Swastik Tv News Odisha

ମାଳିକା ବଡ ଭବିଷ୍ୟବାଣୀ ! ଏହି ତାରିଖରେ ଭୁବନେଶ୍ୱର ରେ ରାତି 12 ଟାରେ ଶୁଭିବ ଗର୍ଜନ, ଶେଷରେ ମିଳିଲା ଫାଇନାଲ ଡେଟ ଦେଖନ୍ତୁ ଏବଂ ସଚେତନ କରାନ୍ତୁ

0

ମାଳିକା ରେ ଯେଉଁ ବିଶେଷ ପ୍ରସଙ୍ଗ ସବୁ ରହିଛି ତାକୁ ଆମେ ଗୋଟିଏ ପରେ ଗୋଟେ କଭର୍ କରିବା ପାଇଁ ଚେଷ୍ଟା କରି ଚାଲିଛୁ। ଆମେ ଆପଣଙ୍କୁ ଅନେକ ସମୟରେ ଅନେକ ଏମିତି କଥା କହିଥାଉ ଫଳରେ ଆପଣ କିଛି ମାଳିକା ବର୍ଣ୍ଣିତ ସ୍ଥାନ ଏବଂ ମାଳିକା ର ଭକ୍ତ ମାନଙ୍କ ବିଷୟରେ ଜାଣିବାର ସୁଯୋଗ ପାଉଛନ୍ତି ଏବଂ ଅନେକ ନୂଆ ନୂଆ କଥା ମଧ୍ୟ ସେମାନଙ୍କ ଠାରୁ ଜାଣୁ ଛନ୍ତି। ତେବେ ଅନେକ ଥର ଭଳି ପୁଣିଥରେ ମାଳିକାର ଏକ ବିଶେଷ କଥା ଉପରେ ଗୁରୁତ୍ବ ଆରୋପ କରି ଜନସାଧାରଣ ଙ୍କ ସଚେତନତା ନିମନ୍ତେ ମାଳିକା ବର୍ଣ୍ଣିତ ତଥ୍ୟ କୁ ଆଲୋଚନା କରିବା। ଯାହା ବାସ୍ତବରେ ଏକ ଗୁରୁତ୍ବପୂର୍ଣ୍ଣ ଏବଂ ମହତ୍ କଥା।

ଏହା ସତ ଯେ ମାଳିକା ରେ ରେ ଦୀର୍ଘ ବର୍ଷ ପୂର୍ବେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ। ଯଦିଓ ଏହାକୁ ଅନେକ ମାନିବାକୁ ରାଜି ନାହାଁନ୍ତି ତଥାପି ବି ଏହି ଘଟଣା ସବୁ ସତ। ଏହାକୁ ବୁଝି ବିଚାରି ନିଜକୁ ସତର୍କ କରାଇବା ସହ ନିଜ କର୍ମକୁ ଠିକ୍ କରିବା ଆବଶ୍ୟକ। ତେବେ ଆସନ୍ତୁ ଅନେକ ଥର ଭଳି ପୁଣିଥରେ ମାଳିକାର ଏକ ବିଶେଷ କଥା ଉପରେ ଗୁରୁତ୍ବ ଆରୋପ କରିବା, ଯାହା ଜଣେ ମାଳିକା ଭକ୍ତ ମାଳିକା ଗବେଷକ ଅଭିରାମ ଦେବଦାସଙ୍କ ଦ୍ବାରା ବର୍ଣ୍ଣନା କରା ଯାଇଛି।ଆଉ ଏହି ଘଟଣା ଭୁବନେଶ୍ବର ସହ ଜଡ଼ିତ ଏବଂ ଭୁବନେଶ୍ବର ରେ ହିଁ ଘଟିବ।

ମାଳିକା ଗବେଷକ ଙ୍କ କହିବା ଅନୁସାରେ ଭୁବନେଶ୍ବର ରେ ଏକାମ୍ର ରେ ଏକ ଭିନ୍ନ ଗର୍ଜନ ଶୁଣିବାକୁ ମିଳିବ, ଆଉ ଏହା ଯାଜପୁର ଯାଏଁ ଶୁଭିବ।ଏହି ଗର୍ଜନ ରାତି ସମୟରେ ରାତି ୧୨ ଟାରେ ଶୁନ୍ୟରୁ ଶୁଣିବାକୁ ମିଳିବ।ଏହି ଯେଉଁ ଡାକ ଯାଜପୁରକୁ ଶୁଭିବ ତାହା ଶୁଭିବା ମାତ୍ରେ ମାଆ ବିରଜା ଦେବୀ ବ୍ରହ୍ମସ୍ଥାନ କୁ ଯିବେ। ନୀଳାଚଳ କୁ ମହାପୁରୁଷ ବ୍ରହ୍ମସ୍ଥାନ ବୋଲି କହିଛନ୍ତି।ଏହି ଗର୍ଜନ ସୁଭିବା ଦ୍ଵାରା ମାଆ ବିରଜାଙ୍କ ସହ ସବୁ ମାତୃ ଶକ୍ତି ତେଜୀୟାନ ବା ଜାଗ୍ରତ ହୋଇ ଉଠିବେ। ମାଳିକା ଗବେଷକ କହୁଛନ୍ତି ଯଦିଓ ଶାସ୍ତ୍ର କହୁଛି ଯାଜପୁର ହେଉଛି ବ୍ରହ୍ମସ୍ଥାନ। କିନ୍ତୁ ମହାପୁରୁଷ ଜଗନ୍ନାଥ ଦାସ କହିଲେ ବିରଜା ଯାଇ ଯିବେ ବ୍ରହ୍ମା ସ୍ଥାନକୁ।

ସେ କହୁଛନ୍ତି ବ୍ରହ୍ମା ସୃଷ୍ଟି ସର୍ଜନା କଲେ ଆଉ ଏହି ସୃଷ୍ଟି ସର୍ଜନା ସେ କଳ୍ପବଟ ପାଖରେ କରିଥିଲେ। ଯେଉଁ କଳ୍ପବଟ କୁ ବ୍ରହ୍ମା କଳ୍ପନା ରେ ସୃଷ୍ଟି କରିଥିଲେ। ବ୍ରହ୍ମା ଙ୍କ ଏକ କ୍ଷେତ୍ର ହେଉଛି ନୀଳାଚଳ କ୍ଷେତ୍ର। ଯେତେବେଳେ ଯାଜପୁରରେ ଏହି ଶବ୍ଦ ଶୁଭିବ ସେତେବେଳେ ବିରଜା ନୀଳାଚଳ ଧାମ ଶ୍ରୀକ୍ଷେତ୍ର କୁ ଯିବେ। ଯାହା ଲେଖାଅଛି ନୀଳାଚଳ ରେ ବ୍ରହ୍ମମୂର୍ତ୍ତି ବିରାଜମାନ ହୋଇଛି,ସେ ହେଉଛନ୍ତି ସୁଭଦ୍ରା ମାଆ। ତେବେ ଦେବୀ ବିରଜା ଙ୍କ ନାମ ବିରଜା କାହିଁକି ହୋଇଛି ତାହା ମଧ୍ୟ ସେ କହିଛନ୍ତି। ବିରଜା ର ଅର୍ଥ ହେଉଛି ଯିଏ ବିଶ୍ଵର ରାଜା। ଜଣେ ଠାକୁରାଣୀ ହୋଇ ତାଙ୍କୁ ରାଜା କାହିଁକି କୁହାଯାଉଛି ତାହା ଏଠାରେ ମାଳିକା ଗବେଷକ ଜଣଙ୍କ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.