି ମାତ୍ରା ରେ କମି କମି ଯାଉଛି। ତାଙ୍କ ମାଆ ଅତି କୋହ ଭରା କଣ୍ଠ ରେ କହିଥିଲେ ଯେ ନିଜ ପିଲାର ମୃତ୍ୟୁ କିପରି ନିଜ ଆଖିରେ ଦେଖି ପାରିବେ।

ସେ ଦୀର୍ଘ ୩ ମାସ ଧରି ଦୌଡ଼ି ଦୌଡ଼ି ଥକି ପଡ଼ିଲେଣି। ଯାହାବି ତାଙ୍କର ଆଶା ବିଶ୍ୱାସ ଥିଲା ଧିରେ ଧିରେ କମିବାରେ ଲାଗିଲାଣି। ଏପଟେ ଚିକତ୍ସା ପାଇଁ ତାଙ୍କ ପାଖରେ ଯେତିକି ଟଙ୍କା ଥିଲା ତାହା ସବୁ ଖର୍ଚ୍ଚ ହୋଇ ସାରିଲାଣି। ତାଙ୍କ ପାଖରେ ଆଉ କିଛି ବି ରାସ୍ତା ନାହିଁ ତାଙ୍କ ପୁଅକୁ ବଞ୍ଚିବା ପାଇଁ ରାଜଭିର ବାପା ଏକଥା ମଧ୍ୟ କହିଛନ୍ତି। ଆମ ଓଡ଼ିଶାରେ ୪ କୋଟି ଲୋକ ଯଦି ଜଣେ ଲେଖାଏଁ ୪ ଟଙ୍କା ଦେବେ ତାହାଲେ ତାଙ୍କର ପୁଅର ଜୀବନ ବଂଚିଯାଇପାରନ୍ତା। ଆମେ ଭଗବାନଙ୍କ ନିକଟରେ ଏତିକି ପ୍ରାଥନା କରିବୁ କି ଖୁବ୍ଶୀଘ୍ର ରାଜଭିର ଭଲ ହୋଇଯାଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.