Swastik Tv News Odisha

ମାତ୍ର ୨ ମିନିଟରେ ଦାନ୍ତବିନ୍ଧା ଭଲ ହୋଇଯିବ, ଦାନ୍ତର ପୋକ ବାହାରି ଯିବେ | Toothache Home Remedies

0

ହଁ ଦର୍ଶକ ବନ୍ଧୁ ଆଜିର ଏହି ଦୁନିଆରେ ଛୋଟ ରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତ ଙ୍କର ଗୋଟିଏ ସମସ୍ୟା ଦାନ୍ତ ବିନ୍ଧିବା ଓ ଦାନ୍ତ ରେ ପୋକ ଲାଗିବା ଯାହା ଦ୍ୱାରା ଲୋକମାନେ ବହୁ ଅସୁବିଧା ର ସମୁଖୀନ ହେଇଥାଏ ଓ ଏହା କେମିତି ଭଲ ହେବ ଭାବି ବହୁତ ଚିନ୍ତା ରେ ମଧ୍ୟ ପଡିଥାଉ ଓ କୌଣସି ଉପାୟ ନ ପାଇ ଆମେ ଔଷଧ ଦୋକାନ ରୁ ଔଷଧ କିଣି ଖାଇଥାଉ, ଯାହା ଦ୍ୱାରା ଲୋକମାନେ ନାହିଁ ନଥିଲା ଅସୁବିଧାରେ ସମ୍ମୁଖୀନ ହେଇଥାଉ, ଦାନ୍ତ ବିନ୍ଧା ଯୋଗୁଁ ଖାଇବା ଠୁ ଆରମ୍ଭ କରିପିଇ ବା ପର୍ଯ୍ୟନ୍ତ ସବୁଥିରେ ବୋହୁ କଷ୍ଟ ହେଇଥାଏ |

ହେଲେ ଏହି କଷ୍ଟ ରୁ କିପରି ନିଜକୁ ସବୁଦିନ ପାଇଁ ରକ୍ଷା କରିପାରିବେ ତାହା ବିଷୟରେ ଆଜି ମୁ ଆପଣଙ୍କୁ କହିବି, ହଁ ଦର୍ଶକ ବନ୍ଧୁ ଏହି ଦାନ୍ତି ବିନ୍ଧା ଯୋଗୁଁ ଆପଣଙ୍କ ର କୌଣସି ଜିନିଷ ଅତି ସହଜରେ ଖାଇବା ଦୂରରେ ଥାଉ ଆପଣ ଖାଇବା ଜିନିଷ କୁ ଦେଖିଲେ ଡରୁଛନ୍ତି, ହେଲେ ଏହି ଦାନ୍ତ ବିନ୍ଧା ଏବେ ଛୋଟ ପିଲାଙ୍କ ଠୁ ଆରମ୍ଭ କରି ବଡ ଯାଏ ପ୍ରାୟତଃ ଦେଖାଦେଲାଣି ହେଲେ ଏହି ପରି ହେବା ମାତ୍ରେ ଆମେ ସଙ୍ଗେ ସଙ୍ଗେ ଡ଼କ୍ଟର ଙ୍କ ପାଖକୁ ଯିବା କଥା ଭାବିଥାଉ, ହେଲେ ଆପଣ ମାନେ ଥରେ ଭାବିଛନ୍ତି ଯେ କି ବିନା ଡାକ୍ତର ରେ ଆମେ ଆମର ଦାନ୍ତ ର ଉପଯୁକ୍ତ ଯତ୍ନ ନେବା ସହିତ ଏହି ପରି ସମସ୍ୟା ର ମଧ୍ୟ୍ୟ ସମାଧାନ ମଧ୍ୟ କରିପାରିବା, ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା କେମିତି କଣ କରିଲେ, ଆପଣଙ୍କ ଦାନ୍ତ ସବୁଦିନ ପାଇଁ ପୋକ ସମସ୍ୟା ରୁ ଦୁରେଇ ପାରିବେ |

ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସେ ଘରେଇ ଉପକରଣ ବ୍ୟବହାର ଓ ତାହାର ପ୍ରସ୍ତୁତି ବିଷୟରେ ପ୍ରଥମେ ଜାଣିବା ଏହା ର ପ୍ରସ୍ତୁତି ବିଷୟରେ :-

ପ୍ରଥମେ ଗୋଟିଏ ସଫା ଗିନା ଟିଏ ନିୟନ୍ତୁ ସେଥିରେ 2 ପାଖୁଡା ରସୁଣ ନୟନ୍ତୁ ଓ ତାକୁ ଭଲ ଭାବରେ ଧୋଇ ଦିୟନ୍ତୁ ଓ ଧୋଇସାରିବା ପରେ ତାକୁ ଚେଁଛି ଦିୟନ୍ତୁ ଓ ସେଥିରେ କିଛି ଲବଙ୍ଗ କୁ ଚୁର୍ଣ୍ଣ କରି ମିଶାଇବା ଓ ସେଥିରେ ଅଳ୍ପ ପରିମାଣ ରେ ହଳଦୀ ଓ ସୋରିଷ ତେଲ ଆଡ଼ କରିବା ଓ ସେଥିରେ ଅଳ୍ପ ଟିକେ ପାଣି ମିଶାଇବା ଓ ତାକୁ ଭଲ ଭାବରେ ଫେଣ୍ଟି ରାତିରେ ଶୋଇବା ପୂର୍ବରୁ ଦାନ୍ତ ରେ ଲଗାନ୍ତୁ ଦେଖିବେ ଦର୍ଶକ ବନ୍ଧୁ ମାତ୍ର କିଛି ସମୟ ପରେ ଆମର ଦାନ୍ତ ଧୀରେ ଭଲ ହେବା ସହିତ ଦାନ୍ତ ରୁ ପୋକ ମଧ୍ୟ ବାହାର କରାଯାଇପାରେ |

ତାହେଲେ ଜାଣିଲେ ତଃ ଦର୍ଶକ ବନ୍ଧୁ କିପରି ଭାବରେ ଅତି ସହଜରେ ଦାନ୍ତ ବିନ୍ଧା ଭଲ କରିବା ସହିତ ଦାନ୍ତ ରୁ ପୋକ ମଧ୍ୟ ବାହାର କରାଯାଇ ପାରିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.