ତେବେ ବନ୍ଧୁଗଣ ଆମେ ମାନେ ଜାଣିଛୁ କି ଆମର ସ୍ୱାସ୍ଥ୍ୟ ହିଁ ଆମର ଅମୂଲ୍ୟ ସମ୍ପଦ ହୋଇଥାଏ | ତେବେ ଏହି ସ୍ୱାସ୍ଥ୍ୟ ର ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ | ତାହା ବ୍ୟତୀତ ଆମେ ଜାଣିଛୁ କି ମହିଳା ମାନଙ୍କ ପାଖରେ ପିରିୟଡ଼ସ ଜଣିତ ସମସ୍ୟା ମାନ ବିଶେଷ କରିକି ଦେଖା ଯାଇଥାଏ | ଆଉ ବେଳେ ବେଳେ ଦେଖା ଯାଇଥାଏ କି କୌଣସି କାରଣ ନ ଥାଇକି ମଧ୍ୟ ଆମର ପିରିୟଡ଼ସ ବନ୍ଦ ହୋଇଯାଇଥାଏ | ତେବେ ଏହିଭଳି ସମସ୍ୟା ଦେଖା ଯିବାର ମଧ୍ୟ ବିଭିନ୍ନ ପ୍ରକାରର କାରଣ ମାନ ରହିଥାଏ | ତେବେ ଏହି ପିରିୟଡ଼ସ ଜନିତ ଅନିୟମିତତା ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ କେତେକ ଅତି ସହଜ ଘରେଇ ଉପଚାର ବିଷୟରେ ଆସନ୍ତୁ ଜାଣିବା |
ତେବେ ଆମେ ଜାଣିଛୁ କି ପିରିୟଡ଼ସ ହେଉଛି ଗୋଟିଏ ନେଚୁରାଲ ପ୍ରୋସେସ | ଯଦି ଆପଣଙ୍କର ଓଜନ ହଠାତ ବଢିଯିବ ବା କମିଯିବ, ଅଧିକ ଏକସେସାଇଜ କରିଲେ ଯଦି ଆପଣ ଅଧିକ ଷ୍ଟ୍ରେସ ନେଉଥିବେ , ତାହା ବ୍ୟତୀତ PCOS ଭଳି ସମସ୍ୟା ଯଦି ଥିବ ଓ ଟିବି ଭଳି ରୋଗ ଦେଖା ଗଲେ ଓ ଇଉଟେରସ ରେ ଯଦି କିଛି ଅସୁବିଧା ଦେଖା ଯାଏ ତାହେଲେ ମଧ୍ୟ ପିରିୟଡ଼ସ ଵନ୍ଦ ହେବ | ଏହା ବ୍ୟତୀତ ଯଦି ଅଧିକ ଫାଷ୍ଟ ଫୁଡ ଖାଇବା, ଠିକ ସମୟରେ ନ ଶୋଇବା , ତାହା ବ୍ୟତୀତ ଥାଇରଏଡ଼ ଭଳି ସମସ୍ୟା ଥିଲେ ମଧ୍ୟ ପିରିୟଡ଼ସ ବନ୍ଦ ହୋଇଥାଏ | ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା କେତେକ ଘରେଇ ଉପଚାର ବିଷୟରେ |
ଆବଶ୍ୟକୀୟ ଉପକରଣ :-
ଅଦା, ମହୁ, ଜୁଆଣି
ପ୍ରସ୍ତୁତି ପ୍ରଣାଳୀ :-
ତେବେ ଆମକୁ ଏହି ଘରେଇ ଉପଚାର ଟି ବନେଇବା ପାଇଁ ହେଲେ ପ୍ରଥମେ କଢେଇରେ 3 ଗ୍ଲାସ ପାଣି ନେବା ଓ ସେଥିରେ 3 ଇଞ୍ଚ ର ଅଦା କାଟିକି ଛେଞ୍ଚିକି ପକେଇଦେବା | ତାହା ପରେ ଏହାକୁ ଫୁଟାଇକି ଦେଢ଼ ଗ୍ଲାସ ବନେଇବା | ଆଉ ତାହା କୁ ଛାଣି ନେଇ ସେଥିରେ ଗୋଟିଏ ଚାମଚ ଗୁଡ଼ ମିଶାଇବା |
ଦ୍ଵିତୀୟ ଉପଚାର ପାଇଁ ସେମିତି ପାଣି ନେବା 3 ଗ୍ଲାସ ଓ ସେଥିରେ ଜୁଆଣି ପକାଇ ଫୁଟାଇବା | ଆଉ ପାଣିଟି ଫୁଟିକି ଦେଢ଼ ଗ୍ଲାସ ହେଇଗଲେ ତାକୁ ଛାଣି ନେବା ଓ ସେଥିରେ ଗୁଡ଼ ମିଶାଇ ଖାଇ ପାରିବା |ଏହା ବ୍ୟତୀତ ଆମେ ହଳଦୀ କ୍ଷୀର ଓ ମେଥି କୁ ପାଣିରେ ଭିଜେଇ ମଧ୍ୟ ପିଇ ପାରିବା | ତେବେ ଆମେ ଅଧିକ ପେଟକୁ ଗରମ ରଖିବା ପାଇଁ ଘିଅ ମଧ୍ୟ ଖାଇ ପାରିବା |
ବ୍ୟବହାର :-
ଏହି ଉପଚାର କୁ ବନେଇକି ଆମେ ଦିନକୁ 3 ଥର ବ୍ୟବହାର କରି ପାରିବା |ତେବେ ଆମେ ସକାଳେ ଖାଲି ପେଟରେ ଏହାକୁ ବ୍ୟବହାର କରିବା ନିଦ ରୁ ଉଠିଲେ |ତାହା ପରେ ମଧ୍ୟାହ୍ନ ରେ ଖାଇବା ର 15 ମିନିଟ ପୂର୍ବରୁ ନେଇ ପାରିବା ଓ ସନ୍ଧ୍ୟାରେ ଖାଇବା ପୂର୍ବରୁ ନେଇ ପାରିବା | ତେବେ ଏହି ଉପଚାର କୁ ଆମେ ଚାହା ପିଇବା ଭଳି ପିଇ ପାରିବା |
ତେବେ ଏହି ଭଳି ଗୋଟିଏ ସପ୍ତାହ କରିବା ପରେ ଆପଣଙ୍କର ପିରିୟଡ଼ସ ଜନିତ ସମସ୍ତ ସମସ୍ୟା ଦୂରେଇଯିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।