ମାତ୍ର ୩ ଦିନ ଏହାକୁ ଲଗାନ୍ତୁ ନା ରହିବ ବ୍ରଣ, କଳାଦାଗ ମୁହଁ କ୍ଷୀର ଭଳି ଚମକିବ – Beauty Skin Care

ତେବେ ବନ୍ଧୁଗଣ ଆପଣ ସମସ୍ତେ ଜାଣିଥିବେ କି ତ୍ୱଚା କୁ ନେଇକି ସମସ୍ତେ ପ୍ରାୟ ଯତ୍ନବାନ ଥାଆନ୍ତି | ଆଉ ତ୍ୱଚା କେମିତି ସୁନ୍ଦର ଦେଖା ଯିବ ସେଥିପାଇଁ ମଧ୍ୟ ଆମେ ବହୁତ ପ୍ରକାରର ଉପାୟ ଘରେ ଅବଲମ୍ବନ କରିଥାଉ | ତାହେଲେ ଆଜି ଆମେ ଏଲବେରା କୁ ବ୍ୟବହାର କରିକି ତ୍ୱଚାର ଯତ୍ନ ବିଷୟରେ ଆସନ୍ତୁ ନଜର ପକାଇବା |ତେବେ ଦର୍ଶକ ବନ୍ଧୁ ଆଜିକାଲି ସୁନ୍ଦର ଓ ଉତ୍ତମ ତ୍ୱଚା ପାଇଁ ଏଲବେରା ଜେଲ ଖୁବ ଉପକାରୀ | ତେବେ କୁହାଯାଏ ଯେ ଏଲବେରା ମିନେରାଲ୍ସରେ ଭରପୁର ଓ ଓ ଆଣ୍ଟି-ଅକ୍ସିଡାଣ୍ଟ ମଧ୍ୟ ରହିଛି | ଯାହା ତ୍ୱଚା ଜନିତ ଅନେକ ସମସ୍ୟା ଦୂର କରିଥାଏ ତେବେ ଏହି ଏଲବେରା ଜେଲ କୁ ବ୍ୟବହାର କରି ଫେସିଆଲ୍‍ କରିବା ଦ୍ୱାରା ପାର୍ଲର ଭଳି ଚମକ ଖୁବ କମ ସମୟରେ ମିଳିପାରିବ |

ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଏହାର ଘରେଇ ଉପଚାର ର ପ୍ରସ୍ତୁତି ବିଷୟରେ |

ଆବଶ୍ୟକୀୟ ଉପକରଣ :-

ଏଲବେରା, ମହୁ, ଲେମ୍ବୁ, ଚନ୍ଦନ ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ :-

ଏଲବେରା ର ଫେସିଆଲ ପାଇଁ ପ୍ରଥମେ ଗୋଟିଏ ଗିନାକୁ ଭଲ ଭାବେ ଧୋଇଦେଇ ଏହି ଜେଲ କୁ ମାତ୍ରା ଦୁଇ ଚାମଚ ସେହି ପାତ୍ରରେ ଏହାକୁ ରଖନ୍ତୁ ଓ ଏଥିରେ ଏକ ଚାମଚ ମହୁ ମିଶାନ୍ତୁ ଓ ତାହା ସହତି ଗୋଟିଏ ଲେମ୍ବୁ ରୁ ଅଧା କରି ତାହାର ରସ କୁ ମଧ୍ୟ ସେଥିରେ ମିଶାନ୍ତୁ ଓ ତାପରେ ଏକ ଚାମଚ ଚନ୍ଦନ ଗୁଣ୍ଡି ମଧ୍ୟ ସେଥିରେ ଭଲ ଭାବରେ ମିକ୍ସ କରନ୍ତୁ |

ଏହାର ବ୍ୟବହାର :-

ଏବେ ଆପଣ ପ୍ରସ୍ତୁତ କରିଥିବା ସାମଗ୍ରୀକୁ ଗାଧେଇବା ର 10 ମିନିଟ ଆଗରୁ ଏହାକୁ ମୁହଁରେ ଭଲ ଭାବେ ମାଲିସ କରି ଏହାକୁ କିଛି ସମୟ ଛାଡି ଦିୟନ୍ତୁ | ଦେଖିବେ କିଛି ସମୟ ପରେ ତ୍ୱଚାରୁ ଅପରିଷ୍କାର ଜିନିଷ ବାହାର ହେବାର ଦେଖା ଯିବ କାରଣ ଏଲବେରା ଜେଲ ମୁହଁରେ ପୂର୍ବରୁ ଥିବା ସମସ୍ତ ପ୍ରକାର ର ଅପରିଷ୍କାର ଜିନଷ ବାହାର କରିବା ରେ ବେଶ ସହାୟକ ହୋଇଥାଏ ଏହାକୁ ମୁହଁରେ ଓ ବେକରେ ଲଗାଇ ମାଲିସ କରନ୍ତୁ। ଏହା ଦ୍ୱାରା ମୁହଁ ଭଲ ଭାବେ ସଫା ହୋଇ ଯାଇଥାଏ |

ଜେଲ୍‍ କୁ ମଧ୍ୟ ନିଜ ମୁହଁ ଓ ବେକରେ ଲଗାନ୍ତୁ ଏହା ଆଖି ତଳର କଳାଦାଗ,ମୁହଁର ଦାଗ,ବୟସ ବୃଦ୍ଧି ଲକ୍ଷଣ ଦୂର କରିବାରେ ସହାୟକ ହୋଇଥାଏ | ହଁ ଦର୍ଶକ ବନ୍ଧୁ ଏଲୋବେରା ଲେମ୍ବୁ ରସ, ମହୁ ଏହାକୁ ମୁହଁରେ ଲଗାଇ ୧୫ ରୁ ୨୦ ମିନିଟ ରଖନ୍ତୁ ପରେ ଏହାକୁ ଧୋଇ ଦିଅନ୍ତୁ ଏହା ମୁହଁର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିବା ସହିତ ମୁହଁ ଚମକ ବୃଦ୍ଧି କରିଥାଏ | ଏମିତି ମାତ୍ରା ଏକ ବା ଦୁଇ ସପ୍ତାହ ଘରେ ପ୍ରସ୍ତୁତି କରି ନିଜ ମୁହଁରେ ମୁହଁରେ ଲଗାନ୍ତୁ ଦେଖିବେ ଆପଣଙ୍କ ତ୍ୱଚା ସମ୍ପୂର୍ଣ ଭାବରେ ବଦଳିବା ରେ ଲାଗିବ |

ଏହିଭଳି ଭାବରେ ଆମେ ମଧ୍ୟ ତ୍ୱଚା ର ଯତ୍ନ ନେଇ ପାରିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment