Swastik Tv News Odisha

ମାର୍କେଟ କୁ ଆସିଲା ପପୁ ପମ ପମ ଙ୍କ ନୂଆ କମେଡି ଗୀତ ( Tu Kie Be )…. 500k ରୁ ଅଧିକ ଭାଇରାଲ ହୋଇ ସମସ୍ତଙ୍କ ମୋବାଇଲରେ (Status)ଭିଡିଓ

0

ବନ୍ଧୁଗଣ ବର୍ତ୍ତମାନ ମୁଜିକ ଭିଡିଓ ର ଏକ ଟ୍ରେଣ୍ଡ ଚାଲିଛି କହିଲେ ଚଲେ। ଏସବୁ ଭିଡିଓ ର ବେଶ୍ ଚାହିଦା ରହିଛି, ତାହା ଯେଉଁ ଭାଷାରେ ହେଉ ନା କାହିଁକି। ସେହିପରି ଆମ ଓଡିଶାରେ ଓଡ଼ିଆ ଆଲବମ୍ ମ୍ୟୁଜିକ ଭିଡିଓ ବେଶ୍ ଲୋକପ୍ରିୟତା ହାସଲ କରିବାରେ ଲାଗିଛି ସୋସିଆଲ ମିଡିଆରେ। ଆପଣ ତ ଜାଣିଛନ୍ତି କିପରି ଭାବରେ ଆମ ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ଏବେ ଆଲବମ୍ ଜଗତରେ ତାର ପାରଦର୍ଶିତା ହାସଲ କରିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ହିଟ୍ ଗୀତକୁ ଭେଟି ଦେଉଛାନ୍ତି ଯୁବ ଆର୍ଟିଷ୍ଟ ମାନେ। ସୁନ୍ଦର୍ ସଂଯୋଜନା ସାଙ୍ଗକୁ ନିର୍ଦ୍ଦେଶନା ମଧ୍ଯ ହୃଦୟସ୍ପର୍ଶୀ ହେଉଛି ଏବଂ ଲୋକଙ୍କ ହୃଦୟକୁ ମଧ୍ଯ ଛୁଇଁ ପାରୁଛି ଏହି ସବୁ ଗୀତ।

ତେବେ ଯାହା ଦେଖିବାକୁ ମିଳୁଛି ଟେକ୍ନୋଲୋଜି ର ମୋଡ଼ିଫିକେଶନ ମଧ୍ଯ ଅନେକ ମାତ୍ରାରେ ହେଉଛି। ଯାହା ଏହିସବୁ ଭିଡିଓ କୁ ଅନ୍ଯ ଇଣ୍ଡଷ୍ଟ୍ରି ସହିତ ଟକ୍କର ଦେବାକୁ ସକ୍ଷମ ହୋଇ ପାରୁଛି।ଅନେକ ଲୋକପ୍ରିୟ ଏବଂ ଯୁବପିଢି ଙ୍କୁ ପସନ୍ଦ ଆସିବା ଭଳି ଭିଡିଓ ସବୁ ଏବେ ସାମ୍ନାକୁ ଆସୁଛି। ଆଉ ଏହି ଇଣ୍ଡଷ୍ଟ୍ରି ମଧ୍ଯ ବହୁତ୍ ଭଲ ରୋଜଗାର କରୁଛି। ତେବେ ନୃତ୍ୟ ଏବଂ ସଙ୍ଗୀତ ଏକ ଏମିତି ମନୋରଞ୍ଜନ ପୂର୍ଣ୍ଣ ଜିନିଷ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏହାଦ୍ୱାରା ସେମାନଂକୁ ହସିବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ ଏବଂ ଖୁସି ହେବା ପାଇଁ ସୁଯୋଗ ମିଳିଯାଏ।

ତେବେ ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ସ୍ମାର୍ଟ ଫୋନ୍ ବ୍ଯବହାର କରି ଟେକ୍ନୋଲୋଜି ଏବଂ ନିଜର ଟାଲେଣ୍ଟ କୁ ଉପଯୋଗ କରି ସେମାନେ ଅନେକ ସମୟରେ ସେମାନଙ୍କ ପ୍ରତିଭାକୁ ଦେଖାଇଥାନ୍ତି।ନିଜର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁ ଯୁବପିଢି ମାନେ ସୋସିଆଲ ମିଡିଆରେ ସେୟାର କରୁଛନ୍ତି ଏବଂ ୟୁ ଟ୍ୟୁବ୍ ରେ ପୋଷ୍ଟ କରୁଛନ୍ତି।କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ। ସେହିପରି ଏବେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ଏକ କମେଡି ସଙ୍ଗୀତ ଅଟେ।

ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର ନିର୍ଦ୍ଦେଶନା ଏବଂ ସଂଯୋଜନା ହୋଇଛି। କିଛି ଭିଡିଓ ଏମିତି ରହିଥାଏ ଯାହା ଲୋକଙ୍କୁ ବେଶ୍ ପସନ୍ଦ ଆସିଥାଏ। ଏଠାରେ ଏହି ଭିଡିଓ ରେ କିପରି ଭାବରେ ପପୁ ପମପମ୍ ତାଙ୍କର କଣ୍ଠରେ ଏହାକୁ ବେଶ୍ ଆକର୍ଷଣୀୟ କରିଛନ୍ତି ତାହା ଥରେ ଶୁଣନ୍ତୁ। ଏହି କମେଡି ଗୀତ “ତୁ କିଏ ବେ” ର କଣ୍ଠ ଏବଂ ନିର୍ଦ୍ଦେଶନା ପପୁ ପମପମ୍ ଦେଇଥିବା ବେଳେ ଏହାର ମ୍ୟୁଜୀକ ଦେଇଛନ୍ତି ଗଣେଶ ପ୍ରସାଦ ଏବଂ ଏହାର ଲିରିକ୍ କରିଛନ୍ତି ପବିତ୍ର।ଏହି ଭିଡିଓ ଏବେ ୟୁ ଟ୍ୟୁବ୍ ରେ ୭ ଦିନ ଭିତରେ ୫ ଲକ୍ଷ ଭିଉ ଅତିକ୍ରମ କରି ସାରିଲାଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.