ଦର୍ଶକ ବନ୍ଧୁ ଏବେ ଘରେ ଘରେ ପ୍ରାୟ ଅନେକ ରୋଗର ସମସ୍ୟା ଦେଖାଯାଉଛି ତlମଧ୍ୟରୁ ଅର୍ଦ୍ଧକପାଳୀ ବିନ୍ଧା ଏକ ବହୁତ ବଡ ସମସ୍ୟା ଏହା ଦ୍ଵାରା ଲୋକମାନେ ଭଲରେ ଶୋଇପାରନ୍ତି ନାହିଁ ଏବଂ ସେମାନେ ମଧ୍ୟ ବହୁତ ଟେନସନରେ ରୁହନ୍ତି l ଏହି ସମସ୍ୟାର ସମାଧାନ ପାଇଁ ମୁଁ ଆପଣଙ୍କୁ ଏକ ରେମିଡ଼ି କହିବି l ଏହି ରେମିଡ଼ି ଅର୍ଦ୍ଧକପାଳି ପାଇଁ ରାମଵlଣ ଭଳି ଉପକlର କରିଥାଏ l ଏଥିରେ ବ୍ୟବହୃତ ସାମଗ୍ରୀ ଗୁଡିକ ଆପଣଙ୍କୁ ବହୁତ ଫାଇଦା ଦେଇଥାଏ ଏହାଦ୍ୱାରା ଆପଣ ଟେନସନ ଫ୍ରୀ ହେବା ସହ ନିଦ ମଧ୍ୟ ଭଲରେ ହୋଇଥାଏ l ତେବେ ଆସନ୍ତୁ ବନ୍ଧୁଗଣ ଏଇ ରେମିଡ଼ି ରେ କଣ କଣ ସାମଗ୍ରୀ ଆବଶ୍ୟକ, କିପରି ଏହାକୁ ପ୍ରସ୍ତୁତି କରିବା ଓ ଏହାର ପ୍ରୟୋଗ କିପରି କରିବା ଏ ବିଷୟରେ ମୁଁ ଅପାଣଙ୍କୁ ଜଣେଇବି l
ଆବଶ୍ୟକ ସାମଗ୍ରୀ :-
ପଦ୍ମ ମଞ୍ଜି,ପୋସ୍ତ, ଶୁଖିଲା ନଡ଼ିଆ, ଫୁଟିକାକୁଡି ମଞ୍ଜି/କାଜୁମଞ୍ଜି, ଗୋଲମରିଚ, ପିସ୍ତାବାଦାମ, ଗୁଜୁରାତି ଓ ମିଶ୍ରି
ପ୍ରସ୍ତୁତି ପ୍ରଣାଳୀ :-
ତେବେ ଦର୍ଶକ ବନ୍ଧୁ ଏହି ରେମିଡ଼ି ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ ଆପଣଙ୍କୁ ବହୁତ ସହଜରେ ମିଳିଯାଇପାରିବ l ପ୍ରଥମେ ଏହି ପଦ୍ମମଞ୍ଜି କୁ ଅଳ୍ପ ଆଞ୍ଚରେ ଭଲରେ ଭlଜନ୍ତୁ ଯେପରି ଏହା ପୁଡ଼ି ନଯାଏ ଏଥିରେ ତେଲ କି ଘିଅ ବ୍ୟବହାର କରିବେ ନାହିଁ l ଏହାକୁ ଏପରି ଭାଜନ୍ତୁ ଯେପରି ଏହା ହାତରେ ଗୁଣ୍ଡ ହୋଇଯିବ, ଏହା ହେଲା ପରେ ଏହାକୁ ଅନ୍ୟ ଏକ ପlତ୍ରକୁ ବାହାର କରିଦିଅନ୍ତୁ ଏବଂ ସେହି କଡେଇରେ ଫୁଟିକାକୁଡି ମଞ୍ଜି କୁ ମଧ୍ୟ୍ୟ ଭାଜନ୍ତୁ l ଏବେ ଆପଣ ଗୋଟେ ଗ୍ରାଇଣ୍ଡିଙ୍ଗ ଜାର ନେଇ ସେଥିରେ ପିସ୍ତାବାଦାମ, ପୋସ୍ତ ଓ ଫୁଟିକାକୁଡି ମଞ୍ଜିକୁ ସେଥିରେ ମିଶାଇ ଗୁଣ୍ଡ କରନ୍ତୁ l
ଏହି ଗୁଣ୍ଡକୁ ଅନ୍ୟ ଏକ ପାତ୍ର କୁ ବାହାର କରିନିଅନ୍ତୁ ଏବଂ ଭାଜି ରଖିଥିବା ପଦ୍ମମଞ୍ଜିକୁ ମଧ୍ୟ ଗୁଣ୍ଡ କରିନିଅନ୍ତୁ l ଏବେ ଗୋଟେ କଡେଇରେ ତେଲ କିମ୍ବା ଘିଅ ନିଅନ୍ତୁ ଗାଈ ଘିଅ ନେଲେ ଅଧିକ ଭଲ ହେବ ଏବଂ ଏଥିରେ ଗୋଲମରିଚ ଗୁଣ୍ଡ ପକାନ୍ତୁ ଆପଣ ଗୋଲମରିଚ ନିଜ ଅନୁସାରେ ନେଇ ପାରିବେ ମଧ୍ୟ, ଏହାକୁ ଅଳ୍ପ ସେକିବା ପରେ ଏଥିରେ ସମସ୍ତ ଗୁଣ୍ଡ ପକାଇ ଭଲସେ ଭାଜିନେବ l
ଏବେ ଅନ୍ୟ ଏକ କଡେଇରେ 200ଗ୍ରାମ ମିଶ୍ରି ଗୁଣ୍ଡ ନେବl ଯଦି ଆପଣଙ୍କୁ ଡାଇବେଟିସ ଥାଏ ତେବେ ଏହାକୁ ସ୍କିପ କରି ଖଜୁରୀର ମଞ୍ଜି ବାହାରକରି ଏହାକୁ ଗୁଣ୍ଡ କରି ଆପଣ ନେଇପାରିବେ l ଏହି ମିଶ୍ରି ରେ ଅଧାରୁ ଅଧିକ ପାଣି ଦେଈ ଏହାକୁ ସିରା ବନାନ୍ତୁ, ଏହା ଏପରି ବନାନ୍ତୁ ଯେପରି ଲଡୁ ସଫ୍ଟ ରହିବ l ଏହି ସିରା ଯେତେବେଳେ ହାତକୁ ଚିପି ଚିପା ଲାଗିବ ସେତେବେଳେ ଏହିଶିରାରେ ସମସ୍ତ ଗୁଣ୍ଡ ପକାଇ ଭଲସେ ଫେଣ୍ଟାନ୍ତୁ ଯେପରି ସବୁ ସାମଗ୍ରୀ ଭଲରେ ମିଶିଯିବ l ଏହାକୁ ଅଧିକ ଫ୍ରା କରନ୍ତୁ ନାହିଁ ସବୁ ସାମଗ୍ରୀ ଭଲରେ ମିଶି ଯିବା ପରେ ବାହାର କରିଆଣାନ୍ତୁ l ଏହାକୁ ଥଣ୍ଡା ହେଲାପରେ ଅଳ୍ପ ଉଷାମରେ ଲଡୁ ବନାନ୍ତୁ ଏହି ଲଡୁକୁ ଏକ ଜାର ରେ ରଖିଦିଅନ୍ତୁ l
ବ୍ୟବହାର :-
ଏଥିରେ ବ୍ୟବହୃତ ସମସ୍ତ ସାମଗ୍ରୀ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ଅଟେ l ଏହି ଲୁଡୁ ଆପଣ ପ୍ରତ୍ୟେକ ଦିନ ସକାଳ ଗୋଟିଏ ସେବନ କରନ୍ତୁ ଏବଂ ତାପରେ କ୍ଷୀର ଏକ ଗ୍ଲାସ ପିଅନ୍ତୁ ଦେଖିବେ ଏହା କେତେ ଉପକାରୀ ଅଟେ lଏହି ରେମିଡ଼ି କିଛି ଦିନ ବ୍ୟବହାର କଲେ ଏହା ଆପଣ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ନିଜେ ଜାଣିପାରିବେ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।