ମାତ୍ର ୧ ମିନିଟ ରେ ଦାନ୍ତ କୁ ମୋଟି ଭଳି ଧଳା କରନ୍ତୁ ଏହି ସହଜ ଉପାୟ…

ତେବେ ବନ୍ଧୁଗଣ ଆମର ସୌଦାର୍ଯ୍ୟ ପାଇଁ ଯେମିତି ଆମର ତ୍ୱଚା କୁ ସୁନ୍ଦର ରଖିବା ଆବଶ୍ୟକ ଠିକ ସେହିଭଳି ଆମର ଦାନ୍ତ ର ଯତ୍ନ ନେବା ସହିତ ତାହାର ଯତ୍ନ ନେବା ମଧ୍ୟ ଆମର ନିହାତି ଆବଶ୍ୟକ ହୋଇଥାଏ | ତେବେ ଯଦି ଆପଣଙ୍କର ଦାନ୍ତ ହଳଦିଆ ଦେଖା ଯାଉଛି, ଦାନ୍ତ ଜନିତ ସମସ୍ୟା ଦେଖା ଯାଉଛି ଓ ପୋକ ମଧ୍ୟ ଲାଗୁଛି ଦାନ୍ତ ରେ | ତାହେଲେ ସେହି ସବୁ ଅସୁବିଧା ପାଇଁ ଆପଣ ମାନେ ଜମାରୁ ବି ବ୍ୟସ୍ତ ହୁଅନ୍ତୁ ନାହିଁ | ଆଜି ମୁଁ ଆପଣ ମାନଙ୍କୁ ବତାଇବି କେତେକ ଅତି ସହଜ ଘରେଇ ଉପଚାର ବିଷୟରେ ଯାହାକୁ ଆମେ ବ୍ୟବହାର କରିକି ଦାନ୍ତ ଜନିତ ସମସ୍ତ ପ୍ରକାରର ସମସ୍ୟାରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତି ପାଇପାରିବା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ସହଜ 3 ଟି ଘରେଇ ଉପଚାର ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-

ଟୁଥ ପେଷ୍ଟ, ହଳଦୀ, ଲେମ୍ବୁ, ବେକିଂ ପାଉଡର, Eno, ରାଇ ତେଲ, ଲୁଣ

ପ୍ରସ୍ତୁତି ପ୍ରଣାଳୀ :-

1- ତେବେ ପ୍ରଥମ ଉପଚାର କୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମେ ପ୍ରଥମେ ଟୁଥ ପେଷ୍ଟ ନେବା ଓ ସେଥିରେ କିଛି ବେକିଂ ପାଉଡର ନେବା ଓ ଲେମ୍ବୁର ରସ ମଧ୍ୟ ସେଥିରେ ମିଶାଇବା | ଆଉ ବ୍ରସ ସାହାଯ୍ୟରେ ଆମେ ମାନେ 2-3 ମିନିଟ ପର୍ଯ୍ୟନ୍ତ ଦାନ୍ତ କୁ ସଫା କରିବା | ଆଉ ଯାହା ଫଳରେ ଦାନ୍ତ ରେ ଚମକ ଆଣି ପାରିବା |

2- ଦ୍ଵିତୀୟ ଉପଚାର ପାଇଁ ଆମକୁ ପାଥମେ ଆବଶ୍ୟକ ପଡିବ ENO ର, ଗୋଟିଏ ENO ନେଇ ସେଥିରେ ଅଧା ଫାଙ୍କା ର ଲେମ୍ବୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରିବା | ଆଉ ତାହାକୁ ବ୍ରସ ସାହାଯ୍ୟରେ 2-3 ମିନିଟ ଘଷିବା| ଆଉ ଏହିଭଳି ଭାବରେ ସପ୍ତାହ ରେ 3 ଥର ଆମେ ଏହି ଉପଚାର କୁ କରି ପାରିବା |

3 – ତୃତୀୟ ଉପଚାର ପାଇଁକି ଆମେ ପ୍ରଥମେ ହଳଦୀ ନେବା ଓ ସେଥିରେ ଅଳ୍ପ ଲୁଣ ଦେବା ଓ ପରେ ସେଥିରେ ଆମେ ମିଶାଇବା ରାଇ ତେଲ | ତେବେ ତାହା ପ୍ରସ୍ତୁତ ହୋଇ ସାରିବା ପରେ ଆମେ ତାହାକୁ ବ୍ରସ ସାହାଯ୍ୟରେ ଘୋଷି ପାରିବା | ତେବେ ଏହି ଉପଚାର କୁ ଆମେ ସପ୍ତାହ ରେ ସବୁ ଦିନ ବ୍ୟବହାର କରି ପାରିବା |

ତେବେ ଏହି ଭଳି ଭାବରେ ଆମେ ସହଜ ଘରେଇ ଉପାୟରେ 3 ଟି ଉପଚାର କୁ ବ୍ୟବହାର କରିକି ଦାନ୍ତ ହଳଦିଆ ପଡିବା ଓ ଦାନ୍ତ ଜନିତ ସମସ୍ତ ପ୍ରକାରର ସମସ୍ୟା ରୁ ସବୁଦିନ ପାଇଁ ମୁକ୍ତି ପାଇପାରିବା ତାହେଲେ ଏହା ଥିଲା 3 ଟି ଅତି ସହଜ ଘରେଇ ଉପଚାର |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment