ହଁ ଦର୍ଶକବନ୍ଧୁ ଆମେ ଜାଣିଛୁ କି ଭକ୍ତିରେ ଭଗବାନ ରହିଥାନ୍ତି ଭଗବାନଙ୍କୁ ଯଦି ଆମେ ମନରୁ ମନ ଧ୍ୟାନ ଦେଇ ଭକ୍ତି ର ସହିତ ଡାକିବା ତେବେ ଭଗବାନ ଆମର ଡାକ ନିଶ୍ଚୟ ଶୁଣିବେ|ଆମେ ସକାଳ ଠାରୁ ରାତ୍ରି ଯାଏ ଯାହା ବି କାର୍ଯ୍ୟ କରିଥାଉ ତାହା ଆମ ଜୀବନ ସୋଇଲି ଉପରେ ବିଶେଷ ଭାବରେ ପ୍ରଭାବ ପକାଇଥାଏ |ଏପରି କିଛି କାର୍ଯ୍ୟ କରିବା ଉଚିତ ଯାହା ଆମ ଜୀବନକୁ ସୁଖ ଆଉ ସମୃଦ୍ଧିରେ ଭରିଦେବ| ଆମେ ମାନେ ଆମ ନିଜର ଅର୍ଥାତ ଗୃହରେ ଶାନ୍ତି ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟ କରିଥାଉ |ଆଉ ଜ୍ୟାତିଶ ଉପରେ ମଧ୍ୟ ଅନେକ ସମୟରେ ବିଶ୍ୱାସ କରିଥାଉ, ତେବେ ଏପରି କିଛି କାର୍ଯ୍ୟ ମଧ୍ୟ ଆମେ କରିଥାଉ ଯାହା ଦ୍ୱାରା ଆମ ଘର ଉପରେ ଓ ସମସ୍ତଙ୍କ ଉପରେ ଭଲ ପ୍ରଭାବ ପକାଇବା ସହିତ ଧନ ଓ ସମୃଦ୍ଧି ମଧ୍ୟ ବଜାଇ ରହିଥାଏ |
ତାହେଲେ ମୁଁ ଆପଣଙ୍କୁ ଗୋଟିଏ କାର୍ଯ୍ୟ କରିବା ପାଇଁ କହିଁବି, ଯାହା ଯୋଗୁଁ ଆପଣଙ୍କର ବହୁତ ଉନ୍ନତି ହେବ | ତାହେଲେ ଆସନ୍ତୁ ଜାଣିବା ପ୍ରତେକ ଦିନ କଣ କରିଲେ ଆମ ଘର ଅର୍ଥାତ ଆମର ମନର ଶାନ୍ତି ବଜାଇ ରହିବ |ତେବେ କେତେକ ସ୍ଥାନରେ ଦେଖା ଯାଏ କି ମନ ଆଉ ଆତ୍ମାର ସଙ୍ଗଯୋମତା ପାଇବା ପାଇଁ ହେଲେ ଆମକୁ କିଛି ଘରେ ଉପାୟରେ କାର୍ଯ୍ୟ କରିବା ପାଇଁ ପଡିଥାଏ | ତାହେଲେ ଆସନ୍ତୁ ବନ୍ଧୁ ଗଣ କଣ ସେ ଉପାୟ ଯାହାକୁ କରିଲେ ମା ଲକ୍ଷ୍ମୀ ଙ୍କର କୃପାଦୃଷ୍ଟି ଆମ ଉପରେ ପଡିବ ଓ କେଉଁ ଉପାୟରେ ଠାକୁରଙ୍କୁ ଡାକିଲେ ଓ ଘରେ କଣ ସବୁ କରିଲେ ସେ ଆମର ଡାକ ଶୁଣିବେ ଓ ଆମ ଉପରେ ନିଜର କୃପାର ବର୍ଷାକୁ ଅଜାଡି ଦେବେ ଆସନ୍ତୁ ସେ ସବୁ ବିଷୟରେ ଜାଣିବା|
ତେବେ ଘରେ ବୃନ୍ଦା ବତି, ଆଉ ମାତା ଲକ୍ଷ୍ମୀ ଙ୍କର କୃପା ପାଇବା ପାଇଁ ହେଲେ ଆମକୁ ପ୍ରଥମେ କିଛି ତୁଳସୀ ପତ୍ର ର ଆବଶ୍ୟକତା ରହିଥାଏ |ତାହେଲେ ଆମକୁ ପ୍ରଥମେ ସକାଳୁ ଉଠି ତୁଳସୀ ପତ୍ର ଆଣିବା ପାଇଁ ପଡିବ | ତାହା ପରେ ଗୋଟିଏ ପିତ୍ତଳ ର ପାତ୍ର ଆଣିକି ସେହି ତୁଳସୀ ପତ୍ର କୁ ସମ୍ପୂର୍ଣ୍ଣ ଭାବରେ ପାଣିରେ ବୁଡାଇ ରଖିବା ପାଇଁ ପଡିବ | ତେବେ ପରେ ସେହି ପାଣିକୁ ନେଇକି ଘରେ ସବୁ ସ୍ଥାନରେ ଛିଞ୍ଚି ବା ପାଇଁ ପଡିବ | ତେବେ ମନେ ରଖିବେ କି ଏହି ପାଣିକୁ କେବଳ ସକାଳେ ଆଉ ସନ୍ଧ୍ୟା ରେ ଛିଞ୍ଚି ପାରିବେ |
ତେବେ ଆହୁରି ମଧ୍ୟ ଗୋଟିଏ କଥା ରହିଛି କି ଏହି ପାଣିକୁ ଘରେ ଛିଞ୍ଚିବା ସମୟରେ ମନେ ରଖିବେ ଯେମିତି କେହି ଏହାକୁ ନ ଦେଖନ୍ତି | ତେବେ ଏହି ଭଳି ଉପାୟରେ ଘରେ ତୁଳସୀ ଜଳକୁ ଛିଞ୍ଚିଲେ ବୃନ୍ଦାବତୀ ଙ୍କର କୃପା ଦୃଷ୍ଟି ମଧ୍ୟ ଆମ ଉପରେ ପଡିବ ଓ ଉନ୍ନତି ହେବ |ଯାହା କୁ ଆପଣ ମାନେ ମଧ୍ୟ ମାନି ପାରିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।